March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

*ସ୍ମୁତିର ସ୍ୱାଦ*

ସ୍ମୁତି
ତୁମେ ଅତୀତରେ ଯନ୍ତ୍ରଣାର ଫର୍ଦ୍ଦ
ହୋଇ କେବେ ଦେଇଥାଅ
ଆଗକୁ ବଢିବାର ପ୍ରେରଣା
ତ କେବେ
ମିଠା ମିଶା ଆବେଗଟେ ହୋଇ
ମନରେ ଭରିଥାଅ
ନୂତନ ସମ୍ଭାବନା
ସେଥିପାଇଁ ତ
ତୁମର ସ୍ୱାଦକୁ ଖଟା କହିବି
ନା ମିଠା
କ’ଣ ତୁମର ସ୍ୱାଦ
ତୁମକୁ ହସର ଜୁଆର କହିବି
ନା ଦୁଃଖର ସାଗର
ପ୍ରୀତିର ଝରଣା କହିବି
ନା ପ୍ରତାରଣାର ପାହାଡ଼
ଚାନ୍ଦର କିରଣ କହିବି
ନା ସୂର୍ଯ୍ୟର ଆଲୋକ
କିନ୍ତୁ ଏତିକି ତ ନିଶ୍ଚୟ କହିବି
ତୁମ ବିନା ଜୀବନ ଅସମ୍ଭବ,
ତୁମେ,
ଜୀବନକୁ ଜାଣିବାର ମାଧ୍ୟମ
ଇତିହାସ ପୃଷ୍ଠାର ଏକ ଅବର୍ଣ୍ଣନୀୟ ପୃଷ୍ଠା
ନିଜକୁ ଗଢି ତୋଳିବାର
ଏକ ସରଳତମ ପ୍ରକ୍ରିୟା |

*ମୃତ୍ୟୁଞ୍ଜୟ ସାହୁ*
*ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ*
*କବିତା ମିନାର ସାହିତ୍ୟ ଘର*
*ବଡମ୍ବା, କଟକ*
*ମୋ :- 9090700601*

Loading

35 thoughts on “ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

  1. Very great post. I simply stumbled upon your weblog and wanted to mention that I have truly enjoyed browsing your weblog posts. In any case I抣l be subscribing to your feed and I’m hoping you write once more very soon!

  2. Hi there! This is my 1st comment here so I just wanted to give a quick shout out and tell you I really enjoy reading through your posts. Can you recommend any other blogs/websites/forums that deal with the same topics? Many thanks!

  3. Nice post. I wass checking continuously this blog and I’m impressed!
    Very useful information specially the last part 🙂 I care
    for such info a lot. I was looking for this particular information for
    a ong time. Than you and est oof luck.

  4. I’m very happy to disfover this page. I need to to thank you for oness time just for
    this fantastic read! I definitely really liked every little bit of it and I have you bookmarked
    to chehk out new things in your blog.

  5. Howdy! I could have sworn I’ve beewn tto this blog
    before but after browsing through some of the post I realized it’s new to
    me. Nonetheless, I’m definitely delighted I
    foud it and I’ll be bookmarking and checking back frequently!

  6. Howdy! I could have sworn I’ve been to this blog before
    but after browsing through some of the post I reralized it’s new to me.
    Nonetheless, I’m definitely delibhted I found it
    and I’ll be bkokmarking and checking back frequently!

  7. I’m very happy to discover this page. I need to to thank yyou foor ones
    time juyst for this fantastic read! I definitely really
    likled every little bit of it and I have you bookmarked to check out
    new things in your blog.

Leave a Reply to homeowners insurance near me Cancel reply

Your email address will not be published. Required fields are marked *