February 22, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ସାହିତ୍ୟ ମାଧ୍ୟମରେ ଅନ୍ତରଙ୍ଗତା — ମମତା ବାରିକ*

🌷ସାହିତ୍ୟ ମାଧ୍ୟମରେ ଅନ୍ତରଙ୍ଗତା🌷

ଝଡାଫୁଲ ପରି ଥିଲା ମୋର ମନ
ଥିଲା କିଛି ଅବଶୋଷ
ଭାବୁ ଭାବୁ ମନେ ହେଲି ମୁଁ ଜାଗ୍ରତ
ସାହିତ୍ୟ ଜଗତେ ଭେଟ।।
ନଥିଲା କଛି ଭିନ୍ନ ପରିଚୟ ମୋର
ନଥିଲେ କେ ଚିହ୍ନାଜଣା
ସାହିତ୍ୟ ଜଗତେ ରଖିଲି ଯେବେ ପାଦ
ହେଲେ ବନ୍ଧୁ ମୋ ବୋହୁତ।।
ଜାଣିଲି ସାହିତ୍ୟ ଜଗତ ମହର୍ତ୍ତ୍ୱ
ପାଇଲି ଶବ୍ଦ ଅନେକ
ଗଢିଲି ମାଳି ଦେଇ ଶବ୍ଦ ଅନେକ
ଲାଗେ ସେ ମତେ ଜୀବନ୍ତ।।
ସାହିତ୍ୟ ପାଲଟିଲା ଜୀବନ ଅଙ୍ଗ
ତା ବିନା ଜୀବନ ବ୍ୟ ଥ
ତା ପଠନେ ଲିଖନେ ମିଳେ ଆନନ୍ଦ
ଜୀବନେ ଭରିଲା ରଙ୍ଗ।।
ଜୀବନେ ଆସିଲା ନୂତନ ମୋଡ
ସାହିତ୍ୟ ର ଏ ମହର୍ତ୍ତ୍ୱ
ସାହିତ୍ୟ ମାଧ୍ୟମରେ ଅନ୍ତରଙ୍ଗତା
ଦେଲା ମତେ ସେ ପୂର୍ଣ୍ଣତା।।
🙏🙏🙏
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର,ପିନ୍-755008।

Loading

3 thoughts on “*ସାହିତ୍ୟ ମାଧ୍ୟମରେ ଅନ୍ତରଙ୍ଗତା — ମମତା ବାରିକ*

  1. My brother suggested I may like this blog. He was once entirely right.
    This submit actually made my day. You cann’t imagine simply how so
    much time I had spent for this information! Thanks!

  2. We stumbled over here from a different page and thought I might as well check things out.
    I like what I see so now i’m following you. Look forward to going over your web page repeatedly.

Leave a Reply

Your email address will not be published. Required fields are marked *