March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ମୋ ଦେଶ ଭାରତ — ଡିଲେଶ୍ଵରୀ ମେହର

#### ମୋ ଦେଶ ଭାରତ ####

ଗଭୀର ଅନୁଚିନ୍ତାରେ ପଶିଯାଇ ମୁଁ
ଦେଖିଲି ମୋ ଦେଶ ଭାରତକୁ
କେତେ ଯେ ଦୁଃଖ ନ ସହିଛି
କୋଟି ରକ୍ତ ବିନ୍ଦୁ ମାଟିରେ ମିଶିଛି l
ମରହଟ୍ଟା ମୋଗଲ ମୁସଲମାନଙ୍କ
ସହସ୍ର ସମସ୍ୟାର କରି ସମାଧାନ
ଆଣିଛି ମୁହୂର୍ତ୍ତ ଆତ୍ମ ସମୀକ୍ଷାର
ସ୍ଵାଦ ଚାଖିଛି ସ୍ୱାଧୀନତାର l
ବହିଃ ଶତ୍ରୁକୁ ଦୂରେଇ ନେଇ
ଲୋଲୁପ ଦୃଷ୍ଟିକୁ ବୁଜେଇ ଦେଇ
ରକ୍ଷା କବଚ ଆମ ମାଟିର ବୀର
ନତ ମସ୍ତକ କରାଇ ଇଂରେଜର
ହିଂସା ପ୍ରଣୋଦିତ ତରବାରିର ଜୟ ନୁହେଁ ଜୟ
ଅହିଂସା ଦୟା ପବିତ୍ରତା ଏକା ବିଜୟ l
ଛିନ୍ନ ଭିନ୍ନ ଦେଶକୁ ସଜାଡି
ବସୁଧୈବ କୁଟୁମ୍ବକମ୍’ର ପିନ୍ଧି ପଗଡି
ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠି
ଅହିଂସାର ନୀତି କରି ସୃଷ୍ଟି
ଦରିଦ୍ର ଅସହାୟ ରୁଗ୍ଣ ହତଭାଗ୍ୟ
ଏମାନଙ୍କ ସେବା ହିଁ ଅଟେ ସୌଭାଗ୍ୟ
ଏପରି ମୋ ଦେଶ ଭାରତ ସରଳ ସୁରମ୍ୟ
ସତରେ ମୋ ଦେଶ ଭାରତ ମହାନ l

ନାମ – ଡିଲେଶ୍ଵରୀ ମେହର
ବିଜେପୁର, ବରଗଡ଼

 762 total views,  1 views today

Leave a Reply

Your email address will not be published. Required fields are marked *