August 02, 2021
11 11 11 AM
*ପାରିବାନି କିଆଁ ଜିଣି ହୃଦୟ – ବିନୋଦିନୀ ଦାଶ*
*କିଏ ତୁମେ -ଶରତ ଚନ୍ଦ୍ର ପଣ୍ଡା *
*ଶ୍ରାବଣରେ ଯିବା ଶିବ ମନ୍ଦିର – ଡ. ପ୍ରିୟମ୍ବଦା ସାମଲ*
*ତଥାପି କହୁଛ–ଶିବାନନ୍ଦ ବାରିକ*
*ନାରୀ ହିଁ ନାରୀ -ମନୋଜ କୁମାର ଦାସ*
*ପୂର୍ଣ୍ଣମୀ ରାତିର ଜହ୍ନ ଆଲୋକ – ରୀକ୍ଷିରାମ ମେହେର*
*ଅଭିଶପ୍ତ ମଣିଷର ବ୍ୟଥା-ସଚ୍ଚିଦାନନ୍ଦ ବେହେରା*
*ମୁଁ ଭଲ ମଣିଷଟିଏ ହେବି – ବିନୋଦିନୀ ଦାଶ*
*କୁଆଁତାରା – ଜାନକୀ ମହାନ୍ତ*
*BROKEN PROMISES – Dr.Prasana Kumar Dalai*
*ବାପା – ରୁଦ୍ର ନାରାୟଣ ଦାଶ*
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
Latest Post
*ପାରିବାନି କିଆଁ ଜିଣି ହୃଦୟ – ବିନୋଦିନୀ ଦାଶ* *କିଏ ତୁମେ -ଶରତ ଚନ୍ଦ୍ର ପଣ୍ଡା * *ଶ୍ରାବଣରେ ଯିବା ଶିବ ମନ୍ଦିର – ଡ. ପ୍ରିୟମ୍ବଦା ସାମଲ* *ତଥାପି କହୁଛ–ଶିବାନନ୍ଦ ବାରିକ* *ନାରୀ ହିଁ ନାରୀ -ମନୋଜ କୁମାର ଦାସ* *ପୂର୍ଣ୍ଣମୀ ରାତିର ଜହ୍ନ ଆଲୋକ – ରୀକ୍ଷିରାମ ମେହେର* *ଅଭିଶପ୍ତ ମଣିଷର ବ୍ୟଥା-ସଚ୍ଚିଦାନନ୍ଦ ବେହେରା* *ମୁଁ ଭଲ ମଣିଷଟିଏ ହେବି – ବିନୋଦିନୀ ଦାଶ* *କୁଆଁତାରା – ଜାନକୀ ମହାନ୍ତ* *BROKEN PROMISES – Dr.Prasana Kumar Dalai* *ବାପା – ରୁଦ୍ର ନାରାୟଣ ଦାଶ* *କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso*
Dec
2020
30

*ପରି ମୋର ଫେରି ଆସିବ** —ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

*ପରି ମୋର ଫେରି ଆସିବ** ******************** ଲାଲ ଟୁକ ଟୁକ ଅଧରେ ତାହାର ସେହି ଖିଲି ଖିଲି ହସ ଗୌର ବର୍ଣ୍ଣ ରୂପ ସହ ମନଲୋଭା ମଧୁର କୋମଳ ଭାଷ|| ଆଖିରେ ଆଖିଏ ସ୍ବପ୍ନ ଥିଲା ତାର ଅଧାରୁ ଭାଙ୍ଗିଲା କିଏ ତା କଥା କିଞ୍ଚିତ ଭାବିଲା ବେଳକୁ ଓଠ ମୋର ଥରି ଯାଏ|| ଏତେ ନିରୀହ ହୋଇ

 212 total views

Dec
2020
30

ମା’ର କୋଳ—ମନସ୍ମିତା ବିଶ୍ୱାଳ

ମା’ର କୋଳ ମା’ର କୋଳ ଦୁନିଆର ସବୁ ସୁଖ ଯେଉଁଠି ନିହିତ। ମା’ର ମମତା ଯେଉଁ ସ୍ନେହରେ ଟିକେ ବି ଛଳନା ନ ଥାଏ। ମା’ଡାକ ଯେଉଁ ଶବ୍ଦରେ ଥାଏ ମାଧୁର୍ଯ୍ୟ। ମା’ର ହୃଦୟ ଯାହା ଦୁନିଆରେ ସବୁଠାରୁ ବିଶାଳ। ମା’ର କଥା କରିଥାଏ ମଣିଷକୁ ସୁଯୋଗ୍ୟ। ମା’ର ହାତ ଯେଉଁ ହାତ ଧରିଲେ ପଡିବାର ଆଶଙ୍କା ନ

 205 total views,  1 views today

Dec
2020
30

ସ୍ବାଗତ ନବ ବର୍ଷ— ଚୁମ୍କି ଦାଶ

ସ୍ବାଗତ ନବ ବର୍ଷ🎉🎊 ~~~~~~~~~~~ ସୁଭରେ ସୁଭରେ ନବବର୍ଷ ତୁମେ ଶୁଭ ଫଳ ଦିଅ ଆସି, ସୁଖେ ବିତୁ ଦିନ ସରସ ଜୀବନ ସ୍ବାଗତ କରୁଛୁ ବସି ।। ସନ୍ତାପ ହରିଣ ଉଲ୍ଲାସ ଭରିଣ ସୁନ୍ଦର କର ଜଗତ, ସାହସ ସଂଚରି ସୁଦୂର ପ୍ରସାରି ସୃଷ୍ଟି କୁ କର ଶୋଭିତ ।। ସବୁଜ ଧରଣୀ ଉଲ୍ଲାସେ ନାଚୁଛି ସବୁଜ

 341 total views

Dec
2020
30

ଶିଶୁ — କବି ଗଗନ କୁମାର ଦାଶ

ଶିଶୁ କେଉଁ ଏକ ଅଜଣା ସହରୁ ଆଖି ମଳି ମଳି ଆସିଲୁ ତୁ ଏଥି ଟିକି ଟିକି ପାଦ ଦୁଇ ତୋର କେତେ ଛନ୍ଦେ ଛନ୍ଦାୟିତ। ପଡିଶା ଘର ଓ ବନ୍ଧୁବାନ୍ଧବ ହସି ହସି ମାଗନ୍ତି ମିଠା ଆମ ଘରେ ଅସରନ୍ତି ଆନନ୍ଦର ଜୁଆର ଧାଁ ଧପଡ ଗୋଡ ତଳେ ପଡୁନି । ଜୀବନରେ ଏଇ ଗୋଟିଏ ଦିନ

 232 total views,  1 views today

Dec
2020
30

ଗୁଲାପ୍ ଫୁଲ୍ — ଚୁମ୍କି ଦାଶ (ମିଶ୍ର)

ଗୁଲାପ୍ ଫୁଲ୍ ଫୁଲ୍ ତ ଫୁଲ୍ ଗୁଲାପ ଫୁଲ୍ କେଡେ ସୁନ୍ଦର ସତେ, ଜଗେଇ ଅଛେଁ କେଡେ ଯତନେ ବଢୁଅଛେ ମୋର୍ ହାତେ ।। ଚାରିକୁତି ଆମର୍ ମହକି ଯାଏସି ଗୁଲାପ୍ ଫୁଲର ବାସ୍ନା, ତାର୍ ସଂଗେ ଫେର୍ ସାଂଗ୍ ହେଇଛନ୍ ଝାର୍’ମଲି ଆରୁ ଦହନା।। କଁଟା ସର୍ ସର୍ ହେଇ ଥିଲେ ଭି ଫୁଲ୍ଟା କେଡେ ସୁନ୍ଦର୍,

 186 total views,  1 views today

Dec
2020
30

“ସ୍ୱାଗତ ନବବର୍ଷ— (ଜୟ କୁମାରମିଶ୍ର)

“ସ୍ୱାଗତ ନବବର୍ଷ ବିଶ୍ୱଜନ ବାସୀ ପ୍ରତୀକ୍ଷାରେ ବସି ଅଛନ୍ତି ଅନାଇ ସବୁ, ତଵ ଆଗମନ ଦେଖିଵ ନୟନ ଡାକନ୍ତିହେ ପ୍ରଭୁ ପ୍ରଭୁ ll(1) ଅlବଳ,ବୃଦ୍ଧଟି ଦେଖିଵ ମୁହିଁଟି ବନ୍ଦାପନା କରି ନେବେ କପାଳେ ଚନ୍ଦନ,ସିନ୍ଦୁର ସାଥିରେ ଗଳା ମାଳାଟିକୁ ଦେବେ ll(2) କଛପ ଗତିରେ ହୁଏ ସଜବାଜ କରୋନା ଭୟରେ ସବୁ, ତଥାପି ସରାଗ ପାଶ ଛାଡୁନାହିଁ ମୋହମାୟା

 274 total views,  1 views today

Dec
2020
30

ଉଡ଼ିଗଲା ପକ୍ଷୀ — ସୀମାଞ୍ଚଳ ପଣ୍ଡା

*ଉଡ଼ିଗଲା ପକ୍ଷୀ* ଉଡ଼ି ଯିବା ପକ୍ଷୀ ଶୂନ୍ୟ ପଞ୍ଜୁରୀ କି ନ ଆସଇ ଫେରି କେବେ, କୃତ  କର୍ମ  ତାର  ସାକ୍ଷୀ ପରକାର ରହି  ଯାଏ   ଏହି  ଭବେ। ସମୟ ସେପରି ଆସେ ନାହିଁ ଫେରି ବାର  ବାର   ଧରା  ଧାମେ, ଚଳିଯାଏ ବେଗେ ନଅଟକେ ଆଗେ ଫେରେନାହିଁ କେଉଁ କାମେ। ଆଜି  ଅଛି  କାଲି ଯିବ ପୁଣି 

 178 total views

Dec
2020
30

ଶିଶିର ବୁନ୍ଦା— ବିଶ୍ୱେଶ୍ୱର ମାଝୀ

ଶିଶିର ବୁନ୍ଦା ସନ୍ଧ୍ୟାରେ ଛାତ ଉପରେ ବସି ଜହ୍ନ କୁ ମନ ଭରି ଦେଖୁଥିଲି। ହଠାତ୍ ଦେହ ଟା ଓଦା ଓଦା ଲାଗିଲା। ହାତ ମାରି ଦେଖିଲି କାକର ବିନ୍ଦୁ। ମନେ ପଡିଗଲା, କୁମାର ପୂର୍ଣ୍ଣିମା ସରିଲା, ହେମନ୍ତ ଋତୁ ଆରମ୍ଭ ହେଲା ପରା। ତଳକୁ ଆସି ଖାଇ ସାରି ଶୋଇଲି। ଜହ୍ନ ଟା କାନ୍ଦୁଥିଲା। ନହେଲେ ଏଡେ

 168 total views

Dec
2020
30

ସନ୍ତାନ — ଡ .ପ୍ରିୟମ୍ବଦା ସାମଲ

ସନ୍ତାନ କାନ ଧରେ ରୋଷକଷାଣିତ ଆଖି ଦେଖାଏ ଭୟ ପାଏ ସେ, ଆଉ କେବେ ଦୁଷ୍ଟାମୀ କରିବନି ପାଠ ପଡିବ, ଭଲ ହେବ ପ୍ରତିଶୃତି ଦିଏ କିନ୍ତୁ! ପୁଣି ପୁନରାବୃତ୍ତି ରାଗିଲେ ପାଖେ ବସେ ଲୁହ ଡବଡବ ଆଖି ନେଇ ପୁଣି ତାର ସେହି ପ୍ରତିଶ୍ରୁତି ର ପୁନରାବୃତ୍ତି କରିବାକୁ ରାଗିବା କୁ ମନ କରେନା କଅଁଳ ଭୟାତୁର

 208 total views

Dec
2020
30

“ମୃତ୍ୟୁ”—- (ଜୟ କୁମାର ମିଶ୍ର )

“ମୃତ୍ୟୁ”(ଜୟ କୁମାର ମିଶ୍ର ) ଜନମ ମରଣ, ଜୀବନେ ଦୁଇଟି ସୁଖ, ଦୁଃଖ ସାଥି ସେହି, ଅତି ଆପଣାର, ହୋଇସେ ନିଜର ଅଦୂର୍ଷ୍ୟ ଶକତି ହୋଇ ll(1) ସବୁଛାଡି ଦିନେ, ବିଦାୟ ଘେନିବା ଦୁଃଖ ସାଗରେ ଭସାଇ, ଜୀବନ ପକ୍ଷୀଟି ଘଟର ପିଞ୍ଜରା ଛାଡି ଉଡିଯିବ ସେହି ll(2) ପ୍ରେମର ବନ୍ଧନ, ହୋଇଯିବ ଛିନ୍ନ ଦୁନିଆକୁ ପର କରି

 238 total views,  1 views today

Dec
2020
30

*ତୁମେ* — ଚିନ୍ମୟୀ ସାହୁ*

*ତୁମେ* ପ୍ରାତଃ ବନ୍ଦନା ରେ ସଞ୍ଜ ଆଳତି ରେ କର୍ମ କାରଣରେ ତୁମେ ତୁମରି ଚରଣେ ତୁମରି ସ୍ମରଣେ ମନ ମୋର ନୀତି ଝୁମେ। ଆହେ ଗୂଢପଦ ନାହିଁ ଭେଦାଭେଦ ଭକତଗଣରେ ତୁମ ଭକ୍ତି ବଶେ ବନ୍ଧା ଭକ୍ତ ଡୋରେ ଛନ୍ଦା ତୁମେ ପ୍ରଭୁ ପୂର୍ଣ୍ଣ କାମ। ଚକା ଚକା ଡୋଳା ସ୍ନେହ ସୁଧା ବୋଳା ଚାହିଁ ଦେଲେ

 194 total views,  1 views today

Dec
2020
30

*ନୂଆ ବର୍ଷ କୁ ସ୍ବାଗତ* — ପ୍ରେମଲତା ସାହୁ

**ନୂଆ ବର୍ଷ କୁ ସ୍ବାଗତ** ଦେଇ ଦେବା ଆମେ ପୁରୁଣା ବର୍ଷ କୁ ବିଦାୟ ଯେ ହସି ହସି, ସ୍ଵାଗତ କରିବା ନୂଆ ବରଷ କୁ ଆଣୁ ସଭି(ଙ୍କ) ମନେ ଖୁସି। ବାଛି ବାଛି ସବୁ ମନୁ ଅହଙ୍କାର ଗର୍ବ,ଆଉ ଆତ୍ମ ବଡିମା, ଛାଡି ଦେବା ଆମେ ଏଇ ବରଷ ରେ ଶପଥ ସଭିଏଁ କରିବା। ସ୍ଵାଭିମାନୀ ହୋଇ

 169 total views,  1 views today

Dec
2020
29

*ମିଠା କାହାଣୀ*—ସ୍ନିଗ୍ଧା ସାମନ୍ତରାୟ

*ମିଠା କାହାଣୀ* ଭୌତିକ ସଂସାର କ୍ଷଣିକ ଆନନ୍ଦ ଜୀବନ ଜଞ୍ଜାଳ ଗାଥା ସୁଖ ଦୁଃଖ ଭରା କର୍ମର ପଥଟି ଅଭୂଲା କାହାଣୀ କଥା । ମନର ଭାଷାକୁ କହିବାକୁ ହେଲେ ଲୋଡ଼ା ନିର୍ମଳ ହୃଦୟ ବିଶ୍ୱାସ ସିନ୍ଧୁକେ ବାସ ହେଉଥିବ ମିଠା କାହାଣୀ ମଳୟ । ପ୍ରଜ୍ଞାନ ଉଦ୍ୟାନେ ଦିବ୍ୟର କାହାଣୀ ଜୀବନ ଦର୍ଶନ ତତ୍ତ୍ୱ ସେହି ବଗିଚାରେ

 193 total views

Dec
2020
29

ଯୁଦ୍ଧ‌— ଜୁମର ନାଥ ପାତ୍ର

ଯୁଦ୍ଧ… ଏଇ ତ ଭିଡ଼ି ମୋଡ଼ି ଉଠିଲାଣି ଡମ୍ବରୁ। ଯେମିତି ଯୁଦ୍ଧକୁ ଯିବ… ତୟାର୍।କୋଉ ଯୁଦ୍ଧ ଭଲା,କାହା ସହ ଯୁଦ୍ଧ ସେ ଜାଣିଥିବ।ଇଏ କ’ଣ ଲୁଚିକି ବାଡ଼ି ପଟ ଦୁଆର ଦେଇ ହାଜର ବିଦେଇ ଭାରିଜା ଚା’ ଦୋକାନରେ,ଠିଏ ଠିଏ ଚା’ ଢକଢକ ପିଇ ବିଡ଼ି ଲଗେଇ ହଜିଯାଇଛି ଯୁଦ୍ଧରେ।କି ଯୁଦ୍ଧ ହେଇଥିବ।ହେଇଥିବ କି ବାସି ବିଛଣାରୁ ଆରମ୍ଭ

 213 total views,  1 views today

Dec
2020
29

ବିଦାୟୀ ଦୁଇ ହଜାର କୋଡ଼ିଏ ବର୍ଷ— ଉମାକାନ୍ତ ଦାସ

ବିଦାୟୀ ଦୁଇ ହଜାର କୋଡ଼ିଏ ବର୍ଷ <><><><><><><><><><><> କୋଡ଼ିଏ କୋଡିଏ ମିଶି କି ଯୋଡିଏ ବିଛାଇଲ ମାୟା ଜାଲ , ସହର ଠୁଁ ପଲ୍ଲୀ ହେଲା ଆତଙ୍କିତ ଗୃହେ ହେଲୁ କଲବଲ ।। ଆରମ୍ଭରୁ ଶେଷ କରିକି ବିନାଶ ଇତିହାସେ ହେଲା ହିରୋ ରୋଜଗାରକ୍ଷମ ହୋଇଲେ ମଣିଷ ଅର୍ଥକୋଷ ହେଲା ଜିରୋ ।। ଯାଉଛ ସତରେ ଦେଉଛୁ ବିଦାୟ

 254 total views

Dec
2020
29

ଶୀର୍ଷକ-ସୁନ୍ଦର ସୃଷ୍ଟି—ସବିତା ଶୁକ୍ଳା

ଶୀର୍ଷକ-ସୁନ୍ଦର ସୃଷ୍ଟି ଆହାକି ସୁନ୍ଦର ସୃଷ୍ଟି ସ୍ରଷ୍ଟା ହେ ତୁମ୍ଭର, ତବ କରୁଣାରେ ଚାଲେ ଏ ସାରା ସଂସାର।1। ପାଦପ ପାଖୁଡ଼ା ମେଲି ଜଣାଏ ସ୍ଵାଗତ, ମଲ୍ଲୀ ମାଳତୀ ସୁଗନ୍ଧେ ତୋଷଇ ନିରତ।2। କାଶତଣ୍ଡି ଫୁଲ କରେ ଚାମର ଚାଳନ, ଧରିତ୍ରୀ ମାତାର କରେ ଶ୍ରୀପାଦ ବନ୍ଦନ।3। ଯେତେ ଦାନ କରିଅଛ କଳି ନପାରିବି, ରହିଥିବି ଚିର ଋଣୀ

 225 total views

Dec
2020
29

*ଦରଦୀ ବନ୍ଧୁ*— ସବିତା ଶୁକ୍ଳା

*ଦରଦୀ ବନ୍ଧୁ* ଏ ଜୀବନ ଖୋଜୁଥାଏ ଦରଦୀ ବନ୍ଧୁଟେ, ସୁଖେ ଦୁଃଖେ ସାହା ହେଉ ରହି ମୋ ନିକଟେ।1। ବିନା ସ୍ୱାର୍ଥରେ ଜୀବନ,ଧନ ଦେଇଥାଏ, ଗରିବ ବା ଧନୀ ହେଉ ହୃଦୟରେ ଥାଏ।2। କୃଷ୍ଣ ସୁଦାମା ବନ୍ଧୁତ୍ୱ ଜାଣିଛି ଜଗତ, ଶ୍ରୀରାମ ସୁଗ୍ରୀବ ବନ୍ଧୁ ସଂସାର ବିଖ୍ୟାତ।3 ଦେବା ନେବାର ସମ୍ପର୍କ ଚିର ରହେ ନାହିଁ, ସ୍ନେହ ଶ୍ରଦ୍ଧା

 198 total views

Dec
2020
29

ଶବ୍ଦ ଫନ୍ଦି* — ନୀହାରିକାପଣ୍ଡା

*ଶବ୍ଦ ଫନ୍ଦି* ଶବ୍ଦ ସମାହାରେ ଶବ୍ଦକୋଷ ଟିଏ ଲେଖନୀ ଜାଗ୍ରତ ହୁଏ ସୁସଜ୍ଜିତ ଶବ୍ଦ ଏକାଠି ଗୁନ୍ଥିଲେ ବିଶେଷଜ୍ଞ ରୂପ ନିଏ। ଶବ୍ଦ ସମ୍ଭାରରେ ଲିପିବଦ୍ଧ ସିନା ଜୀବନ ଅଲେଖା ପୃଷ୍ଠା ଦୁଃଖର ସାଥୀ ବି ସୁଖର ସାରଥୀ ସୃଜନଶୀଳତା ନିଷ୍ଠା । ଶବ୍ଦର ଆଶ୍ରିତ ଜୀବନ ସଙ୍ଗୀତ କଳାକାର କଳା କଥା ଭିତ୍ତିପ୍ରସ୍ତର ଯା’ ଅତି ଦମ୍

 196 total views,  1 views today

Dec
2020
29

🕉️ନିରାକାର🕉️—ଶକ୍ତିଦା ବିଷୋୟୀ

🕉️ନିରାକାର🕉️ ଶକ୍ତିଦା ବିଷୋୟୀ ରୂପରେଖ ନାହିଁ ଆକାର ତ ନାହିଁ ସର୍ବ ବ୍ୟାପି ନିରାକାର ଅନୁଭବ ମାତ୍ର ବାରାଟ ଈଶ୍ବର ସୃଷ୍ଟି କର୍ତ୍ତା ଜଗତର ।।୧ ପାଦପ ଯା ଧରା ମସ୍ତକ ଯା ସରା ସାଗର ଯାର ଉଦର ଜଠରାଗ୍ନି ତେଜ ହିରନ୍ଯ ଗର୍ଭାୟ ନିଶ୍ବାସ ଧୀର ସମୀର।।୨ ଆସ୍ଥିମାଂସ ମଜ୍ଜା ଶଇଳ ପାହାଡ଼ କାନନ ଗିରି କନ୍ଦର

 278 total views,  1 views today

Dec
2020
29

” ଇଚ୍ଛା “—ମନସ୍ଵିନୀ ମିଶ୍ର

” ଇଚ୍ଛା ” ଇଚ୍ଛା ଥିଲା ମୋର ତମ ସାଥେ ରଚିବି ସୁନାର ସଂସାର ହାତରେ ପିନ୍ଧିବି ଶଙ୍ଖା ଆଉ ମଥାରେ ନାଇବି ନାଲି ସିନ୍ଦୂର ।। ତମ ସାଥେ ରହି ଭୁଲିବି କଷ୍ଟ ଯନ୍ତ୍ରଣାକୁ ମୋର ତମ ପାଦେ ପାଦ ମିଶାଇ ଚାଲିବି ପିଣ୍ଡେ ପ୍ରାଣ ଥିବା ଯାଏଁ ମୋର ।। ସବୁ ଆଶା ମୋର ହୋଇଲା

 222 total views