March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍-ରୀକ୍ଷିରାମ ମେହେର

🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍

ଜନନୀ ଜନମ ମାଟି
ପୃଥିବୀ ମମତା ମୟୀ ମାଁ
ତାହରି ଭୂମି ପୃଷ୍ଟେ ଜନମୀ
ପାଇଲୁ ଆମ ଜୀବନ ରାହା*
ପଞ୍ଚତତ୍ୱରେ ଗଢା ଆମେ
ଆମ ଗଠନ ପାଞ୍ଚତତ୍ୱର ଦାନ
ଧରଣୀ ମାଁ ସେହ୍ନ ପାଇ
ହେଲା ଆମ ଜୀବନ ଧନ୍ୟ*
ଆଜି ଆମେ ଧରଣୀ ମାଁ
କୁ ଅନେକ କରୁ ଅବମାନ
ତାହାରି ଖାଇ ପିଇ
କରୁ ତାକୁ କେତେ ଅପମାନ*
ତାହର ପ୍ରକୁତିକ ସୌଦର୍ଯ୍ୟ
କରୁଛୁ ଆମେ ଛାର ଖାର
ଲଗାଇନୁ କେବେ ଗଛଟିଏ
ହାଣି ଦେଉ ହଜାର ହଜାର*
ଦୂଷିତ କରୁଛୁ ଝରଣା ଜଳ
ପୁଣି ସ୍ରୋତ ନଦୀ ନାଳ
କାଟି କୁଟି ସଫା କରୁଛୁ
ଧରଣୀ ସୁନ୍ଦର ଜଙ୍ଗଲ*
ରାସ୍ତ ଘାଟ ସବୁ ଅଳିଆ
ଫିଙ୍ଗି କରୁ ହୀନ କାର୍ଯ୍ୟ
କେବେ ହେଲେ ବୁଝିନୁ ଆମେ
ଧରଣୀ ର ମହାନ ଉଦେଶ୍ୟ*
ପର୍ବତ ଶିଖରେ ତୀର୍ଥ
ପୁଣି ଯେ ମନ୍ଦିର ମଲଶୋଭା
ଭ୍ରମଣ କରି ଦର୍ଶନ କରି
ଅପରିଷ୍କାର କରି କରୁ ଅରୁପା*
ଯେଉଁ ପଞ୍ଚତତ୍ୱ ଦେଇ
ଜୀବନ ବଞ୍ଚାଇଛି ଧରଣୀ
ତାହାର ଦୁର୍ଦ୍ଦଶା କରୁ ଆମେ
ଦେଖି କାନ୍ଦେ ଧରଣୀ ରାଣୀ*
ଜଗତର ଶ୍ରେଷ୍ଟ ଜୀବ ମଣିଷ
ମିଛରେ ଆମେ ମଣିଷ ବୋଲାଇ
କେମିତି ହେଲୁ ମଣିଷ ଶ୍ରେଷ୍ଟ
ବିବେକ ଟିକେ କରିବକି ଭାଇ*
ଯଦି ଆମେ ଶ୍ରେଷ୍ଟ ଜୀବ ହେବା
ଧରଣୀ ସୁନ୍ଦର ସଜେଇ ରଖିବା
ତାହାଲେ ଯାଇ ଆମେ ଜଗତେ
ମଣିଷ ଶ୍ରେଷ୍ଟ ଜୀବ ବୋଲାଇବା*
ଅସ ଆମେ ଶପଥ ନେବା
ଧରଣୀ ସୌଦର୍ଯ୍ୟ ବଞ୍ଚେଇବା*

✍️ରୀକ୍ଷିରାମ ମେହେର
🏠ସାନପୋଡାଗୁଡା
🇮🇳 କଳାହାଣ୍ଡି
🤳7735946291

Loading

13 thoughts on “🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍-ରୀକ୍ଷିରାମ ମେହେର

  1. It’s truly
    very complicated in this active life to listen news on
    TV, therefore I simply use
    the web for that reason, and get the most up-to-date information.

  2. Greetings!
    This is my first visit to your blog! We are a team of volunteers and
    starting a new
    project in a community in the same
    niche. Your blog provided us beneficial information
    to work on. You have done a wonderful job!

Leave a Reply to more info Cancel reply

Your email address will not be published. Required fields are marked *