March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କୁମାର ପୁନେଇଁ – ସଂଯୁକ୍ତା ସାହୁ*

              କୁମାର ପୁନେଇଁ

~~~~~~~~

କୁଆଁର ପୁନେଇଁ ଜହ୍ନ ଗୋ ଫୁଲବଉଳବେଣୀ

ଆଶ୍ୱିନ ମାସରେ ନିରୀମଳ ଆକାଶ

ଖିଲି ଖିଲି ହସେ ଜହ୍ନ ଗୋ ଫୁଲବଉଳବେଣୀ ।

କୁଆଁରିମାନଙ୍କ ପରବ ଅଟଇଗୋ ଫୁଲବଉଳବେଣୀ

ଚାନ୍ଦ ପୂଜା କରନ୍ତି ଚଉରାମୂଳରେ

ସୁନ୍ଦର ବର ପାଇବାପାଇଁ ଗୋ ଫୁଲବଉଳବେଣୀ ।

ପ୍ରାତଃ ସ୍ନାହାନ କରି ଖଇ ଆଞ୍ଜୁଳି ଧରି ଫୁଲବଉଳବେଣୀ

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକି ଦେଇ କୁମାରୀ

ମାତା ଗଜଲଷ୍ମୀଙ୍କୁ ମନେ ସୁମରି ଗୋ ଫୁଲବଉଳବେଣୀ ।

ଦିନ ସାରା ଉପବାସ କରି ରୁହନ୍ତି ଗୋ ଫୁଲବଉଳବେଣୀ

ମୁଣ୍ଡରେ କୁଂକୁମ ପାଦରେ ଅଳତା

ନୂଆବସ୍ତ୍ର ପିନ୍ଧି ସଜବାଜ ହୁଅନ୍ତି ଗୋ ଫୁଲବଉଳବେଣୀ ।

ଗୋଧୂଳି ଆଗମନେ ମନ ଉଚ୍ଛନ୍ନ ଗୋ ଫୁଲବଉଳବେଣୀ

ଖଇ ଉଖୁଡା,ନଡ଼ିଆ ,ଧୂପ,ଦୀପ ଦେଇ

ଚଉରାମୂଳେ କରନ୍ତି ପୂଜନ ଗୋ ଫୁଲବଉଳବେଣୀ ।

ଚାନ୍ଦ ଚକଟା ଜହ୍ନକୁ ଅର୍ପଣ କରନ୍ତି ଗୋ ଫୁଲବଉଳବେଣୀ

ସାଙ୍ଗ ସାଥି ମେଳି ହୋଇ କୁମାରୀମାନେ

ପୋଖରିମୂଳେ ଚାନ୍ଦ ବସନ୍ତି ଗୋ ଫୁଲବଉଳବେଣୀ ।

ପୂଜା ସାରି ରାତି ହୁଅନ୍ତି ଉଜାଗର ଗୋ ଫୁଲବଉଳବେଣୀ

କେତେ ଖେଳରେ ମାତିଥାଆନ୍ତି ସେମାନେ

ପାହିଯାଏ ରାତି ପୁଆ ପହର ଗୋ ଫୁଲବଉଳବେଣୀ ।

ଆଦ୍ୟ ଶିଶିରର ଅଳସୀ ଜହ୍ନର ଗୋ ଫୁଲବଉଳବେଣୀ

ନୂଆ ବିବାହିତା ଝିଅଟିର ସରିଯାଏ

ଏଇ କୁମାର ପୂର୍ଣ୍ଣିମା ତା ଜୀବନର ଗୋ ଫୁଲବଉଳବେଣୀ।

କୁଆଁରୀ ମନର ଅଛୁଆଁ ସପନ ଗୋ ଫୁଲବଉଳବେଣୀ

କେତେ ମନେ ଆଶା କରିଥାଏ ସିଏ

ଭାବନାରେ ବାଜେ ଦିଗନ୍ତର ସ୍ଵନ ଗୋ ଫୁଲବଉଳବେଣୀ ।

       ****************

            ସଂଯୁକ୍ତା ସାହୁ 

 

Loading

19 thoughts on “*କୁମାର ପୁନେଇଁ – ସଂଯୁକ୍ତା ସାହୁ*

  1. What’s up i am kavin, its my first time to commenting anyplace, when i read this paragraph i thought
    i could also make comment due to this good post.

    Feel free to visit my page: coupon

  2. Good day! I could have sworn Iíve been to this blog before but after going through a few of the articles I realized itís new to me. Regardless, Iím certainly pleased I discovered it and Iíll be bookmarking it and checking back regularly!

Leave a Reply to check out Cancel reply

Your email address will not be published. Required fields are marked *