February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*କୁମାର ପୁନେଇଁ – ସଂଯୁକ୍ତା ସାହୁ*

              କୁମାର ପୁନେଇଁ

~~~~~~~~

କୁଆଁର ପୁନେଇଁ ଜହ୍ନ ଗୋ ଫୁଲବଉଳବେଣୀ

ଆଶ୍ୱିନ ମାସରେ ନିରୀମଳ ଆକାଶ

ଖିଲି ଖିଲି ହସେ ଜହ୍ନ ଗୋ ଫୁଲବଉଳବେଣୀ ।

କୁଆଁରିମାନଙ୍କ ପରବ ଅଟଇଗୋ ଫୁଲବଉଳବେଣୀ

ଚାନ୍ଦ ପୂଜା କରନ୍ତି ଚଉରାମୂଳରେ

ସୁନ୍ଦର ବର ପାଇବାପାଇଁ ଗୋ ଫୁଲବଉଳବେଣୀ ।

ପ୍ରାତଃ ସ୍ନାହାନ କରି ଖଇ ଆଞ୍ଜୁଳି ଧରି ଫୁଲବଉଳବେଣୀ

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକି ଦେଇ କୁମାରୀ

ମାତା ଗଜଲଷ୍ମୀଙ୍କୁ ମନେ ସୁମରି ଗୋ ଫୁଲବଉଳବେଣୀ ।

ଦିନ ସାରା ଉପବାସ କରି ରୁହନ୍ତି ଗୋ ଫୁଲବଉଳବେଣୀ

ମୁଣ୍ଡରେ କୁଂକୁମ ପାଦରେ ଅଳତା

ନୂଆବସ୍ତ୍ର ପିନ୍ଧି ସଜବାଜ ହୁଅନ୍ତି ଗୋ ଫୁଲବଉଳବେଣୀ ।

ଗୋଧୂଳି ଆଗମନେ ମନ ଉଚ୍ଛନ୍ନ ଗୋ ଫୁଲବଉଳବେଣୀ

ଖଇ ଉଖୁଡା,ନଡ଼ିଆ ,ଧୂପ,ଦୀପ ଦେଇ

ଚଉରାମୂଳେ କରନ୍ତି ପୂଜନ ଗୋ ଫୁଲବଉଳବେଣୀ ।

ଚାନ୍ଦ ଚକଟା ଜହ୍ନକୁ ଅର୍ପଣ କରନ୍ତି ଗୋ ଫୁଲବଉଳବେଣୀ

ସାଙ୍ଗ ସାଥି ମେଳି ହୋଇ କୁମାରୀମାନେ

ପୋଖରିମୂଳେ ଚାନ୍ଦ ବସନ୍ତି ଗୋ ଫୁଲବଉଳବେଣୀ ।

ପୂଜା ସାରି ରାତି ହୁଅନ୍ତି ଉଜାଗର ଗୋ ଫୁଲବଉଳବେଣୀ

କେତେ ଖେଳରେ ମାତିଥାଆନ୍ତି ସେମାନେ

ପାହିଯାଏ ରାତି ପୁଆ ପହର ଗୋ ଫୁଲବଉଳବେଣୀ ।

ଆଦ୍ୟ ଶିଶିରର ଅଳସୀ ଜହ୍ନର ଗୋ ଫୁଲବଉଳବେଣୀ

ନୂଆ ବିବାହିତା ଝିଅଟିର ସରିଯାଏ

ଏଇ କୁମାର ପୂର୍ଣ୍ଣିମା ତା ଜୀବନର ଗୋ ଫୁଲବଉଳବେଣୀ।

କୁଆଁରୀ ମନର ଅଛୁଆଁ ସପନ ଗୋ ଫୁଲବଉଳବେଣୀ

କେତେ ମନେ ଆଶା କରିଥାଏ ସିଏ

ଭାବନାରେ ବାଜେ ଦିଗନ୍ତର ସ୍ଵନ ଗୋ ଫୁଲବଉଳବେଣୀ ।

       ****************

            ସଂଯୁକ୍ତା ସାହୁ 

 

 517 total views,  1 views today

19 thoughts on “*କୁମାର ପୁନେଇଁ – ସଂଯୁକ୍ତା ସାହୁ*

  1. What’s up i am kavin, its my first time to commenting anyplace, when i read this paragraph i thought
    i could also make comment due to this good post.

    Feel free to visit my page: coupon

  2. Good day! I could have sworn Iíve been to this blog before but after going through a few of the articles I realized itís new to me. Regardless, Iím certainly pleased I discovered it and Iíll be bookmarking it and checking back regularly!

Leave a Reply

Your email address will not be published. Required fields are marked *