February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଶକ୍ତି ରୂପେଣ ଶଂସ୍ଥିତା – ବୈଦ୍ୟନାଥ ମହାନ୍ତି*

🙏ଶକ୍ତି ରୁପେଣ ଶଂସ୍ଥିତା🙏

**********************

  ବୈଦ୍ୟନାଥ ମହାନ୍ତି

 

ଶକ୍ତିରୁପା ମାଆ

କିଏ ହେବ ସାହା,

ସନ୍ତାନ ବିନତୀ କରୁଛି,

ଆସ ଅବତରୀ

ଦଶ ଭୁଜା ଧାରି,

ପଲକ ବିଛାଇ ରହିଛି,

ହୃଦୟ ଆସନ

ଖୋଲା ତୋ ପାଇଁ,

ଆଶା ବୋଳା ନେତ୍ରେ

ରହିଛୁ ଚାହିଁ,

ହୃଦୟ ଆସନ

ଖୋଲା ତୋ ପାଇଁ……….(୦)

 

ଯେ କାଳେ ଥରିଲା

ସମଗ୍ର ମେଦିନୀ,

ମହିଶା ଅସୁର ପାପରେ,

ହରି ହର ବ୍ରହ୍ମା

ରହି ନ ପାରିଲେ,

ବିନତୀ କରିଲେ ତୋ ହରେ,

ମାଆ ଯୋଗ ମାୟା

ଦୁର୍ଗା ରୂପରେ,

ଦୂର୍ଗତୀ ନାଶି ଲ ,

ଧରା ଧାମ ରେ ,

ମାଆ ଯୋଗ ମାୟା

ଦୁର୍ଗା ରୂପରେ(୧)

 

ତୋ ରୂପ କୁ ଅବା

କି ଉପମା ଦେବା,

ସ୍ନେହ ମୟି ବର ଦାୟିନୀ,

ଦିଅ ମା ଆଶିଷ

ନ କରି ନିରାଶ,

ମହାମାୟୀ ଦୁଃଖ ହାରିଣୀ

ଘୋଡାଇ ରଖ

ତୋ କୃପା ଅଂଚଳ,

ରଖ ୟେ ନୀରକ୍ଷ

ବୁଡିଲା ବେଳ,

ଘୋଡାଇ ରଖ ତୋ

କୃପା ଅଞ୍ଚଳ(୨

 

ଦୁଷ୍ଟ ସଂହରିଣି

ମା ସିଂହ ବାହିନୀ,

ପୁତ୍ର ଯଦି କରଇ ଦୋଷ

ତୋହ ପରି ମାଆ

ଥାଉ ଥାଉ ଆହା,

ହୋଇବ କି ତାହାରେ ରୋଷ

ଏତିକି ଗୁହାରୀ

ବରଦା ମାଆ,

ଜଗତ ଜନକୁ

ହୋଇଥା ସାହା,

ଏତିକି ଗୁହାରୀ

ବରଦା ମାଆ(୩)

************

ଭକ୍ତି ନୈବେଦ୍ୟ 🕉️

ବୈଦ୍ୟନାଥ ମହାନ୍ତି

 

 547 total views,  1 views today

15 thoughts on “*ଶକ୍ତି ରୂପେଣ ଶଂସ୍ଥିତା – ବୈଦ୍ୟନାଥ ମହାନ୍ତି*

  1. Your style is unique in comparison to other people I’ve read stuff from. I appreciate you for posting when you have the opportunity, Guess I will just bookmark this blog.

  2. Thanks for ones marvelous posting! I actually enjoyed reading it, you might be a great author. I will make sure to bookmark your blog and definitely will come back at some point. I want to encourage continue your great job, have a nice morning!

Leave a Reply

Your email address will not be published. Required fields are marked *