October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ବାର୍ଦ୍ଧକ୍ୟ ର ମହତ୍ତ୍ଵ – ସଙ୍ଘମିତ୍ରା ନାୟକ*

ବାର୍ଦ୍ଧକ୍ୟର ମହତ୍ଵ(କ୍ଷୁଦ୍ର ଗଳ୍ପ)

********************

ବହୁବର୍ଷ ପୂର୍ବେ ଜଣେ ଉଗ୍ର ସ୍ଵଭାବର ରାଜା ଥିଲେ ଖୁବ୍ ରାଗି , ପ୍ରଜାମାନଙ୍କୁ ଅତ୍ୟାଚାର କରୁଥିଲେ ।

ପ୍ରଜାଙ୍କ ପାରିଶ୍ରମିକ ଠାରୁ ବହୁତ କମ୍ ମୂଲ୍ୟ ଦିଅନ୍ତି , ପ୍ରତିଉତ୍ତର ଦେଲେ ରାଜା ମୁଣ୍ଡକାଟ କରୁଥୁଲେ , ଡରିକି ପ୍ରଜାମାନେ ରାଜାର ଅତ୍ୟାଚାର ମୁଣ୍ଡପାତି ସହିଯାଆନ୍ତି। ଏମିତି କିଛିଦିନ ପରେ ରାଜାଙ୍କ ନୂତନ ଆଦେଶ ରାଜ୍ୟରେ ଥିବା ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାରିଦିଆଯାଉ। ଯେହେତୁ ସେମାନେ କିଛି କାମ କରିବାକୁ ଅସମର୍ଥ, ଏମିତି ବସି ବସି ଖାଇବା ଦ୍ଵାରା ଓଲଟା ରାଜ୍ୟର ସଞ୍ଚିତ ଧନ କ୍ଷୟ ହେଉଛି, ତେଣୁ ସେମାନଙ୍କୁ ମାରିଦିଅ। ସୈନିକ ମାନେ ରାଜାଙ୍କ ଆଦେଶରେ ରାଜ୍ୟରେ ଥିବା ସମସ୍ତ ବୃଦ୍ଧ ଲୋକଙ୍କୁ ଅତି ନୂର୍ଶସ ଭାବେ ହତ୍ୟା କରିଚାଲିଲେ ,ସେ ରାଜ୍ୟରେ ବାସ କରୁଥାଏ ଜଣେ ଯୁବକ ,ପରିବାର କହିଲେ ସେ ଆଉ ତା’ର ବୃଦ୍ଧା ବାପା , ରାଜାଙ୍କ ଏମିତି ନିଷ୍ପତ୍ତି ଶୁଣି ,ଘରେ ଥିବା ଗୁପ୍ତ କୋଠରିରେ ତା’ର ବାପାଙ୍କୁ ଲୁଚେଇକି ରଖିଲା ଏବଂ ସୈନିକ ମାନଙ୍କୁ ମତ୍ତ ଦେଲା ଗୋଟିଏ ବର୍ଷ ହେଲା ମୋ ବାପା ମରିସାରିଲେଣି,

ସୈନ୍ୟମାନେ ବିନା ଦ୍ବିଧାରେ ପଳାଇଲେ ରାଜାଙ୍କୁ ଜଣାଇଦେଲେ ରାଜ୍ୟରେ କେହି ବି ବୃଦ୍ଧଲୋକ ନାହାଁନ୍ତି,ରାଜା ଅତ୍ୟନ୍ତ ଖୁସି ହେଲେ “””ସେ ଯୁବକ ଜଣକ ବହୁଦିନଧରି ନିଜ ବାପାଙ୍କୁ ଲୋକଲୋଚନକୁ ନଆଣି ,ଘରେ ସେବାଜତ୍ନ କରେ ,,,, ଦିନାକେତେ ରାଜ୍ୟରେ ମରୂଢି ଦେଖିବାକୁ ମିଳିଲା , ସଞ୍ଚିତ ଥିବା ଧାନ ବି ସରିଗଲା , ପ୍ରଜାମାନେ

ଖାଇବାକୁ କିଛି ନାହିଁ,, ବିହନ ବି ନଥାଏ ଚାଷ କରିବାକୁ,ଘରେ ଲୁଚିକି ରହିଥିବା ବୃଦ୍ଧ ଜଣକ ନିଜ ପୁଅ କୁ ଉପଦେଶ ଦେଲେ, ବାଡି ପାଖରକୁ ରହିଥିବା କ୍ଷେତରେ ଯାଇକି ହଳ କରିବାକୁ ,ସେ ଯୁବକ ଜଣକ ଯଥାସମ୍ଭବ ଯାଇକି ସେ କ୍ଷେତରେ ହଳ କରିଲା କିଛି ଦିନ ପରେ ବର୍ଷା ହେଲା ଓ ହେଇଥିବା ସେ କ୍ଷେତରେ ଧାନ ଗଛ ଛୋଟ ଛୋଟ ଉଠିବାକୁ ଲାଗିଲା , ରାଜ୍ୟବାସି ଆଶ୍ଚର୍ଯ୍ୟ ଏକଥା ରାଜା ଜାଣିଲେ ,ସେ ଯୁବକ କୁ ନିଜ ପାଖକୁ ଡକେକି ପଚାରିଲେ . ସମ୍ପୁର୍ଣ୍ଣ ରାଜ୍ୟ ରେ ବିହନ ନଥିଲା ଧାନ ଉତ୍ପାଦନ କରିବା ପାଇଁ ତୁମେ କିପରି ଧାନ ଫସଲ କରିଲ,ସତ୍ୟ

କୁହ ନହୋଇଲେ ତୁମ ମୁଣ୍ଡ କାଟ ହେବ ,ଭୟଭିତ ଯୁବକ ଜଣକ ସତ କଥା କହିଲା କି ମୋ ବାପା ହିଁ ଉପାୟ କହିଲେ ସେଥିପାଇଁ ମୋ କ୍ଷେତରେ ଧାନ ଗଛ ଉଠିଲା ,, ସଙ୍ଗେ ସଙ୍ଗେ ସେ ଯୁବକର ବାପାଙ୍କୁ ରାଜ ଦରବାରରେ ଉପସ୍ଥିତ କରାଗଲା ,ରାଜା ପଚାରିଲେ କିପରି ତୁମେ ଧାନ ଉତ୍ପାଦନ କରିଲ ,ସେ ବୃଦ୍ଧ ଜଣକ ଉତ୍ତର ଦେଲେ ” ଗତବର୍ଷ ଧାନ ଘରକୁ ଆଣିବା ବେଳେ ସେଥିରୁ କିଛି କିଛି ସେ କ୍ଷେତରେ ଝଡିପଡିଥାଏ । ତାକୁ ହଳ କରିକି ସେଥିରେ ପାଣି ଦେଲେ ଧାନ ଗଛ ହେବ , ଏହା ଶୁଣି ରାଜ୍ୟବାସୀ ସେଇଆ କରିଲେ ‘ସମସ୍ତଙ୍କ କ୍ଷେତରେ ଧାନ ଗଛ ଉଠିଲା .ରାଜା ବହୁତ୍ ଖୁସି ହେଲେ ଏବଂ ନିଜର ଭୁଲ ବୁଝିପାରିଲେ ,ସେହି ଜଣେ ବୃଦ୍ଧାଙ୍କ ପାଇଁ ସମ୍ପୁର୍ଣ୍ଣ ରାଜ୍ୟ ରକ୍ଷ୍ୟା ହେଲା..

ବାର୍ଦ୍ଧକ୍ୟ ଯେ ଜୀବନର ଶେଷ ପର୍ଯ୍ୟାୟ ସେଥିରେ ଟିକେ ହେଲେ ସନ୍ଦେହ ନାହିଁ .ହେଲେ ବାର୍ଦ୍ଧକ୍ୟକୁ ଉପହାସ କି ଥଟ୍ଟା କରିବା ଓ ଦୂର୍ବଳ ଭାବିବା ସବୁଠାରୁ ବଡ଼ ମୂର୍ଖାମି…

                **********

             ସଙ୍ଘମିତ୍ରା ନାୟକ

Loading

Leave a Reply

Your email address will not be published. Required fields are marked *