January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ଆଜିକା କନିଆ ଦେଖା👰 — ଆସ୍ମିଲ୍ କୁମାର

ଆଜିକା କନିଆ ଦେଖା👰
—————————–
ଆଜି ଦେଖ କେଉଁ ନୂଆଁ ଯୁଗ ହେଲା
କନିଆ ଖୋଜିଲେ ନମିଳେ,,,
ଯାହାକୁ ପାଇବ ବୋଲି ଭାବୁଥିବ
ପ୍ରେମିକ ତାର ହଜାରେ ।।।

କେଉଁ ଯୁଗ କଥା କହିବି ବନ୍ଧୁ ହେ
ଯାଉଛି ଟିକେ ପଛକୁ,,,
ଆମ ପିତା ମାତା ସମୟ କାଳରେ
କେତେ ମାନୁଥିଲେ ପ୍ରଥାକୁ ।

ବର ପିଲା ଯାଏ କନିଆ ଘରକୁ
କନିଆ ଦେଖିବା ଲାଗି,,,
ଯଦି ପାଇଯାଏ ମନ ଦୁଇ ଘର
ଲାଗେ ବାହାଘର ଭୋଜି ।।।

ଧର୍ମକୁ ଅନେଇ ସାତ ପୁରୁଷକୁ
ବନ୍ଧୁ ବନ୍ଧା ହେଉଥିଲା,,,
ଅନୀତି ଦୁର୍ନିତି ଲୋକ ହଂସା ହସି
କେବେ ଉପୁଜୁ ନଥିଲା ।।।

ଆଜିତ ଚାଲିଛି ଚତୁର୍ଥ ପିଢିଟି
ଭାରି ଅଜବ ଏ ଜନ,,,
କନିଆ ଦେଖିବା ଯାଇଥିବ କି ନା
ଆସିବ ପ୍ରେମିକ ଫୋନ ।।।

ପ୍ରେମିକ ପ୍ରବର କହିଯାଏ ସିଧା
ସିଏ ମୋ ପ୍ରେମିକା ଭାଈ,,,
ଜମା ଯାଅ ନାହିଁ ଦେଖିବା ପାଇଁକି
ଯଦି ଯାଅ ଦେବି ଧୋଇ ।।।

ମାନିବନି ଯଦି କଥା ତମେ ମୋର
ନାମ ନେବ ସେତେବେଳେ,,,
ବାହା ଘର ଦିନ ତମ କନିଆକୁ
ବୋହି ନେବି ଯେତେବେଳେ ।।।

ଦେଖିବାକୁ କହି ପଠେଇ ଦିଅଇ
ଅନ୍ତରଙ୍ଗ ଥିବା ଦୃଶ୍ୟ,,,
କ୍ଷଣିକେ ବହୂର ଇଜ୍ଜତ ନିଲାମ
ସେଇଠି ପ୍ରସ୍ତାବ ଶେଷ ।।।

ଯିଏ ମାନି ଗଲା ସୁନା ପିଲା ଭାଈ
ନ ମାନେ ଯେ ଡାକେ କିଳା,,,
ସେଇଠୁ ଝଗଡା ହଣା କଟା ପୁଣି
ଭାବ ତ ଆରମ୍ଭ ହେଲା ।।।

ଝିଅ ଦେଖା ନିତି ଆଜି ଏମିତିକା
କେମିତିକା ଦିନ ହେଲା,,,
ପ୍ରଥା ବାହାଘର ହେଲା ନିଅଣ୍ଟିଆ
ପ୍ରେମ ତାକୁ ଖାଇଗଲା ।।।

(ଜୟ ଜଗନ୍ନାଥ)
ଆସ୍ମିଲ୍ କୁମାର✍✍✍
ମାଦଳିଆ,ଦେବଗଡ଼
( ଦିହକୁ ଜମା ନେବ ନି)

 1,127 total views,  2 views today

4 thoughts on “ଆଜିକା କନିଆ ଦେଖା👰 — ଆସ୍ମିଲ୍ କୁମାର

  1. Pretty nice post. I just stumbled upon your weblog and wished to mention that I’ve truly loved surfing around your weblog posts. In any case I will be subscribing in your feed and I’m hoping you write once more very soon!|

Leave a Reply

Your email address will not be published. Required fields are marked *