February 05, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍-ରୀକ୍ଷିରାମ ମେହେର

🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍

ଜନନୀ ଜନମ ମାଟି
ପୃଥିବୀ ମମତା ମୟୀ ମାଁ
ତାହରି ଭୂମି ପୃଷ୍ଟେ ଜନମୀ
ପାଇଲୁ ଆମ ଜୀବନ ରାହା*
ପଞ୍ଚତତ୍ୱରେ ଗଢା ଆମେ
ଆମ ଗଠନ ପାଞ୍ଚତତ୍ୱର ଦାନ
ଧରଣୀ ମାଁ ସେହ୍ନ ପାଇ
ହେଲା ଆମ ଜୀବନ ଧନ୍ୟ*
ଆଜି ଆମେ ଧରଣୀ ମାଁ
କୁ ଅନେକ କରୁ ଅବମାନ
ତାହାରି ଖାଇ ପିଇ
କରୁ ତାକୁ କେତେ ଅପମାନ*
ତାହର ପ୍ରକୁତିକ ସୌଦର୍ଯ୍ୟ
କରୁଛୁ ଆମେ ଛାର ଖାର
ଲଗାଇନୁ କେବେ ଗଛଟିଏ
ହାଣି ଦେଉ ହଜାର ହଜାର*
ଦୂଷିତ କରୁଛୁ ଝରଣା ଜଳ
ପୁଣି ସ୍ରୋତ ନଦୀ ନାଳ
କାଟି କୁଟି ସଫା କରୁଛୁ
ଧରଣୀ ସୁନ୍ଦର ଜଙ୍ଗଲ*
ରାସ୍ତ ଘାଟ ସବୁ ଅଳିଆ
ଫିଙ୍ଗି କରୁ ହୀନ କାର୍ଯ୍ୟ
କେବେ ହେଲେ ବୁଝିନୁ ଆମେ
ଧରଣୀ ର ମହାନ ଉଦେଶ୍ୟ*
ପର୍ବତ ଶିଖରେ ତୀର୍ଥ
ପୁଣି ଯେ ମନ୍ଦିର ମଲଶୋଭା
ଭ୍ରମଣ କରି ଦର୍ଶନ କରି
ଅପରିଷ୍କାର କରି କରୁ ଅରୁପା*
ଯେଉଁ ପଞ୍ଚତତ୍ୱ ଦେଇ
ଜୀବନ ବଞ୍ଚାଇଛି ଧରଣୀ
ତାହାର ଦୁର୍ଦ୍ଦଶା କରୁ ଆମେ
ଦେଖି କାନ୍ଦେ ଧରଣୀ ରାଣୀ*
ଜଗତର ଶ୍ରେଷ୍ଟ ଜୀବ ମଣିଷ
ମିଛରେ ଆମେ ମଣିଷ ବୋଲାଇ
କେମିତି ହେଲୁ ମଣିଷ ଶ୍ରେଷ୍ଟ
ବିବେକ ଟିକେ କରିବକି ଭାଇ*
ଯଦି ଆମେ ଶ୍ରେଷ୍ଟ ଜୀବ ହେବା
ଧରଣୀ ସୁନ୍ଦର ସଜେଇ ରଖିବା
ତାହାଲେ ଯାଇ ଆମେ ଜଗତେ
ମଣିଷ ଶ୍ରେଷ୍ଟ ଜୀବ ବୋଲାଇବା*
ଅସ ଆମେ ଶପଥ ନେବା
ଧରଣୀ ସୌଦର୍ଯ୍ୟ ବଞ୍ଚେଇବା*

✍️ରୀକ୍ଷିରାମ ମେହେର
🏠ସାନପୋଡାଗୁଡା
🇮🇳 କଳାହାଣ୍ଡି
🤳7735946291

 818 total views,  1 views today

13 thoughts on “🌍ଧରଣୀ ମାଟି ମା କାନ୍ଦୁଛି କୋହ ଭରି🌍-ରୀକ୍ଷିରାମ ମେହେର

  1. It’s truly
    very complicated in this active life to listen news on
    TV, therefore I simply use
    the web for that reason, and get the most up-to-date information.

  2. Greetings!
    This is my first visit to your blog! We are a team of volunteers and
    starting a new
    project in a community in the same
    niche. Your blog provided us beneficial information
    to work on. You have done a wonderful job!

Leave a Reply

Your email address will not be published. Required fields are marked *