March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Sep
2021
30

*ଶରତ ଆସିଛି–ପ୍ରିୟଦର୍ଶିନୀ ମହାପାତ୍ର*

ଶରତ ଆସିଛି ~~~~~◆~~~~~ ଶୁଭ୍ର କାଶତଣ୍ଡିର ସମ୍ଭାରରେ ଦେଖ ଶରତ ଆସିଛି କାଚକେନ୍ଦୁ ପାଣିରେ ନୀଳକଇଁ ଫୁଟି କିପରି ହସୁଛି । ଅମ୍ବର କୋଳରେ ରୂପାଜହ୍ନ ବୁନ୍ଦା ବୁନ୍ଦା ଶିଶିର ତୋପାରେ ପଠାଉଛି କୈରବ ପାଖକୁ ପ୍ରୀତି ଉପହାର, କମଳ ପାନ କରୁଛି କି ଆନନ୍ଦେ ଅମୃତୋପମ ସପ୍ତରଙ୍ଗୀ କିରଣ ଯାହା ସିଞ୍ଚନ କରନ୍ତି ଦିବାକର । ଶିଆଳି

Loading

Sep
2021
29

*ଇଏ କି ସଂଯୋଗ–ପ୍ରିୟଦର୍ଶିନୀ ମହାପାତ୍ର*

ଇଏ କି ସଂଯୋଗ *************** ଆଶଙ୍କାର ଆସକ୍ତି ମୋର ବଦଳିଗଲା ଆଶାର ଲହରୀରେ ମୋହ ସବୁ ପାଲଟିଗଲା ମହାନତା । ଅଶ୍ରୁବିନ୍ଦୁକୁ ମୁଁ ଆଜି ମୁକ୍ତା ତୁଲ୍ୟ ସାଉଁଟୁଛି ତୁମ ପାଦ ଧୌତ କରିବା ସକାଶେ, ହାର୍ ମାନିଲେ ମୋର ସବୁ ଅନୁଭବ ଓ ଅନୁଭୂତି ସେଇ ନିଷ୍କଳଙ୍କ ଚରିତ୍ରର ପ୍ରକାଶରେ, ସତେକି ପ୍ରଭାକରଙ୍କ କିରଣରେ ପ୍ରତିଭାତ ହେଲା

Loading

Sep
2021
29

*ସମୟ – ସୀମାଞ୍ଚଳ ପଣ୍ଡା*

********** *ସମୟ* **********                    *******    ସୀମାଞ୍ଚଳ ପଣ୍ଡା *********** ମୋଠାରେ ମୋହର ନାହିଁ ଅଧିକାର ନପାରେ ଅଟକି ନହୁଏ ଥୟ, ଅବିଶ୍ରାନ୍ତ   କର୍ମ    ସଂସାରର   ଧର୍ମ ସର୍ଵଦା  ସଚଳ ମୁହିଁ ସମୟ। ଅଵିରାମ   ଗତି   ଅଛି ମୋ   ଶକତି ନିରନ୍ତରକର୍ମ ମୋହର ଦୀକ୍ଷା,

Loading

Sep
2021
28

*ଅ ସମାହିତ – ପ୍ରସନ୍ନ କୁମାର ସାହୁ*

ଅ ସମାହିତ,,,,,,,,,,,,, ପ୍ରସନ୍ନ କୁମାର ସାହୁ ****************************** ପ୍ରଶ୍ନ ଟିଏ ମୋର ମନରେ ରହିଛି ଅ ସମାହିତ ରୂପର, ବିଜ୍ଞ ଜନ କେହି ଆଗେଇ ଆସନ୍ତୁ ଉତ୍ତର ଦେବେ ଏହାର। ଉପସ୍ଥିତି ବୃଦ୍ଧ ଆଶ୍ରମ ଭାରତର ପୁଣି ପିତୃ ଶ୍ରାଦ୍ଧ ଏଠି, ଦୁଇଟି ହେଉଛି ବିକଳ୍ପ ବ୍ୟବସ୍ଥା ପରସ୍ପର ଭେଟା ଭେଟି। ଛାଡି ଦେଉ ବୃଦ୍ଧ ପିତାମାତା ଙ୍କୁ

Loading

Sep
2021
26

*ଆକର୍ଷଣ–ଅନୁପମା ଦାସ*

ଆକର୍ଷଣ ********** ବେଗିନୀ ନଦୀର ହୋଇ ସରୁ ଏକ ଧାର ସମୁଦ୍ରେ ମିଶିବା ଲାଗି ଥିଲି ଖରତର ନିରାକାର ଢାଳିଦେଲ ଅପୂର୍ବ ସୌରଭ ସମ୍ମାହିତେ ଲଭିଅଛି ପରମ ଗୌରବ । ହେ କୃଷ୍ଣ ତୁମରି ରସେ ତୃଷ୍ଣା ଅଛି ଲିଭି ପଦେ କଥା, ଟିକେ ହସ, ସ୍ପର୍ଶଟିଏ ଲଭି ପ୍ରାଣ ସାଥେ ପ୍ରାଣର ଏ ଅପୂର୍ବ ମିଳନ ମୋ

Loading

Sep
2021
24

*ପାହାନ୍ତି ସପନ–ସୁବାସ ଚନ୍ଦ୍ର ସାହୁ*

* * ପାହାନ୍ତି ସପନ * * *************************** ପାହାନ୍ତି ରାତିର ପାହାନ୍ତି ସପନ ପ୍ରିୟାର ପଣତ ତଳେ ହଜି ମୁଁ ଯାଇଛି ପ୍ରେମର ନିଶାରେ ମତୁଆଲା ପ୍ରୀତି କୋଳେ । ତୁମ ବକ୍ଷ ତଳେ ମୁହଁକୁ ଲୁଚାଇ ନିରବେ ଖୋଜୁଛି ପ୍ରୀତି ବେହୋସ ଆଜି ମୁଁ ମାତାଲ ପ୍ରେମିକ ଜାଳି ଦିଅ ପ୍ରେମ ଜ୍ୟୋତି । ପ୍ରେମର

Loading

Sep
2021
24

*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*

ପାହାନ୍ତି ସପନ _____________ ଶେଷ ଶ୍ରାବଣର ଭିଜା ବରଷାରେ ଭିଜିବାକୁ କଥା ଥିଲା। ଜହ୍ନ ରାଇଜରେ ଜୋଛନା ଜୁଆରେ ହଜିବାକୁ କଥା ଥିଲା । ।୧। ସୁନେଲି ସଞ୍ଜରେ ସାଗର ବେଳାରେ ତୋଳିବାକୁ ବାଲି ଘର । କଥା ଥିଲା ପ୍ରିୟା ପରଷି ଦେବାକୁ ପ୍ରୀତିର ପୀୟୁଷ ଝର । ।୨। ସ୍ଵପ୍ନାବତି ସାଜି ନୀଳ ଦରିଆରେ ସୁଖର

Loading

Sep
2021
24

*ପାହାନ୍ତି ସପନ–କଣ୍ଡୁରୀ ଚରଣ ନାୟକ*

। ପାହାନ୍ତି ସପନ ମିଳନ ଆମର ପାହାନ୍ତି ସପନ। ସତ୍ଯ ନିଶ୍ଚିତ ହୋଇବ ହୃଦୟ କନ୍ଦରେ ସ୍ଥାନ ଦେଇଅଛି ହୃଦୟ ଚିରି ପଢିବ । ମନ ଉପବନେ ସାଇତି ରଖିଛି ତୁମ ଅଭୁଲା ସ୍ମୃତିକୁ ଦେଖୁଛି ସପନ ରାତ୍ରି ପାହାନ୍ତାରେ ଆମ୍ଭେ ନୀଡ ରଚିବାକୁ। କପୋତ କପୋତି ଆମ୍ଭେ ବେନିଜନ ବସିଥିବା ଏକାଡାଳେ କୂଜନ ଆମର ଭାଷି ଆସୁଥିବ

Loading

Sep
2021
24

*ଆହତ ଅତୀତ–ବସନ୍ତ ବେହେରା*

ଆହତ ଅତୀତ ସିରିସିରି ପବନରେ କିଏ ଜଣେ ଅଶରୀରୀ ପରି ପଶିଆସେ ନିରୋଳାରେ ଚୁପ୍ ଚାପ୍ ପାଦ ଚିପିଚିପି ସାମ୍ନାରେ ମୋ ଠିଆହୁଏ ବାସ୍ନାଭିଜା ଗୋଲାପଟେ ଧରି ମୁରୁକି ହସରୁ ତା’ର ଝରୁଥାଏ ଜ୍ୟୋତ୍ସ୍ନା ଝିପିଝିପି! ‘କେମିତି ଆସିଲ?’ ପଚାରେ ମୁଁ ‘ଅଚାନକ ଏତେ ଦିନ ପରେ!’ ପଲକକୁ ଅଧା ଖୋଲି ଆଉ ଅଧା ଥାଇ ତନ୍ଦ୍ରାହତ ‘ମୁଁ

Loading

Sep
2021
24

*ପାହାନ୍ତି ସପନ–ସରୋଜ କୁମାର ସାହୁ(ଝାରସୁଗୁଡା)*

  ପାହାନ୍ତି ସପନ ଦେଖିଛି ନୟନ ପାହାନ୍ତି ସପନ ସତ ହୋଇପାରେ ଦିନେ, ବିଶ୍ଵଗୁରୁ ହୋଇ ଏ ଭାରତ ଦେଶ ରହିଛି ପ୍ରଥମ ସ୍ଥାନେ ।। ବିଜ୍ଞାନ କ୍ଷେତ୍ରରେ ରହିଛି ଆଗରେ ଇତିହାସେ ଶ୍ରେଷ୍ଠ ପଦ, ଭୌଗଳିକ ସତ୍ତା ଫେରି ପାଇଅଛି ହଟିଛି ସବୁ ବିପଦ ।। ମାତୃରୂପୀ ସେହି ନାରୀ ନାରାୟଣୀ ପାଉଛି ସମ୍ମାନ କେତେ, ଶୃଙ୍ଖଳିତ

Loading

Sep
2021
24

*ପାହାନ୍ତି ସପନ–ଚୁମ୍କି ଦାଶ*

ପାହାନ୍ତି ସପନ *********** ପାହାନ୍ତି ସପନ ଆକାଶ କୁସୁମ ନୁହଁଇ ସେ ବାସ୍ତବତା, ନିଶି ପାହି ପୁଣି ନିଦ୍ରା ସରିଯାଏ ସ୍ବପ୍ନ କୁହେ କେତେ କଥା।୧। କଳ୍ପନା ଭାବନା କରେ ଆନ ମନା ସ୍ମୃତି କୁ ଖୋଜଇ ଆଖି, ସ୍ଵପ୍ନରେ କୋଣାର୍କ କେବେ ଭଗ୍ନ ସ୍ତୁପ ପାହାନ୍ତି ସ୍ବପ୍ନ ଲୋ ସଖୀ।୨। ଆଖି ଖୋଲି ଦେଲେ ମିଛ ସବୁ

Loading

Sep
2021
24

*ପାହାନ୍ତି ସପନ–ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର*

# ପାହାନ୍ତି ସପନ**** *************** ଦିବା ସପନ ର, କାହାଣୀ ଅଧୁରା ପାହାନ୍ତି ସପନ ସତ ଜ୍ଞାନୀ, ଗୁଣୀ ଜନ, କହି ଯାଇଛନ୍ତି ଏଥିରେ ନାହିଁ ଦ୍ଵିମତ ।। ପ୍ରସନ୍ନ ଚିତ୍ତ ମୋ, ତନ୍ଦ୍ରା ଭିଜା ଆଖି ମୋହିନୀ ବଇଁଶୀ ସୂର ରକ୍ତଜବା ଓଷ୍ଠ, ସମ୍ମୋହନ କାନ୍ତି ଉଭା ସତେ ମାୟାଧର ।। ଆତ୍ମାର ମିଳନ,ଅପୂର୍ବ ସଂଯୋଗ ପାଇଛି

Loading

Sep
2021
24

*ପାହାନ୍ତି ସପନ- ଚୁନିଲ କୁମାର ଗଙ୍ଗ ଦେଵ*

ପାହାନ୍ତି ସପନ ■■■■■■■■◆■■■■■■■■ ପାହାନ୍ତି ସପନ ଦେଇ ଯାଏ ମନେ କେତେ ନୂଆ ଅଭିଳାଷ ସ୍ୱପ୍ନ ଯଦି ମୋର ସତ ହୁଏ କେବେ ରହିବନି ଅବଶୋଷ ।। ଅସୁମାରୀ ଆଶା ଏ ମନ ଭିତରେ ରହିଛି ଅନେକ ଦିନୁ ପାହାନ୍ତି ସପନେ ଦେଖିଥିବା ଦୃଶ୍ୟ ଲିଭେ ନାହିଁ ମୋର ମନୁ ।। ଇଚ୍ଛା ମୋର ସବୁ ଏ ଛାତି

Loading