_*ମୁଁ ସଚ୍ଚା ପ୍ରେମିକ*_
ପ୍ରିୟା………..
ତୁମେ ହିଁ ତ ଆସିଥିଲ
ଦୁଃଖ ବେଷ୍ଟିତ ମୋ ହୃଦୟର
କଳା ଧଳା ଜୀବନକୁ
ଟିକେ ରଙ୍ଗର ଆଭାସ ନେଇ..।।
ହଁ ……
ଆଜିବି ମନେ ଅଛି
ତୁମ ସୁନ୍ଦରତା
ମାତ୍ର ତୁମ ରୂପର ନୁହଁ
ତୁମ ହୃଦୟର…।।
ହେଲେ ତାହା ଯେ ମୋ ପାଇଁ
ଅଭିମନ୍ୟୁ ଭଳି ଚକ୍ରବିହ୍ଵ ସାଜିବ
ମୁଁ କେବେ ଜାଣିନଥିଲି…!!
ଯେଉଁ ଚକ୍ରବ୍ୟୁହ ରେ କେବଳ
ମୋର ଯିବା ହିଁ ନ୍ୟସ୍ତ ଥିଲା
ବିନା ଦ୍ୱିଧାରେ…
ବିନା ପ୍ରଶ୍ନରେ…
କିନ୍ତୁ ମୁଁ ମଧ୍ୟ କେବେ ଇଚ୍ଛା କରିନଥିଲି
ଜାଣିବାକୁ ସେ ଚକ୍ରବ୍ୟୁହରୁ
ଫେରିବାର ବାଟ
କାରଣ ମୁଁ ନିଜକୁ ତୁମ ଆଗରେ
ଏକଲବ୍ୟ ଭାବି
ତୁମକୁ ଦ୍ରୋଣାଚାର୍ଯ୍ୟର
ଆଖ୍ୟା ଦେଇସାରିଥିଲି…।।
ଏଇ କଥା……!
ଏଇ କଥାକୁ ନେଇ ମୁଁ କେବେ
ଅଭିମାନ କରିବି ନାହିଁ
କି ଦୂର୍ଯ୍ୟୋଧନ ପାରି
ଅଧିକାର ବି ସାବ୍ୟସ୍ତ କରିବିନାହିଁ
କାରଣ ତୁମେ ହୋଇପାର
ଆମ ପ୍ରେମର ଅଶ୍ଵଥମା
ହେଲେ ମୁଁ କର୍ଣ୍ଣ…!!!!!!
ଯିଏ ମୃତ୍ୟୁ କୋଳରେ ଥାଇପାରେ
କିନ୍ତୁ ;ଅନ୍ୟର ଖୁସି ପାଇଁ
ଦେଇପାରେ ବଳିଦାନ…।।
ତୁମେ ପରୀକ୍ଷା ଚାହଁ..?
ତେବେ ମୁଁ ବି ପ୍ରସ୍ତୁତ…,
କଣ ଆଶା କର…..?
କଣ ବା ଅଛି ମୋ ପାଖରେ
ହଁ ଖାଲି ଏଇ ତୁଚ୍ଛ ଜୀବନଟା
ପଡ଼ିରହିଛି ସ୍ବପ୍ନ ଆଶାରେ
ଦରକାର କି…?
ନିଃସଙ୍କୋଚରେ ଦାନ କରିବି ….।।
©®ସଚ୍ଚିଦାନନ୍ଦ ବେହେରା, ମଠସାହି,କଣ୍ଟିପାଳ, ଆନନ୍ଦପୁର, କେନ୍ଦୁଝର
viagra australia cialis how to get a prescription cheap viagra online india pharmacy viagra mastercard online pharmacy viagra purchase buy
over the counter viagra where to buy
obviously like your web-site but you have to take a look at the spelling
on quite a few of your posts. Several of them are rife
with spelling problems and I in finding it
very bothersome to inform the truth nevertheless I will definitely come
back again.
I believe what you said made a lot of sense. But, what about this?
what if you were to create a killer title? I am not saying your content isn’t good.,
however suppose you added something that makes people desire more?
I mean *ମୁଁ ସଚ୍ଚା ପ୍ରେମିକ–ସଚ୍ଚିଦାନନ୍ଦ ବେହେରା* –
Slf Poets – Suryodaya Literary Foundation is a little boring.
You ought to look at Yahoo’s front page and see how they
create article headlines to get people to open the links.
You might add a video or a picture or two to grab readers interested about what you’ve
written. Just my opinion, it might make your website a little livelier.
Inspiring quest there. What happened after? Take care!
This post is priceless. Where can I find out more?