March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କଳିଯୁଗର ମାନବ – ମୁକ୍ତିରାଣୀ ଦେବତା*

           *କଳିଯୁଗର ମାନବ*(କବିତା)✍️

           •••••••••••••••••••••••••••••••

ଏ ତ ଘୋର
କଳିକାଳ ନୀତି
ବିସ୍ମରଇ ମନୁଷ୍ୟ
ନିଜ ମତିଗତି ।।
ପାପକୁ କରୁଛି ମୁହିଁ
ଡାକି ଯେ ବରଣ
ପର ନାରୀକୁ ତ ସଦା
କରୁଥାଏ ହରଣ ।।
ମଦ୍ୟମାଂସ ପ୍ରତି ଆଜି
ବଢୁଥାଏ ଆସକ୍ତି
ଈଶ୍ୱରଙ୍କୁ ପାସୋରିଛି
କରୁନାହିଁ ଭକ୍ତି ।।
ନେତା ସାଜି ମାରୁଥାଏ
ପ୍ରତିଦିନ ଭାଷଣ
ଗରିବ ଲୋକଙ୍କୁ ଦିଏ
କେତେ ଦୁଃଖ କଷଣ ।।
ଅନ୍ୟ ଧନସମ୍ପଦରେ
ଥାଏ ମୋର ମୋହ
ବୁଝେନାହିଁ କାହା ଦୁଃଖ
କାହାରି ଯେ କୋହ ।।
ଲାଞ୍ଚମିଛ ଦୁର୍ନୀତି ତ
ମୋ ଲାଗି ମାମୁଲି କଥା
ନିଜ ଖୁସି ଲାଗି ପୁଣି
ଅନ୍ୟକୁ ଦିଅଇ ବ୍ୟଥା ।।
କଳଙ୍କରେ ବୁଡିରହି
ଚିର କଳୁଷିତ ହୁଏ
ଜାତି ଧର୍ମ ଲାଗି ନିତି
ରକତ ମୋ ବୁହେ ।।
ସତ୍ୟ ପଥେ ଧର୍ମ ପଥେ
ଯାଏନି ମୋ ମନ
ଚିରଦିନ ରହେ ନାହିଁ
ଏ ତୁଛ ଜୀବନ ।।
ଈଶ୍ୱରଙ୍କୁ ଦେଇ ମନ
କରୁଥିଲେ ଭକ୍ତି
ମୃତ୍ୟୁ ପରେ ଆତ୍ମା ମୋର
ପାଇଯିବ ମୁକ୍ତି ।।

•••••••••••••••••

ମୁକ୍ତିରାଣୀ ଦେବତା

Loading

14 thoughts on “*କଳିଯୁଗର ମାନବ – ମୁକ୍ତିରାଣୀ ଦେବତା*

  1. I will right away snatch your rss feed as I can’t in finding your e-mail subscription link or newsletter
    service. Do you’ve any? Please permit me recognise in order that I may just subscribe.
    Thanks.

  2. Hey there! I just wanted to ask if you ever have
    any issues with hackers? My last blog (wordpress) was hacked and
    I ended up losing months of hard work due to no back up.
    Do you have any methods to prevent hackers?

  3. I’m not sure where you’re getting your information, but good topic.

    I needs to spend some time learning more or understanding more.
    Thanks for fantastic info I was looking for this information for my mission.

  4. Heya superb blog! Does running a blog like this require a lot
    of work? I have absolutely no understanding of programming however I had been hoping to start my own blog
    soon. Anyhow, if you have any ideas or techniques for new blog owners please share.
    I understand this is off subject nevertheless I just wanted to ask.
    Kudos!

  5. Hey There. I found your blog using msn. This is an extremely well written article.I will make sure to bookmark it and come back to read more of your useful information. Thanks for the post.I’ll certainly comeback.

Leave a Reply to elite power cbd gummies reviews Cancel reply

Your email address will not be published. Required fields are marked *