November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ସମୁଦ୍ର କାନ୍ଦୁଛି–ସରୋଜ କୁମାର ସାହୁ*

 

ଶୀର୍ଷକ:-ସମୁଦ୍ର କାନ୍ଦୁଛି

ପ୍ରକମ୍ପିତ ଆଜି ଗଗନ ପବନ
ପ୍ରକୃତି ସହୁଛି ଅନେକ ଦୁଃଖ
ମଣିଷ ସ୍ୱାର୍ଥର କୁଠାର ଘାତରେ
ଅନ୍ତରୁ କାନ୍ଦୁଛି ସମୁଦ୍ର ଦେଖ ।।

ପର୍ଯ୍ୟାବରଣଟି ସନ୍ତୁଳିତ ନୁହେଁ
ହିମାଳୟ ହିମ ତରଳି ଯାଏ
ସମୁଦ୍ର କୂଳର ଝାଉଁ ବଣ ଆଉ
ହେନ୍ତାଳ ବଣବି ଅଦୃଶ୍ୟ ପ୍ରାୟେ ।।

ଜନସଂଖ୍ୟା ବଢେ ହୁତୁହୁତୁ ହୋଇ
ଆବର୍ଜନା ଯାଏ ସମୁଦ୍ର ଗର୍ଭେ
ସମୁଦ୍ରର ପ୍ରାଣ ସାମୁଦ୍ରିକ ଜୀବ
ମଣିଷ ସ୍ୱାର୍ଥରେ ଆହତ ସର୍ବେ ।।

ଜାହାଜ କାରଣୁ ଦହନ ହେଉଛି
ଆତତାୟୀ ହୁଏ ନିତ୍ୟ ଲମ୍ପଟ
ଫେରାଇବା ଗୁଣ ଆଜିବି ରଖିଛି
ତଥାପି ମଣିଷ କରେ କପଟ ।।

ସମୁଦ୍ର ଜୁଆର ବେଲର ଖୋଳପା
ହୃଦୟ ତାହାର ଅତି ନରମ
ହେ ଜ୍ଞାନୀ ମଣିଷ ଦୟାଭାବ ରଖି
ସମୁଦ୍ର କାନ୍ଦୁଛି ବୁଝ ମରମ ।।

ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା

 725 total views,  1 views today

3 thoughts on “*ସମୁଦ୍ର କାନ୍ଦୁଛି–ସରୋଜ କୁମାର ସାହୁ*

  1. I actually enjoy your website.. Incredibly good shades & concept. Did you Make This website by yourself? You should reply back again as I’m hoping to produce my very own site and want to know in which you obtained this from or precisely what the concept is named. Thanks!

Leave a Reply

Your email address will not be published. Required fields are marked *