ଆଜିକା କନିଆ ଦେଖା👰
—————————–
ଆଜି ଦେଖ କେଉଁ ନୂଆଁ ଯୁଗ ହେଲା
କନିଆ ଖୋଜିଲେ ନମିଳେ,,,
ଯାହାକୁ ପାଇବ ବୋଲି ଭାବୁଥିବ
ପ୍ରେମିକ ତାର ହଜାରେ ।।।
କେଉଁ ଯୁଗ କଥା କହିବି ବନ୍ଧୁ ହେ
ଯାଉଛି ଟିକେ ପଛକୁ,,,
ଆମ ପିତା ମାତା ସମୟ କାଳରେ
କେତେ ମାନୁଥିଲେ ପ୍ରଥାକୁ ।
ବର ପିଲା ଯାଏ କନିଆ ଘରକୁ
କନିଆ ଦେଖିବା ଲାଗି,,,
ଯଦି ପାଇଯାଏ ମନ ଦୁଇ ଘର
ଲାଗେ ବାହାଘର ଭୋଜି ।।।
ଧର୍ମକୁ ଅନେଇ ସାତ ପୁରୁଷକୁ
ବନ୍ଧୁ ବନ୍ଧା ହେଉଥିଲା,,,
ଅନୀତି ଦୁର୍ନିତି ଲୋକ ହଂସା ହସି
କେବେ ଉପୁଜୁ ନଥିଲା ।।।
ଆଜିତ ଚାଲିଛି ଚତୁର୍ଥ ପିଢିଟି
ଭାରି ଅଜବ ଏ ଜନ,,,
କନିଆ ଦେଖିବା ଯାଇଥିବ କି ନା
ଆସିବ ପ୍ରେମିକ ଫୋନ ।।।
ପ୍ରେମିକ ପ୍ରବର କହିଯାଏ ସିଧା
ସିଏ ମୋ ପ୍ରେମିକା ଭାଈ,,,
ଜମା ଯାଅ ନାହିଁ ଦେଖିବା ପାଇଁକି
ଯଦି ଯାଅ ଦେବି ଧୋଇ ।।।
ମାନିବନି ଯଦି କଥା ତମେ ମୋର
ନାମ ନେବ ସେତେବେଳେ,,,
ବାହା ଘର ଦିନ ତମ କନିଆକୁ
ବୋହି ନେବି ଯେତେବେଳେ ।।।
ଦେଖିବାକୁ କହି ପଠେଇ ଦିଅଇ
ଅନ୍ତରଙ୍ଗ ଥିବା ଦୃଶ୍ୟ,,,
କ୍ଷଣିକେ ବହୂର ଇଜ୍ଜତ ନିଲାମ
ସେଇଠି ପ୍ରସ୍ତାବ ଶେଷ ।।।
ଯିଏ ମାନି ଗଲା ସୁନା ପିଲା ଭାଈ
ନ ମାନେ ଯେ ଡାକେ କିଳା,,,
ସେଇଠୁ ଝଗଡା ହଣା କଟା ପୁଣି
ଭାବ ତ ଆରମ୍ଭ ହେଲା ।।।
ଝିଅ ଦେଖା ନିତି ଆଜି ଏମିତିକା
କେମିତିକା ଦିନ ହେଲା,,,
ପ୍ରଥା ବାହାଘର ହେଲା ନିଅଣ୍ଟିଆ
ପ୍ରେମ ତାକୁ ଖାଇଗଲା ।।।
(ଜୟ ଜଗନ୍ନାଥ)
ଆସ୍ମିଲ୍ କୁମାର✍✍✍
ମାଦଳିଆ,ଦେବଗଡ଼
( ଦିହକୁ ଜମା ନେବ ନି)
Pretty nice post. I just stumbled upon your weblog and wished to mention that I’ve truly loved surfing around your weblog posts. In any case I will be subscribing in your feed and I’m hoping you write once more very soon!|
Very nice post. I certainly love this website. Continue the good work!
Very good, finally grabbed it, support refueling Huawei, the speed and value are really good, I hope Huawei is getting better and better, refueling Huawei
Thin slub cotton is loose and comfortable, I don’t know if it will shrink or not