February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

* ସମ୍ପର୍କ – ପ୍ରସନ୍ନ କୁମାର ସାହୁ*

                **ସମ୍ପର୍କ**

               ••••••••••

         ପ୍ରସନ୍ନ କୁମାର ସାହୁ

               ••••••••••••••

ସମ୍ପର୍କ ର ଅର୍ଥ ହଜି ସାରିଲାଣି

ସ୍ୱାର୍ଥପର ଦୁନିଆରେ,

ବିନା ସ୍ୱାର୍ଥରେ ସମ୍ପର୍କ କେହି ଯେ

ରଖେ ନାହିଁ କାହା ଠାରେ।

କାହା ସହିତ ରଖିଲେ ସମ୍ପର୍କକୁ

କେତିକି ଲାଭ ହୋଇବ,

ଲାଭ କ୍ଷତି କୁ କଳନା କରି ଯେ

ସମ୍ପର୍କକୁ ଯୋଡା ଯିବ।

ପାର୍ଥିବ ଲାଭ ନ ହୋଇ ପାରିଲେ

ସମ୍ପର୍କ କାହିଁ ବଢିବ,

ଅଯଥାରେ ଯେ ସମୟ ଅପଚୟ

ସମ୍ପର୍କେ କି ଲାଭ ହେବ?

ସ୍ନେହ ଶାନ୍ତିପ୍ରୀତି ଯେ ମୂଲ୍ୟହୀନ

ସ୍ୱାର୍ଥପର ଦୁନିଆରେ,

ସ୍ୱାର୍ଥ ଯଦି କିଛି ନୋହିବ ହାସଲ

କି ଲାଭ ସେ ସମ୍ପର୍କ ରେ?

ଅମୂଲ ମୂଲ ଯେ ଅଟଇ ସମ୍ପର୍କ

ବୁଝିବାକୁ କେହି ନାହିଁ,

ସ୍ୱାର୍ଥ ଯଦି କିଛି ନୋହିବ ହାସଲ

କି ଲାଭ ସମ୍ପର୍କ ଥାଇ?

**************

ପ୍ରସନ୍ନ କୁମାର ସାହୁ

 809 total views,  2 views today

9 thoughts on “* ସମ୍ପର୍କ – ପ୍ରସନ୍ନ କୁମାର ସାହୁ*

  1. Thank you for another excellent post. Where else may just anyone get that kind of info in such a perfect means of writing? I have a presentation next week, and I’m at the search for such info.

  2. It is really a nice and useful piece of information. I’m satisfied that you shared this helpful info with us. Please keep us up to date like this. Thank you for sharing.

  3. Heya! I just wanted to ask if you ever have any problems with hackers? My last blog (wordpress) was hacked and I ended up losing several weeks of hard work due to no backup. Do you have any methods to protect against hackers?

Leave a Reply

Your email address will not be published. Required fields are marked *