October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*କୁମାର ପୂର୍ଣ୍ଣିମା – ବିନୋଦିନୀ ଦାଶ*

 

                 କୁମାର ପୂର୍ଣ୍ଣିମା

🌼🌼🌼🌼

                                      ବିନୋଦିନୀ ଦାଶ

‌‌‌                         🦋🦋🦋🦋🦋

ନଦୀ ପଠାମାଳେ କାଶତଣ୍ଡୀ ହସେ

ଦୋଳାଇ ତାହାର ଶ୍ବେତ ଚାମର

ଶେଫାଳୀ ସୁମନ ହସ ଉକୁଟାଇ

ସାନ୍ଧ୍ୟେ ମେଲିଦିଏ ଶୋଭା ସମ୍ଭାର

ଶରଦ ଆକାଶେ ଚାନ୍ଦ ଜୋଛନା

କୁମାରୀ ପ୍ରାଣକୁ କରେ ହିଲ୍ଲୋଳିତ

ସିଏ ସ୍ବାଗତ କୁମାର ପୂର୍ଣ୍ଣିମା ।

 

ଏଶୁଭ ତିଥିରେ ଗଜଲକ୍ଷ୍ମୀ ପୂଜା

ପୁଣି କୁମାର କାର୍ତ୍ତିକେୟ ଜନ୍ମ

ମୃଣ୍ମୟୀ ପ୍ରତିମା ନିର୍ମାଣ କରାଇ

ପୂଜନ ହୁଅଇ ଗ୍ରାମ୍ୟ ଭୁବନ

କାର୍ତ୍ତିକେୟ ସମ ବର ଇଚ୍ଛାରେ

କୁମାରୀଏ ମିଶି ଚଉଁରା ମୂଳରେ

ଚାନ୍ଦ ପୂଜିଥାନ୍ତି ହରଷ ଭରେ ।

 

ପାଦରେ ଅଳତା ମଥାରେ କୁଙ୍କୁମ

ନୂତନ ବସ୍ତ୍ରରେ ହୋଇ ମଣ୍ଡିତ

ଉପବାସ ରହି କୁମାରଙ୍କୁ ସ୍ମରି

ହୃଦୟ ହୁଏ ଭାବେ ବିହ୍ବଳିତ

ଭକତି ରସରେ ହୋଇ ପ୍ଳାବିତ

ମଧୁଛନ୍ଦ ତୋଳି ଗାଇ ଉଠିଥାନ୍ତି

“କୁଆଁର ପୂନେଇ ଜହ୍ନ ଲୋ” ଗୀତ ।

 

ଆଶ୍ବିନ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା

ଆଜି ବି ଘୋଷିତ ଆମ ମରତ

କୁମାରୀଏ’ଛନ୍ତି ଚାନ୍ଦ ବି ଉଉଁଛି

କାର୍ତ୍ତିକେୟ ବି ହୁଅନ୍ତି ପୂଜିତ

ମାତ୍ର ମନେ ନାହିଁ ପୂର୍ବ ସରାଗ

ସମୟ ସାଥିରେ ମନ ବଦଳୁଛି

ପାଶ୍ଚତ୍ୟ ସଭ୍ୟତାରେ ଅନୁରାଗ ।

 

ଉତ୍କଳୀୟ ପରମ୍ପରା ସଂସ୍କୃତିରେ

ସତେ ଯେମିତି ଗ୍ରହଣ ଲାଗିଛି

ପରପିଢ଼ି ପର୍ବପର୍ବାଣିର ସାଥେ

ଜୀଇଁବ କି ନାହିଁ ଅଜଣା ଅଛି

ତଥାପି ମନରେ ନାହୁଁ ଦୁର୍ବଳ

ସେସବୁ ଜୀଆଁଇ ରଖିବା ପାଇଁକି

ସରବଦା ଜାରି ଚେଷ୍ଟା ପ୍ରବଳ ।

•••••••••••••••••• 

 

Loading

Leave a Reply

Your email address will not be published. Required fields are marked *