December 08, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଅଭିଶପ୍ତ ଅଧ୍ୟାୟ –ଶିବାନନ୍ଦ ବାରିକ

#ଅଭିଶପ୍ତ_ଅଧ୍ୟାୟ
*****************””
ହେ ପ୍ରଚଣ୍ଡ ଜ୍ୟୋତି ରୁଦ୍ର !
ମୋହଭଙ୍ଗରେ ରାବଣ ଆଉ ଜଡରେ କି ଆନନ୍ଦ?
ତୁମେ ମୁକସାକ୍ଷୀ ,
ନନ୍ଦି ବୃଷଭଗଣ ଧରାଶାୟୀ ବେଷ୍ଟନିର ସୁରକ୍ଷା ଦ୍ଵାହିରେ।
ଅଭିଜାତ ପୁରୁଷର ଶ୍ରେଷ୍ଠ ବୋଲାଉଥିବା ସଭ୍ୟତା !!!
ମହମ ଆଲୁଅରେ ମୁକ୍ତିପଥ , ଆହା !
ଫୁଟେଇଚାଲିଛ ଶବ୍ଦବାଣ ଆଶ୍ଵାସନାର ଭଣ୍ଡ ପୂଜାରୀଗଣ!
ସେ ପୁଣି ସୂର୍ଯ୍ୟଙ୍କୁ ,
ଖଦ୍ୟୋତ କିନ୍ତୁ ସ୍ଵୟଂସିଦ୍ଧ ।

ତପସ୍ୟା ଶକ୍ତିରେ ପ୍ରଣମୂର୍ଚ୍ଛା ହୁଅନ୍ତି କି ,
ଲଭିଥାନ୍ତି ବର ମହାମୃତ୍ୟୁଞ୍ଜୟର!!
ପୁନଃ ଜୀବନ୍ୟାସ ବାଞ୍ଛିତ ହୋଇବ କାଳଚକ୍ରରେ।
ସତର୍କରେ ଛିଞ୍ଚି ଦିଅନ୍ତି ବୈପ୍ଲବିକ ମନ୍ତ୍ର!

ଉଠିବେ କଙ୍କାଳ , ଭୟଭେଦି ହାଡ଼ ମାଂସର,
ନିରପେକ୍ଷ ରହିବେ ପାଣ୍ଡବ , କୌରବ ନିଜେ ଶ୍ରୀକୃଷ୍ଣ ।
ଉଠ ଅଭିମନ୍ୟୁ ଦଳ !!!
ପ୍ରତିଷ୍ଠା ଇଚ୍ଛିଚି ଯଦି ବିଜୟର ଗଡ , ଉଠାଅ ପରମାଣୁ,
ଚକ୍ର ଆଉ ଭୂମି କାଟି ଭୁମାରେ ନୋହିବ!

ରକ୍ତ ସାକ୍ଷୀ,
ଫାଟିଛି ଛାତି, ଫାଟିନି ହୃଦୟ!
ଲିଭିଛି ଦୀପ, ଲିଭିନି ଆଲୁଅ!
ଜଳିଛି ଅଙ୍ଗାର , ଜଳିନି ଆକ୍ରୋଶ !
ଗର୍ଜିଛି ବନ୍ଧୁକ, ଗର୍ଜିନି ବିଶ୍ୱାସ।।।

ମାନସ ସରୋବରୁ ଛୁଟାଇଲେ ନାଲିଗଙ୍ଗା!
ତୁମେ ତ ବାଡବାଗ୍ନି ! କେବଳ ସମାଧିସ୍ଥ ଲୌହ କଙ୍କାଳ,
ପୂର୍ଣ୍ଣାହୁତି ଦିଅ ଏବେ ଏହି ମହାଯଜ୍ଞର।
ଆହୁତି ଭିକ୍ଷା ନୁହେଁ ! ଅଧିକାର।
ଅଜ୍ଞ ତୁମ ଆପଣା ଆଶ୍ୱାସିତ ପ୍ରତ୍ୟୟ,
କାରଣ ବିଜୟ ବି ତୁମର , ମୃତ୍ୟୁ ବି ତୁମର।
ଯୋଦ୍ଧା ବୋଲାଇ ନାଲିଟିକା ତିଳକ ଦେବ ଇତିହାସ କପାଳେ !!!

ସମୟର ଆହ୍ବାନ!
ପୂର୍ଣ୍ଣରୁ ଫେଡ଼ ଏବେ ପୂର୍ଣ୍ଣ କୁ ,
ଶୁନ୍ୟରେ ଯୋଡ ଏବେ ଶୂନ୍ୟକୁ।
ହରିନିଅ ଅସଂଖ୍ୟ ଚିରଶାୟିତ ପରାଜିତଙ୍କ କ୍ଷୋଭ ,
ମୁକ୍ତ କର, ସେହି ଅଭିଶପ୍ତ ଅଧ୍ୟାୟରୁ!!!
ମୁକ୍ତ କର, ସେହି ଅଭିଶପ୍ତ ଅଧ୍ୟାୟରୁ!!!

ଧନ୍ୟବାଦ୍
ଶିବାନନ୍ଦ ବାରିକ

Loading

10 thoughts on “ଅଭିଶପ୍ତ ଅଧ୍ୟାୟ –ଶିବାନନ୍ଦ ବାରିକ

  1. I loved as much as you’ll receive carried out right here.
    The sketch is attractive, your authored subject
    matter stylish. nonetheless, you command get got an shakiness over
    that you wish be delivering the following. unwell unquestionably come further formerly again since exactly the same nearly a lot often inside case you shield this increase.

  2. whoah this blog is wonderful i love reading
    your articles. Stay up the great work! You understand, a lot of people are looking around for this info, yyou can help them greatly.

    website

  3. Hi, Neat post. There is a problem along with your site in internet explorer,
    might test this? IE nonetheless is the market chief and a big component of other people will miss your magnificent writing due to this
    problem.

  4. A fascinating discussion is definitely worth comment.

    I do think that you ought to publish more on this topic, it might not be a taboo matter but usually folks don’t speak about such subjects.
    To the next! Best wishes!!

  5. Do you mind iif I quote a few of yourr articles as ling as I
    provide credit and sourcs back to your webpage?
    My blog sitte iis in the exact same niche as yours and my users would definitely benefit from a lot of the information you provide
    here. Please let me know if this alright with you. Thank you!

    homepage

Leave a Reply

Your email address will not be published. Required fields are marked *