March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Feb
2021
28

*ପ୍ରେମର ଡୋର — ବିମଲ ସାସ୍ମଲ*

*ପ୍ରେମର ଡୋର* ଭଲ ପାଇବାର ଶୀତଳ ତାତିରେ ଜଳି ନାହିଁ ଥରେ ଯିଏ | କେମିତି ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲ ପାଏ || କେତେବେଳେ ପ୍ରେମ ଚନ୍ଦନ କାଠଟେ ମହମହ ବାସୁଥାଏ | କେତେବେଳେ ପୁଣି ମୂନିଆ ପଥର ରକତ ଝରାଉଥାଏ || ପ୍ରତାରଣା ଅଛି ପ୍ରତିଶ୍ରୁତି ଅଛି ଦୁଇ ପଟେ ତାର ଧାର |

Loading

Feb
2021
28

ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

*ସ୍ମୁତିର ସ୍ୱାଦ* ସ୍ମୁତି ତୁମେ ଅତୀତରେ ଯନ୍ତ୍ରଣାର ଫର୍ଦ୍ଦ ହୋଇ କେବେ ଦେଇଥାଅ ଆଗକୁ ବଢିବାର ପ୍ରେରଣା ତ କେବେ ମିଠା ମିଶା ଆବେଗଟେ ହୋଇ ମନରେ ଭରିଥାଅ ନୂତନ ସମ୍ଭାବନା ସେଥିପାଇଁ ତ ତୁମର ସ୍ୱାଦକୁ ଖଟା କହିବି ନା ମିଠା କ’ଣ ତୁମର ସ୍ୱାଦ ତୁମକୁ ହସର ଜୁଆର କହିବି ନା ଦୁଃଖର ସାଗର ପ୍ରୀତିର

Loading

Feb
2021
28

*ଆମେ ବାଲେଶ୍ୱରିଆ — ନବ କୁମାର ଦାସ*

*ଆମେ ବାଲେଶ୍ୱରିଆ* ଏଇ ଆମ ସ୍ୱାଭିମାନର ମାନଚିତ୍ର ଗୋଟିଏ ଶାବ୍ଦିକ ଅଭିଧାନର ସୀମାରେଖା “ଆମେ ବାଲେଶ୍ୱରିଆ ” ହଁ ହଁ ଆମେ ବାଲେଶ୍ୱରିଆ ଯେଉଁଠି କିସ ,କେହ୍ନେ ,ଖାଇତେ,ଯାଇତେର ସଂକେତ ସବୁ ଆମ ପରିଚୟ , ଆମ କଥା ଭିତରେ ହସ ଗୋଟି ଗୋଟି ଚିହ୍ନ ବର୍ଣ୍ଣ ….ll ଆମ ମାଟିପୁଅ ତ ହାଡଭଙ୍ଗା ପରିଶ୍ରମର ଅସ୍ତ୍ର ଧରେ

Loading

Feb
2021
26

ମୋର୍ ମାଁ — ଆଶୁତୋଷ ଠାକୁର

କବିତା — ମୋର ମାଁ –– ଦଶ୍ ଦିନ୍ ଦଶ୍ ମାସ୍ ଗରଭେ ଧରି ଜନମ୍ ଦେଇଛେ ଯେନ୍ ମାଁ ତାର୍ ନାଁ ଧରି ଡାକ୍ ଦେଲେ ଉଡି ଯାଏସି ମୁଁଡ୍ ଚିଂଆ !! ନିଜେ ରହେସି ଭୁକେ ଉପାସେ ଛୁଆ କେ ଦେସି ମନ୍ ଚାହିଁ ଦୁଃଖ ନିଲ୍ ଜେଇ ସୁଖ୍ ପର୍ ସିସି ତାର୍ ସରି

Loading

Feb
2021
26

ଅଭିଶପ୍ତ ଅଧ୍ୟାୟ –ଶିବାନନ୍ଦ ବାରିକ

#ଅଭିଶପ୍ତ_ଅଧ୍ୟାୟ *****************”” ହେ ପ୍ରଚଣ୍ଡ ଜ୍ୟୋତି ରୁଦ୍ର ! ମୋହଭଙ୍ଗରେ ରାବଣ ଆଉ ଜଡରେ କି ଆନନ୍ଦ? ତୁମେ ମୁକସାକ୍ଷୀ , ନନ୍ଦି ବୃଷଭଗଣ ଧରାଶାୟୀ ବେଷ୍ଟନିର ସୁରକ୍ଷା ଦ୍ଵାହିରେ। ଅଭିଜାତ ପୁରୁଷର ଶ୍ରେଷ୍ଠ ବୋଲାଉଥିବା ସଭ୍ୟତା !!! ମହମ ଆଲୁଅରେ ମୁକ୍ତିପଥ , ଆହା ! ଫୁଟେଇଚାଲିଛ ଶବ୍ଦବାଣ ଆଶ୍ଵାସନାର ଭଣ୍ଡ ପୂଜାରୀଗଣ! ସେ ପୁଣି ସୂର୍ଯ୍ୟଙ୍କୁ

Loading

Feb
2021
25

ମୁଁ ସ୍ୱାର୍ଥପର — ସୌଭାଗ୍ୟ ବାରିକ

*ମୁଁ ସ୍ୱାର୍ଥପର* ମୁଁଯେ ସ୍ୱାର୍ଥପର ସ୍ୱାର୍ଥ ମୁଖ୍ୟ ମୋର ବିନା ସ୍ଵାର୍ଥେ କିଛିନାହିଁ l ଜନ୍ମମୃତ୍ୟୁ ସତ୍ୟ ହସକାନ୍ଦ ସତ୍ୟ ବଞ୍ଚିବି କାପାଇଁ କାହିଁ ll ମୋକ୍ଷହେବି ଯେବେ ହଜିଯିବି ସେବେ ପାସୋରିବେ ସବୁ କଥା l ବାରଦିନ ପରେ ଭୁଲିଯିବେ ଧୀରେ ରହିବନି ମନ ବ୍ୟଥା ll କାହିଁକି କହିବି କାହାକୁ କହିବି ଇଏଅଟେ ମୋ ନିଜର

Loading

Feb
2021
25

ଏଇ ବୋଧେ ମଣିଷ — ଡିଲେଶ୍ୱରୀ ମେହର

#### ଏଇ ବୋଧେ ମଣିଷ #### ଜୀବନ କଣ କିଏ ମଣିଷ ଧରାରେ ଜନ୍ମ ତାର କେତେ ଦୁଃଖ କେତେ ଯାତନା କରିଥାଏ ସେ ଦୂର l ପାପୀ ସିଏ କି ଦାନବ ସିଏ ଜାଣି ହୁଏନି ଆକାର କଳିରେ କଲି କୁକୁର ସରି ନିତ୍ୟ ତାର ଆହାର l ପୁଣି ମଣିଷ ଅଟଇ ପ୍ରଭୁ ସତ୍ୟ- ଶିବ-

Loading

Feb
2021
25

ମାଆ — ଶକୁନ୍ତଳା ପରିଡ଼ା

*ମାଆ* 🙏🙏🙏🙏🌻🌻🙏🙏🙏🙏 ଶିଶୁଟିଏ ଜନ୍ମ ହେଲା ପରେ ପ୍ରଥମେ ଆଖି ଖୋଲିଲେ ସେ ଯାହାକୁ ଦେଖେ ସେ ହେଉଛି ମାଆ, ତା କୁନୀ ହାତରେ ଯାହାକୁ ସେ ପ୍ରଥମେ ସ୍ପର୍ଶ କରେ ସେ ହେଉଛି ମାଆ, ଆଖି ବନ୍ଦ କରି ଯାହା କାନି ପଣତର ବାସ୍ନା ଅନୁଭବ କରେ ସେ ହେଉଛି ମାଆ, ତା କୁନୀ କୁନୀ ପାଦରେ

Loading

Feb
2021
25

ମୋ ହୃଦୟ ର ଭାଷା — ଜାନକୀ ମହାନ୍ତ

**ମୋ ହୃଦୟ ର ଭାଷା ** ମୋ ହୃଦୟ ଭାଷା ବୁଝୁନ‌ ହେ ସାଥୀ ବୁଝି ତ ପାରୁନ ମୋତେ, ଅନ୍ତରର କଥା ପ୍ରୀତି ମଧୁ ଗୀତି ‌‌ ଗୁମର ବାରତା କେତେ? ଅମର ତୂଳୀରେ ଦେଇ ଅଛ ଆଙ୍କି ଜୀବନ୍ତ ଛବି ମୋ ହୃଦେ, ପୂର୍ଣ୍ଣ ରଙ୍ଗ ମୟ ଚିତ୍ର ପଟ୍ଟ‌‌‌ ଢାଙ୍କି ରଖିଛି ମନ ଆନନ୍ଦେ

Loading

Feb
2021
25

ବୃକ୍ଷ ରୋପଣ — ବାସନ୍ତୀ ଲତା ଜେନା

🌴ବୃକ୍ଷ ରୋପଣ🌴 ପ୍ରକୃତିର ଶୋଭା ବୃକ୍ଷ ଲତା ଅଟେ ତା ପାଇଁ ସବୁଜ ବନ ସବୁଜିମା ଦିଏ ମନରେ ସନ୍ତୋଷ ସୁଖେ କଟି ଥାଏ ଦିନ l 1l ବୃକ୍ଷ ତ ଆମର ଉପକାରୀ ବନ୍ଧୁ ତା ଦାନ ଅତୁଳନିୟ ଖାଦ୍ୟ ବସ୍ତ୍ର ବାସ ଗୃହ ଦେଇ ଥାଏ ତାର ଯତ୍ନ ନେଉ ଥାଅ l 2l ଜୀବ

Loading

Feb
2021
25

ଟିକିଟିକି — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ଟିକିଟିକି* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ଟିକି ପିଲାଟିକୁ ଭଲ ବହି ଦେବା ପଢିବା ପାଇଁ ଟିକି ଗଛଟିର ଯତ୍ନ ନେବା ଆମେ ବଢିବା ପାଇଁ । ଟିକି କଥାଟିକୁ କହିବାନି କେହି ଅଧିକ କରି ଟିକି ଚଢେଇର ଶୃଙ୍ଖଳା ନ ଭାଙ୍ଗ ପଞ୍ଜୁରୀ ଭରି। କୁନି ପିଲାଟିକୁ ଦେବା ନାହିଁ ଗାଳି ରାଗରେ ଜମା ଟିକିଏ ଦୋଷରେ କ୍ରୋଧିତ

Loading

Feb
2021
25

ରହିଯା ସମୟ — ବିନୋଦିନୀ ଦାଶ

ରହିଯା ସମୟ ହୃଦ ତଳେ ଆଜି ବଂଶୀ ସ୍ବନ ବାଜି ମତୁଆଲା ହୋଇ ମନ ଧାଇଁ ବହେ ସତେ ଉଜାଣି ଯମୁନା ଆବେଗେ ହୋଇ ତଲ୍ଲୀନ, ଏ ସମୟ ମୂଲ୍ୟବାନ, ରହିଯା ସମୟ ମୋ ପାଇଁ ଅଟକି ଦେଉଛି ତୋତେ ମୋ ରାଣ । ଯଦି ଚାଲିଯିବୁ ଅଧୁରା ରହିବ ମୋର ସକଳ ଭାବନା, ବେସୁରା ହୋଇଣ ସେ

Loading

Feb
2021
25

ଦଣ୍ଡକ — ବିନୟ କୁମାର ମହାନ୍ତି

ଦଣ୍ଡକ ଦଣ୍ଡକର ଦେଖା ଚାହାଁ, ଅଧକ ଗଲା କନ୍ଦା କଟା ଲଢା ଲଢିରେ। ପାଟିରୁ ପଦକ ପ୍ରେମ ବାହାରିଛି କି ନା ବାଜି ଗଲାଣି ଘଣ୍ଟି। ଫୁଲ ବଗିଚା,ନଈ କୂଳ ପୂର୍ବପୁରୁଷଙ୍କ ପୂଜାଘର ଆଡ଼େ ତ ଯାଇ ହେଇନି ଏଯାଏଁ। ବାଡି ପଟର ଅରମା ଭିତରେ କାହିଁ ଯେ କେତେ ଜନ୍ତୁ ଜୁନ୍ତା ଭଙ୍ଗା କାଠ ବାକ୍ସରେ ବାପାଙ୍କ

Loading

Feb
2021
25

ବିନମ୍ରତା — ଚୁମ୍କି ଦାଶ (ମିଶ୍ର)

ବିନମ୍ରତା ଦେବ ସୁଲଭ ଗୁଣ ଏଇ ବିନମ୍ରତା କିନ୍ତୁ କଳି ଯୁଗର ମଣିଷ ପାଖରେ ତ ଦୃଶ୍ୟ ମାନ ହୁଏକେବଳ ବିବେକ ହୀନତା । ଅଳସ୍ୟତା,ଆଉ ଅଧର୍ମ ପରାୟଣତା । ବୃକ୍ଷ ରୁ ଆମେ ବୀନମ୍ରତା ଗୁଣକୁ ଶିଖୁ । ଫଳବନ୍ତି ବୃକ୍ଷ ତା ଫଳ ଭାରରେ ଯେମିତି ନତ ମସ୍ତକ ହୋଇ ଛିଡାହୋଇଛି । କିନ୍ତୁ ମଣିଷ

Loading

Feb
2021
25

କେମିତି ଅଛ?— ଜାନକୀ ମହାନ୍ତ

**କେମିତି ଅଛ?** କେମିତି ଅଛ ଗୋ ମନର ମାନସ ଆକାଶର ଚାନ୍ଦ ମୋର? ଅଭିମାନେ ଅଛ ମର୍ଯ୍ୟାଦା ପୁରୁଷ ପ୍ରେମର ସ୍ୱର୍ଗୀୟ ଧାର ।। ମନ ସାମ୍ରାଜ୍ୟ ରେ କାୟା ବିସ୍ତାରିଛ ହୃଦୟ ସମ୍ରାଟ ମୋର, ସଞ୍ଜ ସକାଳ ଗୋ ସର୍ବତ୍ର ଦିଶୁଛ ପ୍ରୀତି ବିମୁଗ୍ଧ ଶୃଙ୍ଗାର ।। ଚାନ୍ଦ ବଦଳେ ତା’ ପ୍ରତି ପକ୍ଷେ ରୂପ ପୂର୍ଣିମା

Loading