May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌ — ସୁଧୀର୍‌ ପଣ୍ଡା

ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌

ଘଏତା ମାଏପୋ ଗୁଏଲ୍‌ ଝଗର୍‌
ହଉଥିବେ ଘିଚାଟନା
ମାଏଝି ଯଦି ଚୁଁଟ୍‌ଲା କାହାକେ
କହେବେ ନିର୍ଯାତନା।୧

ତୋର୍‌ ଗାଲ୍‌ସିଝି ଚଂଦା ବନିଯିବୁ
କେଭେଁ ନି ଉଠାବୁ ହାତ୍‌
ଜୀବନ୍‌ ବଅଁଚାଲା କହେବେ ତାହାକେ
ଗାଲେ ମାଏଲେ ଲାତ୍‌। ୨

ନଟୀ ପରାବୁଲି ବଲସନ୍‌ ଲୁକେ
କିଂଦ୍‌ରୁ ଥିବା ଘର୍‌ ଛାଡ଼ି
ଖେତୁଁ ବୁତା ସାରି ଫେରଲେଁ ତୁଇଁ
ପଖାଲ୍‌ ନି ପାରେ ବାଢ଼ି।୩

ଛେତ୍‌କା ହଇ ଅଥା ହଇଛେ
ଖଟେଁ ଦେବା ଗଡ଼୍‌ଗଡ଼ି
ହାଲିଆ ହେଇଛେ କହେସନ୍‌ ତାହାକେ
ଡ଼ଂଗରେଁ ଥିଲା ଚଢ଼ି।୪

ଟୁଡ଼େଁ ତାଲା ଦେବୁ ଯାହାହେଲେଁ ବାବୁ
ସେ ପରେ ତୋର୍‌ ସିଆନୀ
ଅଲସୁଆ ନିସତ୍‌ ନାଆଁ କମାବୁ ବୋ
ତାର୍‌ ଲାଗି ତୋର୍‌ କମାନୀ। ୫

କାହାର୍‌ ପୁଡ଼୍‌ଲା କାହାର୍‌ ଛିଡ଼୍‌ଲା
ଶୁନୁଥିବୁ ଦୁହିକାନେ
ନି ପଚାର୍‌ବୁ କେଭେଁ ଟିର୍‌ କର୍‌ବା
ସନ୍ଧେ ଥିସି ବଲି ମନେ।୬

ଅନ୍‌ଗୁଜ୍‌ରି ଥାଇ ତାର୍‌କଥା ସତ୍‌
କର୍‌ସି ପରେ ବୁଝାମନା
ଅଥିର୍‌ ହଇ ତୁଇଁ କାମ୍‌ ବିଗ୍‌ଡ଼ାସୁ
ଇ କଥା ତାହାକେ ଜନା।୭

ମାଏଝି ପାସ୍‌ରିସି କେତେକେତେ କଥା
କାମେ ବୁପ୍‌ରି ଥିସି ଭୋଲ୍‌
ତୁଇଁ ପାସ୍‌ରିଲେଁ ହେସୁ ହୀନ୍‌ବୁଧିଆ
କିହେ ନି ମାନନ୍‌ ତୋର୍‌ ବୋଲ୍‌।୮

ମାଏଝି ଗପୁଥିବା ଉଂଝା ଲୁକର୍‌ ସାଂଗେ
ହେସନ୍‌ ସଭେ ଗହଗହ
ତୁଇଁ କାହାର୍‌ ସାଂଗେ ହେଲେଁ କଥାପଦେ
କାଣା ହେବା ନାଇଁ କହ। ୯

ଗହଦ୍‌ ପୁଛା ଧନେ ଶସ୍ତା ବଲିକରି
ମାଏଝି ଘିନ୍‌ବା ହୀରା
ବିନ୍‌ପର୍‌ଝା ତୁନ୍‌ ଚାଟୁଥା ଫି’ଦିନେ
ମହଂଗା ସୁର୍‌ଷୋ ଜିରା। ୧୦

ବାରମାସେଁ ତେର ଯାତ୍‌ରା ପଡ଼ୁଛେ
ଫି’ଥର ନୂଆଁ କପ୍‌ଟା
ପରଂପରା କାଣାଯେ ମୁଡ଼େଁ ନାଇଁ ଢୁକେ
ପିଂଧିକରି ଚିରାଫଟା। ୧୧

ଖାଲିପାଦେଁ ଚାଲି କାମ୍‌ ପଟୁଛେ
କାଁକରି ମାଡ଼୍‌ବୁ ଛିପ୍‌ଲି
ଧୁତି ଫାଟିଗଲେଁ ନଂଗଲା ହେବୁ ପଛେ
ମାଏଝି ହେବା କାଏଁ ନଂଗ୍‌ଲି। ୧୨

ଘରେଁ ଢୁକ୍‌ବାର୍‌କେ ଉଛୁର୍‌ ହେଲେଁ
ନାଇଁନ ମାଏଝିର୍‌ ଦୋଷ୍‌
କେତେ କଷ୍ଟେଁ ବୁପ୍‌ରୀ ଛିଂଗଲି ଆଏଲା
ପାଦେଁ ଚାଲି ଅଧା କୋଶ୍‌।୧୩

ପଏସା ନି ଦିଏ ଦୁଇକୋଶ୍‌ ବାଟ୍‌
ଯାଇକରି ଆଏସୁ ଚାଲି
ବାହାରେଁ ଗୁଟେ ରଖ୍‌ନି ରଖିଛୁ ବଲି
ଫିର୍‌ଲେଁ ମିଲ୍‌ସି ଗାଲି।୧୪

ନାଟ୍‌ ପାଲା ଡଁଡ଼୍‌ ସବୁକେ ଅମ୍‌ରିବା
କିଏ କରି ପାର୍‌ବା ମନା
କଲାପ୍ରେମୀ ମାଏଝି କଁଦାଟେ ନି ଜାନି
ଚେହେରା ଦେଖାସି ସିନା। ୧୫

ସିନେମା ନାଟ୍‌ ତ ଦୂରର୍‌ କଥା ସେଟା
ଶୁନିଗଲେଁ ଭାଗବତ୍‌ ଚର୍ଚା
କେନ୍‌ ହାଁଡ଼ିଶାଲେଁ ଉର୍‌ଙ୍ଗି ଥିଲୁ ବଲି
କହି ଦେବା ସିଧା ପଏର୍ଛା। ୧୬

ଉର୍‌ଲା କିତାବ୍‌ ନଂଗ୍‌ଲୀ ଫଟୁ ଯେତେ
ପଢ଼ୁଥିବା ବହିମାନେ
ଦେଖାଟିକେ ବଏଲେଁ ନାଟ’ ତ କହେବା
ବୁଡ଼୍‌ବୁଡ଼ିବା କେନ୍‌ଠାନେ।୧୭

ମୁଇଁ ପଢ଼୍‌ଲେଁ ଭାଗବତ୍‌ ପୁରାନ୍‌
କହେବା ଇଥିଁ କେଁ ଲାଭ୍‌
କହେବା ଧଂଗ୍‌ରାନୁ ବୁଢ଼ା ହେଲ ପଛେ
ନି ବୁଝ୍‌ଲ୍‌ ମାଏଝିର୍‌ ଭାବ୍‌।୧୮

କୁଟୁମର୍‌ କଥା ଦୁହେଁ ମିଶି କରସନ୍‌
ଅଛେ ତାର୍‌ ପର୍‌ତିଭା
ଧରାଧରି କରି ମୋର୍‌ କାମ୍‌ ହେସି
ଜନ୍‌ମୁ ପରେ ମୁଇଁ କାବା।୧୯

ତାର୍‌ କାମ୍‌ ବନ୍‌ଏ ଶିଘା ମଏଧେଁ ଜନେ
ସଭେ ପାରିଛନ୍‌ ଚିନ୍‌ହିଁ
ସବୁବେଲେଁ ମୁଇଁ ରଗ୍‌ଡ଼ି ହେଇହେଇ
ବଜଉ ଥିମି ଗିନି। ୨୦

ରଚନା : ଗଅଁଲିଆ କବି ସୁଧୀର୍‌ ପଣ୍ଡା।
(ତହଁକାନ୍‌: ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ)

 852 total views,  1 views today

5 thoughts on “ମାଏଝି ମୁନୁଷ୍‌ ସତୀ ମହାପୁରୁଷ୍‌ — ସୁଧୀର୍‌ ପଣ୍ଡା

  1. I specially wear it and evaluate it again. It is made of real hair, and it is also very natural to wear. The color is very similar to mine. Others can’t see it. I am satisfied!

  2. Thanks for kinds great putting up! I truly enjoyed looking at it, you occur to get a terrific writer.I’ll be sure you bookmark your blog site and will inevitably return down the road. I desire to really encourage carry on your fantastic posts, Possess a pleasant night!

  3. I used to be advised this blog site by means of my cousin. I’m not specific no matter whether this publish is penned by means of him as no one else realize these kinds of thorough about my difficulty. You’re superb! Many thanks!

  4. I Completely appreciate your blog site.. Good colors & topic. Did you build this Web-site your self? Please reply back as I’m wishing to create my quite personal web site and would appreciate to be aware of in which you received this from or just what the topic is known as. Many thanks! loqua.munhea.se/map6.php ombre kort h??r

Leave a Reply

Your email address will not be published.

33 − = 27