March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମୁଁ ମତ ଟିଏ – ସୀମାଞ୍ଚଳ ପଣ୍ଡା*

                      ** *ମୁଁ ମତଟିଏ* **

                        **********

                                                         ସୀମାଞ୍ଚଳ ପଣ୍ଡା

                                                         ***********

‘ମତ’  ମୋର  ନାମ   ମତିରୁ  ଜନମ

ଵିଚାର କାଳରେ ପଡ଼ଇ ଲୋଡ଼ା,

ଦାନରେ   ମୋହର   ହୁଅଇ   ଵିଚାର

ପକ୍ଷ  ଵିପକ୍ଷର ଭାଙ୍ଗେ ଝଗଡ଼ା।

 

ଗଣମତ  ଯେଵେ ପୁଣ୍ୟପକ୍ଷ  ନେଵେ

ଶେଷରେ ଧର୍ମର  ହୋଇଵ ଜୟ,

ପାପେ    ସନମତ    ହୁଏ   ଵିପରୀତ

ଅଧର୍ମେ   ଵିଜୟ  କରେ  ଅଥୟ,

ଗଣମତେ  ନେତା   ହୁଅନ୍ତି   ଵିଜେତା

ଶାସନେ ସଂସଦେ  ଆଇନ ଗଢ଼ା,

‘ମତ’  ମୋର  ନାମ   ମତିରୁ   ଜନମ

ଵିଚାର କାଳରେ ପଡ଼ଇ ଲୋଡ଼ା।

 

ଵିଚାରାଳୟରେ  ମୋ  ସହଯୋଗରେ

ଵିଚାର    କରନ୍ତି    ଵିଚାର  ପତି,

ଘରେ  ସମାଜରେ   ସଂସ୍କାର  ହିତରେ

ମୋତେଛାଡ଼ି କରିପାରେକେ’ଗତି।

 

ଗୃହ    ଅନୁଷ୍ଠାନ     ସଭା   ସମ୍ମେଳନ

ସଂସଦ    ଵିଧାନ   ସମାଜେ ଜନ,

ମୋର   ସହଯୋଗ    କରି   ଅନୁଭଵ

ଲୋଡ଼ନ୍ତି   କରନ୍ତି   ଵିଧି   ଵିଧାନ,

‘ମତ’   ମୁହିଁ   ସତ   ଲୋଡ଼ଇ  ଉନ୍ନତ

ନିରପେକ୍ଷତାର ରଥେ  ମୁଁ ଘୋଡ଼ା,

ଦାନରେ   ମୋହର   ହୁଅଇ   ଵିଚାର

ପକ୍ଷ   ଵିପକ୍ଷର  ଭାଙ୍ଗେ ଝଗଡ଼ା।

 

ମୁଁ     ମତ ଟିଏ    ଭାଵ     ସତ ଟିଏ

ମଣିଷ    ମନର   ଵିଚାର   କଥା,

ମୋତେନେଇସାଥେ ଚଳନ୍ତେ ଜଗତେ

ସୁଵିଚାରେ   ହୁଏ  ଜଗତ  ଜିତା।

               ******************

                       ସୀମାଞ୍ଚଳ ପଣ୍ଡା

Loading

10 thoughts on “*ମୁଁ ମତ ଟିଏ – ସୀମାଞ୍ଚଳ ପଣ୍ଡା*

  1. hello!,I love your writing very a lot! proportion we communicate more about your post on AOL? I need an expert in this area to unravel my problem. Maybe that is you! Looking ahead to look you.

Leave a Reply to Water Testing NYC Cancel reply

Your email address will not be published. Required fields are marked *