March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌ — ସୁଧୀର୍‌ ପଣ୍ଡା

ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌

ଘଏତା ମାଏପୋ ଗୁଏଲ୍‌ ଝଗର୍‌
ହଉଥିବେ ଘିଚାଟନା
ମାଏଝି ଯଦି ଚୁଁଟ୍‌ଲା କାହାକେ
କହେବେ ନିର୍ଯାତନା।୧

ତୋର୍‌ ଗାଲ୍‌ସିଝି ଚଂଦା ବନିଯିବୁ
କେଭେଁ ନି ଉଠାବୁ ହାତ୍‌
ଜୀବନ୍‌ ବଅଁଚାଲା କହେବେ ତାହାକେ
ଗାଲେ ମାଏଲେ ଲାତ୍‌। ୨

ନଟୀ ପରାବୁଲି ବଲସନ୍‌ ଲୁକେ
କିଂଦ୍‌ରୁ ଥିବା ଘର୍‌ ଛାଡ଼ି
ଖେତୁଁ ବୁତା ସାରି ଫେରଲେଁ ତୁଇଁ
ପଖାଲ୍‌ ନି ପାରେ ବାଢ଼ି।୩

ଛେତ୍‌କା ହଇ ଅଥା ହଇଛେ
ଖଟେଁ ଦେବା ଗଡ଼୍‌ଗଡ଼ି
ହାଲିଆ ହେଇଛେ କହେସନ୍‌ ତାହାକେ
ଡ଼ଂଗରେଁ ଥିଲା ଚଢ଼ି।୪

ଟୁଡ଼େଁ ତାଲା ଦେବୁ ଯାହାହେଲେଁ ବାବୁ
ସେ ପରେ ତୋର୍‌ ସିଆନୀ
ଅଲସୁଆ ନିସତ୍‌ ନାଆଁ କମାବୁ ବୋ
ତାର୍‌ ଲାଗି ତୋର୍‌ କମାନୀ। ୫

କାହାର୍‌ ପୁଡ଼୍‌ଲା କାହାର୍‌ ଛିଡ଼୍‌ଲା
ଶୁନୁଥିବୁ ଦୁହିକାନେ
ନି ପଚାର୍‌ବୁ କେଭେଁ ଟିର୍‌ କର୍‌ବା
ସନ୍ଧେ ଥିସି ବଲି ମନେ।୬

ଅନ୍‌ଗୁଜ୍‌ରି ଥାଇ ତାର୍‌କଥା ସତ୍‌
କର୍‌ସି ପରେ ବୁଝାମନା
ଅଥିର୍‌ ହଇ ତୁଇଁ କାମ୍‌ ବିଗ୍‌ଡ଼ାସୁ
ଇ କଥା ତାହାକେ ଜନା।୭

ମାଏଝି ପାସ୍‌ରିସି କେତେକେତେ କଥା
କାମେ ବୁପ୍‌ରି ଥିସି ଭୋଲ୍‌
ତୁଇଁ ପାସ୍‌ରିଲେଁ ହେସୁ ହୀନ୍‌ବୁଧିଆ
କିହେ ନି ମାନନ୍‌ ତୋର୍‌ ବୋଲ୍‌।୮

ମାଏଝି ଗପୁଥିବା ଉଂଝା ଲୁକର୍‌ ସାଂଗେ
ହେସନ୍‌ ସଭେ ଗହଗହ
ତୁଇଁ କାହାର୍‌ ସାଂଗେ ହେଲେଁ କଥାପଦେ
କାଣା ହେବା ନାଇଁ କହ। ୯

ଗହଦ୍‌ ପୁଛା ଧନେ ଶସ୍ତା ବଲିକରି
ମାଏଝି ଘିନ୍‌ବା ହୀରା
ବିନ୍‌ପର୍‌ଝା ତୁନ୍‌ ଚାଟୁଥା ଫି’ଦିନେ
ମହଂଗା ସୁର୍‌ଷୋ ଜିରା। ୧୦

ବାରମାସେଁ ତେର ଯାତ୍‌ରା ପଡ଼ୁଛେ
ଫି’ଥର ନୂଆଁ କପ୍‌ଟା
ପରଂପରା କାଣାଯେ ମୁଡ଼େଁ ନାଇଁ ଢୁକେ
ପିଂଧିକରି ଚିରାଫଟା। ୧୧

ଖାଲିପାଦେଁ ଚାଲି କାମ୍‌ ପଟୁଛେ
କାଁକରି ମାଡ଼୍‌ବୁ ଛିପ୍‌ଲି
ଧୁତି ଫାଟିଗଲେଁ ନଂଗଲା ହେବୁ ପଛେ
ମାଏଝି ହେବା କାଏଁ ନଂଗ୍‌ଲି। ୧୨

ଘରେଁ ଢୁକ୍‌ବାର୍‌କେ ଉଛୁର୍‌ ହେଲେଁ
ନାଇଁନ ମାଏଝିର୍‌ ଦୋଷ୍‌
କେତେ କଷ୍ଟେଁ ବୁପ୍‌ରୀ ଛିଂଗଲି ଆଏଲା
ପାଦେଁ ଚାଲି ଅଧା କୋଶ୍‌।୧୩

ପଏସା ନି ଦିଏ ଦୁଇକୋଶ୍‌ ବାଟ୍‌
ଯାଇକରି ଆଏସୁ ଚାଲି
ବାହାରେଁ ଗୁଟେ ରଖ୍‌ନି ରଖିଛୁ ବଲି
ଫିର୍‌ଲେଁ ମିଲ୍‌ସି ଗାଲି।୧୪

ନାଟ୍‌ ପାଲା ଡଁଡ଼୍‌ ସବୁକେ ଅମ୍‌ରିବା
କିଏ କରି ପାର୍‌ବା ମନା
କଲାପ୍ରେମୀ ମାଏଝି କଁଦାଟେ ନି ଜାନି
ଚେହେରା ଦେଖାସି ସିନା। ୧୫

ସିନେମା ନାଟ୍‌ ତ ଦୂରର୍‌ କଥା ସେଟା
ଶୁନିଗଲେଁ ଭାଗବତ୍‌ ଚର୍ଚା
କେନ୍‌ ହାଁଡ଼ିଶାଲେଁ ଉର୍‌ଙ୍ଗି ଥିଲୁ ବଲି
କହି ଦେବା ସିଧା ପଏର୍ଛା। ୧୬

ଉର୍‌ଲା କିତାବ୍‌ ନଂଗ୍‌ଲୀ ଫଟୁ ଯେତେ
ପଢ଼ୁଥିବା ବହିମାନେ
ଦେଖାଟିକେ ବଏଲେଁ ନାଟ’ ତ କହେବା
ବୁଡ଼୍‌ବୁଡ଼ିବା କେନ୍‌ଠାନେ।୧୭

ମୁଇଁ ପଢ଼୍‌ଲେଁ ଭାଗବତ୍‌ ପୁରାନ୍‌
କହେବା ଇଥିଁ କେଁ ଲାଭ୍‌
କହେବା ଧଂଗ୍‌ରାନୁ ବୁଢ଼ା ହେଲ ପଛେ
ନି ବୁଝ୍‌ଲ୍‌ ମାଏଝିର୍‌ ଭାବ୍‌।୧୮

କୁଟୁମର୍‌ କଥା ଦୁହେଁ ମିଶି କରସନ୍‌
ଅଛେ ତାର୍‌ ପର୍‌ତିଭା
ଧରାଧରି କରି ମୋର୍‌ କାମ୍‌ ହେସି
ଜନ୍‌ମୁ ପରେ ମୁଇଁ କାବା।୧୯

ତାର୍‌ କାମ୍‌ ବନ୍‌ଏ ଶିଘା ମଏଧେଁ ଜନେ
ସଭେ ପାରିଛନ୍‌ ଚିନ୍‌ହିଁ
ସବୁବେଲେଁ ମୁଇଁ ରଗ୍‌ଡ଼ି ହେଇହେଇ
ବଜଉ ଥିମି ଗିନି। ୨୦

ରଚନା : ଗଅଁଲିଆ କବି ସୁଧୀର୍‌ ପଣ୍ଡା।
(ତହଁକାନ୍‌: ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ)

Loading

5 thoughts on “ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌ — ସୁଧୀର୍‌ ପଣ୍ଡା

  1. I Completely appreciate your blog site.. Good colors & topic. Did you build this Web-site your self? Please reply back as I’m wishing to create my quite personal web site and would appreciate to be aware of in which you received this from or just what the topic is known as. Many thanks! loqua.munhea.se/map6.php ombre kort h??r

  2. I used to be advised this blog site by means of my cousin. I’m not specific no matter whether this publish is penned by means of him as no one else realize these kinds of thorough about my difficulty. You’re superb! Many thanks!

  3. Thanks for kinds great putting up! I truly enjoyed looking at it, you occur to get a terrific writer.I’ll be sure you bookmark your blog site and will inevitably return down the road. I desire to really encourage carry on your fantastic posts, Possess a pleasant night!

  4. I specially wear it and evaluate it again. It is made of real hair, and it is also very natural to wear. The color is very similar to mine. Others can’t see it. I am satisfied!

Leave a Reply

Your email address will not be published. Required fields are marked *