April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2021
14

*Where Never Ever Burn Hopes–Dr. Manas Ranjan Panda*

Where Never Ever Burn Hopes… —————————————- Here where life blue fairy And smiles the Moon Here I will be filling two palms With the glowing Moonbeam. On this green Earth Where drizzle and showers, Laughter of giggling blossoms And glittering springs, Here

Loading

Dec
2021
9

*ଶୀତର ଗୀତ – ନଳିନୀ ପ୍ରଭା ମିଶ୍ର*

ଶୀତର ଗୀତ ନଳିନୀ ପ୍ରଭା ମିଶ୍ର *************** ଶୀତ ପଲ୍ଲୀ ମାଳେ ସୋରିଷ ଫୁଲର ଆଉଟା ସୁନାର ଛଟା ଶୀତ ବାରି ଦେହେ ରଞ୍ଜାରେ ରଞ୍ଜାରେ ଶିମ୍ବ ର ଲୋଟଣି ଲଟା। ଶୀତ ଡାଲିଆର ଲନ୍ ଭର୍ତ୍ତି ଶୋଭା ପରଜାପତି ର ଠାଣି ଶୀତ ଛନ ଛନ କବିର ମନରେ ଭାବୁକ ତା ଦିଏ ଆଣି। ଶୀତ ନୂଆଁ

Loading

Dec
2021
9

*ପ୍ରୀତି ଫୁଲ ଟିଏ – ମନୋଜ କୁମାର ଦାସ*

ପ୍ରୀତି ଫୁଲଟିଏ      ମନୋଜ କୁମାର ଦାସ *****†****†****†**** ତୁମେ ଯାହା ଭାବୁଛ ବିଲକୁଲ ସେଇଆ ନୁହେଁ କେବଳ ପ୍ରୀତି ଫୁଲଟିଏ l   ମୁଁ ନୁହେଁ ସୁବାସିତ ଫୁଲ ଚମ୍ପା, କେତକୀ, ରଜନୀଗନ୍ଧା କାହିଁକି କେଜାଣି ପଡିଛି ପ୍ରେମ ବନ୍ଧନରେ ବନ୍ଧା l   ମୁଁ ନୁହେଁ ସୁନ୍ଦରୀ ରମଣୀ ମେନେକା, ରମ୍ଭା, ଉର୍ବଶୀ କାହିଁକି

Loading

Dec
2021
9

*ଜୀବନ ସାଥି – ପ୍ରସନ୍ନ କୁମାର ମେହେର*

ଜୀବନ ସାଥି *********************    ପ୍ରସନ୍ନ କୁମାର ମେହେର   ମନର ମାନସୀ ପ୍ରୀତିର ପ୍ରେୟସୀ ଆହେ ମୋର ପ୍ରିୟତମା ସପନ ରୂପସୀ ସରଗ ଉର୍ବସୀ ପ୍ରଣୟର ଅନୁପମା । ଷୋଳଟି ଫଗୁଣ ଚୋରା ଚଇତିର ପ୍ରୀତି ର ଅଭିସାରିକା ମୃଦୁ ମଳୟ ର ଶୀତଳ ସମୀର ମୋ ସପନର ନାୟିକା । ମୋ ଆଖିରେତୁହିତୋଆଖିରେମୁହି ହୃଦ କଥା

Loading

Dec
2021
8

*ହେ ବନ୍ଧୁ ମୁଁ ଅଳ୍ପାୟୁ – ନିତ୍ୟାନନ୍ଦ ସିଂହ *

ହେ ବନ୍ଧୁ ମୁଁ ଅଳ୍ପାୟୁ ~~~~~~~~~~ ମୁଁ ଅଳ୍ପାୟୁ ନର ଲାଗେ ଭାରି ଡର ଅଦିନରେ ଯିବି ମରି ,, ସେଥି ପାଇଁ ବନ୍ଧୁ ସମସ୍ତଙ୍କ ସହ ବାନ୍ଧେ ସ୍ନେହ ପ୍ରେମ ଡୋରି …….।।   କିଏ ଜାଣେ ବନ୍ଧୁ ଆଗାମୀ କାଲିକୁ ଥିବି କି ନ ଥିବି ମୁହିଁ ,, ଦିନମଣି ମୋର କାଲିର ପ୍ରଭାତେ ଉଇଁବ

Loading

Dec
2021
8

*ମହାବାହୁ – ଜଗଦୀଶ ଶତପଥୀ*

ମହାବାହୁ। ଜଗଦୀଶ ଶତପଥୀ। *************** ତୁମପରି ବଂଧୁ ଥାଉଁ ଥାଉଁ ଦିଶୁନାହିଁ କିଛି ମୋତେ ଆଉ। ତୁମେ ହିଁ ଆକାଶ , ତୁମେ ହିଁ ପ୍ରକାଶ ତୁମେ ହିଁ ତ ପ୍ରଭୁ ସର୍ଵବାହୁ, ମହାବାହୁ,ହେ ମହାବାହୁ। ତୁମପରି ବଂଧୁ ଥାଉଁ ଥାଉଁ, ପଚାରନି ମୋତେ କିଛି ଆଉ। ଜୀବନ ଜଳୁଛି ଜଉଘର ପରି। କେମିତି ଲିଭିବ କୁହ ଆଉ,

Loading

Dec
2021
3

*ଭସାମେଘ–ମୁକ୍ତିରାଣୀ ଦେବତା*

*ଭସାମେଘ* (କବିତା)🌻🌹🌼 (୧) ଦୂର ଆକାଶର ଭସାମେଘ ତୁ ଲୋ ବରଷିଗଲୁ ମୋ ଜୀବନେ ଆସି ହୃଦୟ ରାଇଜେ ଘରଟେ ତୋଳିଲୁ ମନ ପୁରିଗଲେ ଯାଉରେ ଋଷି ।। (୨) ଅଦିନ ମେଘ ତୁ ପିପାସୀ ମାଟି ମୁଁ ଝରି ତୁ ଯାଆଲୋ ସରଗ ପରୀ ତୋ ପ୍ରେମ ସ୍ପର୍ଶରେ ପାଇବି ଜୀବନ ତୁମ ବିନା ସାଥୀ ଯିବି

Loading

Dec
2021
3

*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*

“ଭସା ମେଘ” *************** ପ୍ରକୃତି ଅଙ୍ଗନେ ଦୃଶ୍ୟ ଘନକାଳ ଦୂରାଇ ରୌଦ୍ର ପ୍ରଚଣ୍ଡ। ବ୍ୟାପ୍ତ ନୀଳାମ୍ବର ଅଙ୍ଗେ ଘନକୃଷ୍ଣ ଭାସମାନ ମେଘଖଣ୍ଡ।। ସୃଜିଦିଏ ସପ୍ତବର୍ଣ୍ଣି ଶକ୍ରଚାପ ରମଣୀୟ ରଙ୍ଗଖେଳେ। ସଞ୍ଚରିଯାଏ ମାଟିରେ ମହକ ବର୍ଷିତ ଜଳପାତରେ।। ଘନ ଆସ୍ତରଣେ ଭସା ଭସା ମେଘ ଘଡଘଡିର ବାଇଦ। ମୁହୂର୍ତ୍ତରେ ତୋଳେ ପ୍ରଳୟ ତାଣ୍ଡବ ସୂରୁଜ ଗଣେ ପ୍ରମାଦ।। ହୃଦୟ ଆକାଶେ

Loading

Dec
2021
3

*ଭସା ମେଘ–ନିତ୍ୟାନନ୍ଦ ସିଂହ*

ଭସା ମେଘ ~~~~~~~~ ଈଶ୍ୱରଙ୍କ ଦାନ ଅଟଇ ମହାନ ଧନ୍ୟବାଦ ହେ ବିଧାତା ,, ପ୍ରକୃତି କୁ କେତେ ସୁନ୍ଦରେ ରଚିଲ ତୁମ୍ଭ ପୟେ ମୋର ମଥା ……..।। କି ସୁନ୍ଦର ଦିସେ ମହା ଶୂନ୍ୟ ବ୍ୟୋମ ଭସା ମେଘ ଯେବେ ଭାସେ ,, ମନରେ ଉଦାସ ରୁହେନାହିଁ ଜମା ଭସା ମେଘ ଦେଖି ହସେ ………..।। ମନ

Loading

Dec
2021
3

*ଭସାମେଘ–ଜାନକୀ ମହାନ୍ତ*

**ଭସାମେଘ** ।।ଜାନକୀ ମହାନ୍ତ।। ନୀଳ ଅମ୍ବରର ଭସାମେଘ ମୋର ଶୁଭ୍ରକାନ୍ତି ସ୍ୱଳ୍ପାୟୁଷ ଯିବୁ ଭାସିଭାସି ଗୋଲାପ ଯେ ହସି ପ୍ରିୟକୁ ଦେବୁ ସନ୍ଦେଶ । ଆହେଭସାମେଘ ଅମୂଲ୍ୟଅମୋଘ ତୋଆଗମନେକାନନେ ପାଦପ ପଲ୍ଲବ ତରୁଲତା ଦୁବ ପଶୁପକ୍ଷୀ ନାଚେ ବନେ, ତୋତେଦେଖି ଶିଖି ନାଚେପୁଚ୍ଛଟେକି ହୋଇ ପୁଲକିତ ମନେ ଚାଷୀଭାଇ ପ୍ରୀତେ ଧାଏଁ ଶସ୍ୟକ୍ଷେତେ ପାଇଁ ଯେ’ ବୀଜବପନେ। ସୀମାରୁ

Loading

Dec
2021
3

*ଭସା ମେଘ–ଅଞ୍ଜଳି ଗିରି*

ଭସା ମେଘ ରାଗ : ରସକୁଲ୍ୟା —————————— ମେଦୁର ମୁଦିର କୁଜ୍ଝଟି କାୟା, ମେଚକ ବଳକ୍ଷ କୁହେଳି ମାୟା, ମାରୁତ ସଙ୍ଗତେ ନୀଳ ଗଗନେ, ମୁରୁଜ ଆଙ୍କିଣ ଉଡଇ ଘନେ ..ସେ ମୋହିତ କରଇ ସର୍ବେ..ହେ ମଞ୍ଜୁଳ ବଦନ ମୃଦୁଳ ଶୋଭନ ମୃଷା ଆଶା ଦେଇ ଭବେ .. ହେ ।। ମଦିର ଅଧିର ଶୀକର ହୀନ ମତ୍ତ

Loading