March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶକ୍ତି ରୂପେଣ ଶଂସ୍ଥିତା – ବୈଦ୍ୟନାଥ ମହାନ୍ତି*

🙏ଶକ୍ତି ରୁପେଣ ଶଂସ୍ଥିତା🙏

**********************

  ବୈଦ୍ୟନାଥ ମହାନ୍ତି

 

ଶକ୍ତିରୁପା ମାଆ

କିଏ ହେବ ସାହା,

ସନ୍ତାନ ବିନତୀ କରୁଛି,

ଆସ ଅବତରୀ

ଦଶ ଭୁଜା ଧାରି,

ପଲକ ବିଛାଇ ରହିଛି,

ହୃଦୟ ଆସନ

ଖୋଲା ତୋ ପାଇଁ,

ଆଶା ବୋଳା ନେତ୍ରେ

ରହିଛୁ ଚାହିଁ,

ହୃଦୟ ଆସନ

ଖୋଲା ତୋ ପାଇଁ……….(୦)

 

ଯେ କାଳେ ଥରିଲା

ସମଗ୍ର ମେଦିନୀ,

ମହିଶା ଅସୁର ପାପରେ,

ହରି ହର ବ୍ରହ୍ମା

ରହି ନ ପାରିଲେ,

ବିନତୀ କରିଲେ ତୋ ହରେ,

ମାଆ ଯୋଗ ମାୟା

ଦୁର୍ଗା ରୂପରେ,

ଦୂର୍ଗତୀ ନାଶି ଲ ,

ଧରା ଧାମ ରେ ,

ମାଆ ଯୋଗ ମାୟା

ଦୁର୍ଗା ରୂପରେ(୧)

 

ତୋ ରୂପ କୁ ଅବା

କି ଉପମା ଦେବା,

ସ୍ନେହ ମୟି ବର ଦାୟିନୀ,

ଦିଅ ମା ଆଶିଷ

ନ କରି ନିରାଶ,

ମହାମାୟୀ ଦୁଃଖ ହାରିଣୀ

ଘୋଡାଇ ରଖ

ତୋ କୃପା ଅଂଚଳ,

ରଖ ୟେ ନୀରକ୍ଷ

ବୁଡିଲା ବେଳ,

ଘୋଡାଇ ରଖ ତୋ

କୃପା ଅଞ୍ଚଳ(୨

 

ଦୁଷ୍ଟ ସଂହରିଣି

ମା ସିଂହ ବାହିନୀ,

ପୁତ୍ର ଯଦି କରଇ ଦୋଷ

ତୋହ ପରି ମାଆ

ଥାଉ ଥାଉ ଆହା,

ହୋଇବ କି ତାହାରେ ରୋଷ

ଏତିକି ଗୁହାରୀ

ବରଦା ମାଆ,

ଜଗତ ଜନକୁ

ହୋଇଥା ସାହା,

ଏତିକି ଗୁହାରୀ

ବରଦା ମାଆ(୩)

************

ଭକ୍ତି ନୈବେଦ୍ୟ 🕉️

ବୈଦ୍ୟନାଥ ମହାନ୍ତି

 

Loading

15 thoughts on “*ଶକ୍ତି ରୂପେଣ ଶଂସ୍ଥିତା – ବୈଦ୍ୟନାଥ ମହାନ୍ତି*

  1. Your style is unique in comparison to other people I’ve read stuff from. I appreciate you for posting when you have the opportunity, Guess I will just bookmark this blog.

  2. Thanks for ones marvelous posting! I actually enjoyed reading it, you might be a great author. I will make sure to bookmark your blog and definitely will come back at some point. I want to encourage continue your great job, have a nice morning!

Leave a Reply to more info Cancel reply

Your email address will not be published. Required fields are marked *