April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଏବର ରାବଣ — ସୀମାଞ୍ଚଳ ପଣ୍ଡା*

              *** *ଏଵର ରାବଣ* ***

                      **********

                       ସୀମାଞ୍ଚଳ ପଣ୍ଡା

                      ***********

ଆଜିର    ରାଵଣ    ଅତ୍ୟନ୍ତ  ଦାରୁଣ

ମାନଵିକତାର    ଚିର   ଵଇରି,

ଅସହିଷ୍ଣୁ  କୋପୀ   ହିଂସ୍ର  ମହାପାପୀ

ଅତ୍ୟାଚାରୀ ମହାଵିନାଶକାରୀ‌।

 

ସ୍ନେହ   ଶ୍ରଦ୍ଧା   ଭାଵ   ହୁଅଇ  ଅଭାବ

ଦୁଷ୍ଟ  ନଷ୍ଟ  ଭ୍ରଷ୍ଟ  ସ୍ୱଭାଵ ତା’ର,

ହତ୍ୟା    ଧରଷଣ    ଲୁଣ୍ଠନ  ଶୋଷଣ

ଈର୍ଷା   ପରାୟଣ   ଖଳ  ପ୍ରଵର,

କରେ   ଅତ୍ୟାଚାର   ନଥାଏ   ଵିଚାର

ନିଶା କରେ ପେଷା ମନ୍ଦ ଆଚରି,

ଆଜିର    ରାଵଣ     ଅତ୍ୟନ୍ତ  ଦାରୁଣ

ମାନଵିକତାର    ଚିର   ଵଇରି।

 

ମହା   ଅପରାଧୀ   ମାନଵ  ବିରୋଧୀ

ଅମାନଵ   ପଣେ  କରଇ ରାଜ,

କରେ    ଵ୍ୟଭିଚାର    ଅଭଦ୍ର  ଆଚର

ଏଡ଼େ  ଅଲାଜୁକ  ନଥାଏ ଲାଜ!

 

ପୁଣ୍ୟ   ଅଭିନୟ   ପାପେ  ଥାଏ ଲୟ

କୁଟୀଳ    କରମେ   ନିପୁଣ ଅତି,

ମିଠା କଥା କହେ ମଧୁ ଭାଵେ ମୋହେ

ପାପ  ଲାଳସାରେ କରେ ଦୁର୍ନୀତି,

ଲୁଟି  ନିଏ  ଧନ ପାପେ  ତୋଷେ ମନ

ନାଶଇ    ଜୀଵନ    କପଟ  କରି,

ଅସହିଷ୍ଣୁ  କୋପୀ  ହିଂସ୍ର   ମହାପାପୀ

ଅତ୍ୟାଚାରୀ  ମହା ଵିନାଶକାରୀ‌।

 

ଏ ଯୁଗ    ରାଵଣ    ଦୁର୍ଜନ    ଦାରୁଣ

ମହା    ବିପତ୍ତିର     ମହାନାୟକ,

ହରି ପାରେ ସେହି ମାରି  ପାରେ ସେହି

ଵିନାଶ    ପଥର    ଖଳ ନାୟକ।

 

   *******************

              ସୀମାଞ୍ଚଳ ପଣ୍ଡା

 

 

 

 

 

 

 

 

 

Loading

7 thoughts on “*ଏବର ରାବଣ — ସୀମାଞ୍ଚଳ ପଣ୍ଡା*

  1. Hey there! This is my first visit to your blog!We are a collection of volunteers and starting a new project in a community in the sameniche. Your blog provided us beneficial information to workon. You have done a marvellous job!

Leave a Reply

Your email address will not be published. Required fields are marked *