April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଚୋରେଇ ନେଇଛ ମନକୁ — ସରୋଜ କୁମାର ସାହୁ*

ଚୋରେଇ ନେଇଛ ମନକୁ
,,,,,,,,,,,,,,,,,,,,,,,,,,,,,,,,,,
ସରୋଜ କୁମାର ସାହୁ

ଦେଖୁଛି ସପନ ରହିଛି ଗୋପନ
ଚୋରେଇ ନେଇଛ ମନକୁ
କେବେତ ଆସିବ ପକ୍ଷୀରାଜ ଚଢି
ଅପେକ୍ଷା ମୋର ସେ ଦିନକୁ।
ଦେହସାରା ମୋର ଯଉବନ ବାସ
ଏବେଠୁ ହେଲାଣି ଅଥୟ
ବାନ୍ଧବି କେମିତି ଗଭାରେ ଗଜରା
ରୂପକୁ କରିଣ ସଞ୍ଚୟ।
ଲାଜେଇ ଯାଉଛି ଆକାଶର ଜହ୍ନ
ଦେଖି କଳାମେଘୀ ବେଣୀକୁ
ଚାତୁରୀ ଫଗୁଣ କରେ ଉପହାସ
ଅଙ୍ଗଭଙ୍ଗୀ ଭରା ଠାଣିକୁ।
ମେଘଆସି ଯେବେ ଛୁଉଁଛି ଦେହକୁ
ପିନ୍ଧା ବସନକୁ ଭିଜେଇ
ଆଇନା ଆଗରେ ଦେଖିଲେ ନିଜେବି
ସତରେ ଯାଏ ମୁଁ ଲାଜେଇ।
ରାତିର ଅନ୍ଧାର କଜଳ ନାଆଁରେ
ନିତି ଛୁଉଁଅଛି ଦେହକୁ
କଅଁଳ ଦେହରେ ଭରିଲେ ଦରଜ
କହି ପାରୁନାହିଁ ମାଆକୁ।
ତୁମକଥା ପ୍ରିୟ ମନରେ ଭାଳିକି
ଆଖି ଭିଜୁଅଛି ଲୁହରେ
ଲାଜ ଲାଜ କଥା କାହାକୁ କହିବି
ସରମ ଲାଗୁଛି ମୁହଁରେ।

ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪

Loading

4 thoughts on “*ଚୋରେଇ ନେଇଛ ମନକୁ — ସରୋଜ କୁମାର ସାହୁ*

  1. Wonderful website! Do you might have any tips for aspiring writers? I’m planning to get started my very own Web page soon but I’m a little dropped on every little thing. Would you suggest commencing with a free platform like WordPress or Select a paid option? There are so many decisions available which i’m completely confused .. Any recommendations? Many thanks quite a bit!

  2. Your method of describing anything During this paragraph is de facto enjoyable, Each one can simply be aware of it, Many thanks a great deal. asla.munhea.se/map10.php mat och h?¤lsa

  3. Good working day! This is often sort of off matter but I want some steering from an established blog site. Could it be not easy to put in place your own blog site? I’m not incredibly techincal but I’m able to figure matters out rather fast. I’m contemplating establishing my own but I’m undecided the place to begin. Do you might have any Concepts or recommendations? Many thanks

  4. I critically enjoy your blog site.. Superb shades & concept. Did you make this Web site your self? You should reply again as I’m looking to build my pretty personal site and would want to know in which you received this from or precisely what the topic is termed. Several thanks!

Leave a Reply to PPC Dresden Cancel reply

Your email address will not be published. Required fields are marked *