October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*
Jun
2021
30

*ପାଲଟା ଜବାବ – ସ୍ରୋତସ୍ବିନୀ ପରିଡା*

//ପାଲଟା ଜବାବ//   ସ୍ରୋତସ୍ବିନୀ ପରିଡା   *************************   ପାଲଟା ଜବାବ ଦେବାପାଇଁ ମୋର ନା ଥିଲା ଇଚ୍ଛା ନା ସାହାସ! କେବଳ ସେଇ ପରିସ୍ଥିତି ଆଉ ଅସହ୍ୟ ଆଚରଣ ମତେ କରେଦେଲା କ୍ଷୁବ୍ଧ ଆଜି ବି ସେ ଅତୀତ କରେ କଣ୍ଠରୁଦ୍ଧ। ଲୁହ ଢାଳି କେତେ ଧୋଇ ଦେଇଛି ସେ ଦୋଷ ସବୁକୁ, ତଥାପି କିଛି

 221 total views,  2 views today

Jun
2021
30

ଯାଆରେ ଭାସି ଯାଆ – ଜାନକୀ ମହାନ୍ତ

ଯାଆରେ ଭାସି ଯାଆ  -ଜାନକୀ ମହାନ୍ତ   ——————————————————- ଯା’ରେ ଭାସି ଯା’ ମୋ କାଗଜ ଡ଼ଙ୍ଗା ଯା’ ଭାସି ଭାସି ତୁହି ଯାଆ, ସାତୋଟି ସମୁଦ୍ର ତେର ନଈ ପାରି ହୋଇ ତୁହି ଭାସି ଯାଆ ।।   ମୋର ପ୍ରିୟ ସାଥି ପାଖେ ଯିବୁ ତୁହି କହିବୁ ଧୀରେ ତା’କାନେ, ମୋ ନାଲି ଗୋଲାପ ଚିଠି

 397 total views,  2 views today

Jun
2021
30

*ନିଦ ତୁ ନିଭୃତ ପକ୍ଷୀ – ନୀହାରିକା ପଣ୍ଡା*

ନିଦ ତୁ ନିଭୃତ ପକ୍ଷୀ   ନୀହାରିକା ପଣ୍ଡା    ——————————————–   ନାହିଁ ତୋ ଠିକଣା ନାହିଁ ତୋର ଡେଣା, ସପନ ସମ୍ପୂଟ ତୋ ସ୍ମୃତି ଅଗଣା, ବସା ସିନା ବେନି ଆଖି…. ନିଦ ତୁ ନିଭୃତ ପକ୍ଷୀ। ସୁଖସ୍ୱପ୍ନ ତୋର ନୁହେଁ ଚିରଦିନ, ନିଶା ଅନ୍ଧକାର ତୋ ଓଠ ଚୁମ୍ବନ, ସପନେ କାହାଣୀ ଲେଖି…. ନିଦ

 202 total views,  2 views today

Jun
2021
29

*ମାଆ – ବନଲତା ଜାଲି *

ମାଆ    ବନଲତା ଜାଲି  ***************************** ମା’ସ୍ନେହ ଚିରସ୍ରୋତା ଧାର ଝରୁଥାଏ ନିରନ୍ତର ମା’ପରା ଜୀବନ୍ତ ମୂରତୀ ସର୍ବଂସହା ସେ ଧରିତ୍ରୀ ରାଗି ବାନ୍ଧେ ଲୁଚି କାନ୍ଦେ ମିଛେ ନିନ୍ଦେ କୋଳେ ଛନ୍ଦେ ଶୂଭ ମନାସିଣ ନିତି ।।   କାନି ତା’ଶାନ୍ତିର ପସରା ଝାଡିଦିଏ ଦୁଃଖ ପରା ଜାଣଇ ଅନ୍ତର ବେଦନା ବୁଝେ ଛୁଆ ମନ ସିନା

 44 total views

Jun
2021
29

*ସଂନ୍ଧ୍ୟା ତାରା – ସ୍ରୋତସ୍ବିନୀ ପରିଡା*

✨ସଂନ୍ଧ୍ୟା ତାରା ✨   ସ୍ରୋତସ୍ବିନୀ ପରିଡା ****************************   ଦୂର ଆକାଶରେ ସଂନ୍ଧ୍ୟା ତାରା ମିଞ୍ଜି ମିଞ୍ଜି ଆଲୁଅର ବତୀ ଜାଳୁଛି କହୁଛି ଏ ଅନ୍ଧାର ବହୁତ ଗାଢ଼ ଚତୁର୍ଦ୍ଦିଗ କାଳିମା ପୂର୍ଣ୍ଣ ତଥାପି ସେ ହସୁଛି ଥିରି ଥିରି ଓଠଚାପି ମନରେ ତିଳେ ଦୁଃଖ ନାହିଁ। ସେ ଜାଣିଛି ଏ ସଞ୍ଜକୁ ପରଖି ପାରିଛି ଏ

 55 total views

Jun
2021
28

*ପାଇକ ବଧୂ ର ଆବେଗ– ଓମ୍ ମିଶ୍ର*

*ପାଇକ ବଧୂ ର ଆବେଗ* *_________________* ଆବେଗର ଅକାତ ପାଣି ଏଠି, ଯେଉଁଠି ପାଇକ ବଧୂ ର ଅଣ୍ଟାଏ ଯାଏଁ ବେଦନାର ଲହଡ଼ି, ଯେଉଁଠି ପୁଣି ଦମ୍ଭ ଓ ଧର୍ଯ୍ୟର ସଂଘର୍ଷ। ଯେଉଁଠି ପୁଣି ଅଣ୍ଟା ସଳଖି ସବୁ ବେଦନା କୁ ଦଳି ମକଚି ଦେବାକୁ ହୁଏ। କୋହରେ ଉଛୁଳା ଛାତିକୁ ଢାଙ୍କି ଦେବାକୁ ହୁଏ କର୍ତ୍ତବ୍ୟ ଢାଙ୍କୁଣି

 86 total views

Jun
2021
28

*ଈଶ୍ବରଙ୍କୁ ଚିଠି – ନୀହାରିକା ପଣ୍ଡା*

ଈଶ୍ବରଙ୍କୁ ଚିଠି   ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା      ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ସୃଜିପାର ସେ ସିନ୍ଧୁ ସିନା ଆନନ୍ଦ ପ୍ରତି ଆନନ୍ଦର ସମଷ୍ଟିକୁ ନେଇ ହସୁଛ ପରମାନନ୍ଦ । ସାରା ସର୍ଜନାର ସୁରଭି ସୃଷ୍ଟିରେ ତୁମରି ମମତା ଝରେ ଚାହେଁ କୃପା ଧୂଳି ଆଶିଷ ଅଞ୍ଜଳି ବିଛୁରିତ ତୂଳୀକାରେ। ସୂର୍ଯ୍ୟ ଚନ୍ଦ୍ର ତାରା ଶ୍ୟାମଳିମା

 257 total views,  2 views today

Jun
2021
27

*ଶୁଭ କାମନା – ଜାନକୀ ମହାନ୍ତ *

ଶୁଭ କାମନା   – ଜାନକୀ ମହାନ୍ତ   ******************************   ପ୍ରଚ୍ଛଦପଟ୍ଟ ର ନାୟକ ମୋହର କବିତା’ ଅଭିନାୟକ, ହାତ ପାପୁଲିର ଭାଗ୍ୟରେଖା ମୋର ହୃଦସଙ୍ଗୀତ ଗାୟକ ।।   ଯିଏ ଆଙ୍କି ଦେଲେ ନିହାଣ ମୁନରେ କୋଣାର୍କର ଚିତ୍ରପଟ୍ଟ, କଇଁରୁ କଦମ୍ବ ଯାଏଁ ଯିଏ ମୋ’ର ପ୍ରେରଣାର ଶ୍ରେଷ୍ଠ ଉତ୍ସ ।।   ସାତ ଜନ୍ମ

 55 total views

Jun
2021
27

*ବେପରୁଆ ମନ – ସ୍ରୋତସ୍ବିନୀ ପରିଡା*

/ ବେପରୁଆ ମନ /   – ସ୍ରୋତସ୍ବିନୀ ପରିଡା   ଆଷାଢ଼ର ବର୍ଷା ସରିନି ତଥାପି ପ୍ରଖର ତାତି ଶୀତଳ ସ୍ପର୍ଶ ଅତୀତ ସାଜିଛି ଚାରିଆଡେ ଖାଲି ଗ୍ରୀଷ୍ମ ଦାଉ।   ଅନ୍ତର ଆତ୍ମାକୁ ଅଣସର ଘରେ କବାଟ କିଳି ଶୋଇଛି ମନ ମୌସୁମି ଧରା ଦଉନି ସେ ଏବେ ଆନମନା।   ଭୁଲି ସାରିଛି ଠିକଣା

 52 total views

Jun
2021
27

*ରୂପସୀ ରାଇ – ସ୍ରୋତସ୍ବିନୀ ପରିଡା*

ରୂପସୀ ରାଇ  ସ୍ରୋତସ୍ବିନୀ ପରିଡ଼ା **************************************** ଅଳସୀ ବୟସେ କଳସୀ ଧରି ଯାଉଛି ରୂପସୀ ଥିରି ଥିରି।   ଲେପିଦେଇ ମୁହେଁ ଚନ୍ଦନ ଟୋପା ପାଦଟା ହୋଇଛି ଅଳତା ଲିପା   ହାତରେ କଙ୍କଣ ପାଦେ ପାଉଁଜି ଲମ୍ବା ଲମ୍ବା କେଶ ଅଣ୍ଟା ଛୁଉଁଛି।   ଆଖି ଯୋଡ଼ିକ ଭାରି ସୁନ୍ଦର ଦିଶୁଛି ଭାରି ସେ ମନୋହର।  

 73 total views,  1 views today

Jun
2021
27

*ଚୋରା ପ୍ରୀତି – ସ୍ରୋତସ୍ବିନୀ ପରିଡା*

ଚୋରା ପ୍ରୀତି💖 ସ୍ରୋତସ୍ବିନୀ ପରିଡା ……………………………………………….. ଆସକ୍ତି, ଆଶଙ୍କା ଅପାଶୋରା ପ୍ରେମ ହୃଦୟକୁ ଦୁଃଖ ଦିଏ ତୁମ ଚୋରା ପ୍ରୀତି ଅଦିନ ଅତିଥି ମନତଳେ ଲୁଚି ଥାଏ ମନେପଡ ଯେବେ ଲୁହ ଆସେ ବୋହି ଓଠେ ଭରିଯାଏ ହସ ଏମିତି ସମୟ ବିତିଯିବ ଦିନେ ରହିବନି ଅବଶୋଷ କିଛି କିଛି କ୍ଷଣ ଉନ୍ମାଦ ଭରାଇ ଥରାଇ ଦିଏ ସେ

 106 total views

Jun
2021
26

*ମୁଁ ସମୟ – ମାନସ କୁମାର ସେନାପତି *

ମୁଁ ସମୟ…   ମାନସ କୁମାର ସେନାପତି   ……………………………..… ମୁଁ ସମୟ ନାଁ କେବେ ମୁଁ ଅଟକିଛି ଅତୀତର କେଉଁ କିମ୍ବଦନ୍ତୀ ପୁରୁଷ ର ଜୀବନ ଗାଥାର ପୃଷ୍ଠାଙ୍କ ରେ ନାଁ କେବେ ଅଦୃଶ୍ୟ ଭବିଷ୍ୟତ ର ସ୍ବପ୍ନ ର ଫେନିଳ ଉର୍ମି ରେ ନାଁ କେ ଶଙ୍କିଛି ମତ୍ତ ଗଜ ର ଧପ -ଧପ ଚାଲିରେ

 139 total views

Jun
2021
26

*ଅନ୍ଧଗଳି ର ସୌଦାଗର – ମାନସ କୁମାର ସେନାପତି*

ଅନ୍ଧଗଳି ର ସୌଦାଗର  ମାନସ କୁମାର ସେନାପତି ଏଠି ସବୁ ଅନ୍ଧ , ସବୁଠି ଅନ୍ଧାର କି ରଜା କି ପ୍ରଜା, ଗ୍ରାମ କି ସହର ପ୍ରତିଟି ସହର ର ପରିତ୍ୟକ୍ତ ନିକାଞ୍ଚନ ଇଲାକା ରେ, ଶୁବେ ବଳାତ୍କାର ର ସ୍ୱର ହୃଦୟ ଅବା ମନ ର ଫାଙ୍କା ସ୍ଥାନ ରେ ଜନ୍ମନିଏ ନିଈତି ଶାବକ ରକ୍ତ ଲୋଭି

 1,239 total views

Jun
2021
26

*ସଂଜ୍ଞାହୀନ ଜୀବନ – ସ୍ରୋତସ୍ବିନୀ ପରିଡା*

//ସଂଜ୍ଞାହୀନ ଜୀବନ// –ସ୍ରୋତସ୍ବିନୀ ପରିଡା ଥରେ କେବେ ବିଞ୍ଚି ଦିଅନା ଆଶା ସବୁକୁ , ମନ ଅଗଣାରେ କେତେ ସ୍ଥାନ ଅଧିକାର କରୁଛି ଟିପିରଖ ତା’ର କ୍ଷେତ୍ରଫଳ ମନ କଲମ, ଆଉ ହୃଦୟ କାଗଜରେ।   ଦରପୋଡା ସ୍ମୃତି ସବୁ ଜୀଵନ ଚୁଲିର ଅସ୍ତବ୍ୟସ୍ତ ନିଆଁ ରେ ଆଜି ବି ଅସିଝା ଟିକେ ଲେଉଟେଇ ଦିଅନା ତାକୁ ପାଉ

 211 total views

Jun
2021
26

*ସେ ସ୍ବପ୍ନ – ସ୍ରୋତସ୍ବିନୀ ପରିଡା*

//ସେ ସ୍ବପ୍ନ// ସ୍ରୋତସ୍ବିନୀ ପରିଡା   ତୁମ ଛାତିରେ ମଥା ରଖି ଶୋଇବାର ଇଚ୍ଛା ମନରେ ଉଙ୍କି ମାରୁଥିବା କିଛି ଅଜବ ପ୍ରଶ୍ନ ଛାତିକୁ ଥରାଉ ଥିବା ଅବିରତ ସ୍ପନ୍ଦନର ଗତି ଆଉ ନିଛାଟିଆ ରାତିର ନିର୍ଜନ ଅନ୍ଧକାରରେ ମୁଁ ଆବିଷ୍କାର କରେ କିଛି ନୂତନ ଅନୁଭୂତି ଅଶେଷ ଅନୁଭବ ଆଉ ଅସଂଖ୍ୟ ଖୁସି ବେଖିଆଲି ମନ ଧୋକା

 122 total views

Jun
2021
26

*କଥା ଦେଉଛି – ସ୍ରୋତସ୍ବିନୀ ପରିଡା*

✨କଥା ଦେଉଛି✨ ସ୍ରୋତସ୍ବିନୀ ପରିଡା ମୁଁ ଫୁଲଟିଏ ତୁମେ ଭଅଁର ମୁଁ ଶୀତ ହେଲେ ତୁମେ ଚାଦର। ମୁଁ ସଞ୍ଜ ହେଲେ ତୁମେ ସଳିତା ମୁଁ ପାଦ ହେଲେ ତୁମେ ଅଳତା। ମୁଁ ନଈଟିଏ ତୁମେ ନାଉରୀ ମୁଁ ସ୍ରୋତ ହେଲେ ତୁମେ ଭଉଁରୀ। ମୁଁ ନିଦ ହେଲେ ତୁମେ ସପନ ମୁଁ ଦେହ ହେଲେ ତୁମେ ଜୀବନ।

 47 total views,  1 views today

Jun
2021
26

*ଦିନେ ତୁମେ ଫେରିବ– କାହ୍ନୁ ଚରଣ ସାହୁ*

*ଦିନେ ତୁମେ ଫେରିବ* ଶାଶ୍ୱତ ପ୍ରେମର ପରିଚୟ ଦେଇ ଆପଣାର କରି ନେଲ ସିଂଥିରେ ସିନ୍ଦୂର ହାତରେ କଙ୍କଣ ଦେବାକୁ ଭରଷା ଦେଲ । ମୁକ୍ତ ଆକାଶର ବିହଙ୍ଗଟେ ଥିଲି ବନ୍ଦୀ ତୁମେ କରିଦେଲ ଶାଶ୍ୱତ ପ୍ରେମକୁ ସମ୍ମାନ ମୁଁ ଦେଲି ତୁମେ ମତେ ଭୁଲି ଗଲ । ଗର୍ଭରେ ମୋହର ତୁମରି ସନ୍ତକ ନୟନେ କୋହର ଜଳ

 67 total views

Jun
2021
26

*ଫରକ୍–କାହ୍ନୁ ଚରଣ ସାହୁ*

*ଫରକ୍* ଚିହ୍ନା ଲାଗିଲ ମନେ ହେଲା କାହିଁକି କେଜାଣି କେତେ ଯୁଗରୁ ତମ ସାଥିରେ ମୋର ବାକି ଅଛି ଅନେକ ହିସାବ । ପ୍ରଥମ ଦେଖା ଆଖିରେ ଆଖିରେ ହଠାତ୍ ଦିନେ ପାଇଗଲି ତୁମକୁ ମୋ ଘର ସାମ୍ନା ଗଳିରେ ! ଦେଖି ହସିଲ, ତମ ହଳେ ଆଖି କିଛି କହିବାକୁ ଚାହୁଁ ଥିଲା, ହେଲେ ତମେ ଫେରେଇ

 220 total views,  1 views today