July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ମୁଁ ସଚ୍ଚା ପ୍ରେମିକ–ସଚ୍ଚିଦାନନ୍ଦ ବେହେରା*

_*ମୁଁ ସଚ୍ଚା ପ୍ରେମିକ*_

ପ୍ରିୟା………..
ତୁମେ ହିଁ ତ ଆସିଥିଲ
ଦୁଃଖ ବେଷ୍ଟିତ ମୋ ହୃଦୟର
କଳା ଧଳା ଜୀବନକୁ
ଟିକେ ରଙ୍ଗର ଆଭାସ ନେଇ..।।
ହଁ ……
ଆଜିବି ମନେ ଅଛି
ତୁମ ସୁନ୍ଦରତା
ମାତ୍ର ତୁମ ରୂପର ନୁହଁ
ତୁମ ହୃଦୟର…।।

ହେଲେ ତାହା ଯେ ମୋ ପାଇଁ
ଅଭିମନ୍ୟୁ ଭଳି ଚକ୍ରବିହ୍ଵ ସାଜିବ
ମୁଁ କେବେ ଜାଣିନଥିଲି…!!
ଯେଉଁ ଚକ୍ରବ୍ୟୁହ ରେ କେବଳ
ମୋର ଯିବା ହିଁ ନ୍ୟସ୍ତ ଥିଲା
ବିନା ଦ୍ୱିଧାରେ…
ବିନା ପ୍ରଶ୍ନରେ…
କିନ୍ତୁ ମୁଁ ମଧ୍ୟ କେବେ ଇଚ୍ଛା କରିନଥିଲି
ଜାଣିବାକୁ ସେ ଚକ୍ରବ୍ୟୁହରୁ
ଫେରିବାର ବାଟ
କାରଣ ମୁଁ ନିଜକୁ ତୁମ ଆଗରେ
ଏକଲବ୍ୟ ଭାବି
ତୁମକୁ ଦ୍ରୋଣାଚାର୍ଯ୍ୟର
ଆଖ୍ୟା ଦେଇସାରିଥିଲି…।।

ଏଇ କଥା……!
ଏଇ କଥାକୁ ନେଇ ମୁଁ କେବେ
ଅଭିମାନ କରିବି ନାହିଁ
କି ଦୂର୍ଯ୍ୟୋଧନ ପାରି
ଅଧିକାର ବି ସାବ୍ୟସ୍ତ କରିବିନାହିଁ
କାରଣ ତୁମେ ହୋଇପାର
ଆମ ପ୍ରେମର ଅଶ୍ଵଥମା
ହେଲେ ମୁଁ କର୍ଣ୍ଣ…!!!!!!
ଯିଏ ମୃତ୍ୟୁ କୋଳରେ ଥାଇପାରେ
କିନ୍ତୁ ;ଅନ୍ୟର ଖୁସି ପାଇଁ
ଦେଇପାରେ ବଳିଦାନ…।।

ତୁମେ ପରୀକ୍ଷା ଚାହଁ..?
ତେବେ ମୁଁ ବି ପ୍ରସ୍ତୁତ…,
କଣ ଆଶା କର…..?
କଣ ବା ଅଛି ମୋ ପାଖରେ
ହଁ ଖାଲି ଏଇ ତୁଚ୍ଛ ଜୀବନଟା
ପଡ଼ିରହିଛି ସ୍ବପ୍ନ ଆଶାରେ
ଦରକାର କି…?
ନିଃସଙ୍କୋଚରେ ଦାନ କରିବି ….।।

©®ସଚ୍ଚିଦାନନ୍ଦ ବେହେରା, ମଠସାହି,କଣ୍ଟିପାଳ, ଆନନ୍ଦପୁର, କେନ୍ଦୁଝର

 367 total views,  3 views today

4 thoughts on “*ମୁଁ ସଚ୍ଚା ପ୍ରେମିକ–ସଚ୍ଚିଦାନନ୍ଦ ବେହେରା*

  1. I believe what you said made a lot of sense. But, what about this?

    what if you were to create a killer title? I am not saying your content isn’t good.,
    however suppose you added something that makes people desire more?
    I mean *ମୁଁ ସଚ୍ଚା ପ୍ରେମିକ–ସଚ୍ଚିଦାନନ୍ଦ ବେହେରା* –
    Slf Poets – Suryodaya Literary Foundation is a little boring.

    You ought to look at Yahoo’s front page and see how they
    create article headlines to get people to open the links.
    You might add a video or a picture or two to grab readers interested about what you’ve
    written. Just my opinion, it might make your website a little livelier.

Leave a Reply

Your email address will not be published. Required fields are marked *