April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2020
26

ବଦଳିଛି ମୋ ଗାଁ ର ଚିତ୍ର – ସରସ୍ୱତୀ ନାୟକ

ବଦଳିଛି ମୋ ଗାଁର ଚିତ୍ର ସରସ୍ବତୀ ନାୟକ ଜହ୍ନ ବି ରୁଷିଛି ସୂରୁଜ ଲୁଚୁଛି ସବୁ ଫିକା ଆଜି ସତ ଅତ୍ୟାଧୁନିକର କବର ମଧ୍ୟରେ ବଦଳିଛି ଗାଁଆ ଚିତ୍ର। ।। ପାଟ ସରସୀରେ ଅଭିମାନୀ କଇଁ ପଦୁଅଁ ବିଷାଦଗ୍ରସ୍ତ ଲାଉ ,କଖାରୁର ଚାଳେ ନାହିଁ ଦେଖା ଝୋଟିରେ ଶୋଭେନା କାନ୍ଥ ।। ଧାନ କିଆରୀରେ ଶୁଭୁନାହିଁ ଆଉ କୃଷକର

Loading

Nov
2020
26

ପ୍ରେମ ନା ଆକର୍ଷଣ – ସୌଭାଗ୍ୟବତୀ ଗିରି

ପ୍ରେମ ନା ଆକର୍ଷଣ ??? ସୌଭାଗ୍ୟବତୀ ଗିରି ପ୍ରେମ ଆଜି ପାଲଟିଛି ପାଷାଣ ପ୍ରତିମା, ଲୁଚିଯାଇଛି ସାଗରର କେଉଁ ଅତଳ ଗର୍ଭରେ, ପ୍ରକୃତ ପ୍ରେମକୁ ପାତାଳରେ ପୋତିଦେଇ ତା’ ଉପରେ ଆକର୍ଷଣ ଗଢିଛି ଏକ ନଭଶ୍ଚୁମ୍ଭୀ ଅଟ୍ଟାଳିକା, ପ୍ରେମ ଶବ୍ଦର ସାହାରା ନେଇ ବାଜି ଜିତୁଛି ଆକର୍ଷଣ। ପ୍ରେମ ଏବେ ପାଲଟିଛି କେବଳ ମାତ୍ର ଦେହଦାହର କଥା, ଶାରୀରିକ

Loading

Nov
2020
26

ପ୍ରେମ ଆଉ ସମାଜ – ସୌଭାଗ୍ୟବତୀ ଗିରି

ପ୍ରେମ ଆଉ ସମାଜ ସୌଭାଗ୍ୟବତୀ ଗିରି ନା..ନା…ପ୍ରେମ କରିପାରିବିନି ମୁଁ । କାରଣ ମୁଁ ବି ସେଇ ସମାଜରେ ରହୁଛି, ଯେଉଁ ସମାଜ ରାଧାରାଣୀଙ୍କୁ ଦେଇଥିଲା କଳଙ୍କିନୀର ଆଖ୍ୟା, ଜନକନନ୍ଦିନୀଙ୍କ ଠାରୁ ନେଇଥିଲା ଅଗ୍ନିପରୀକ୍ଷା, ଆଉ ମୁଁ ଏମିତି କିଏ କି ? ରଙ୍ଗ ଲଗେଇବାର ଅଛି ଯଦି ହୋଲିରେ ଆସ, ନାଲି,ନେଳି,ହଳଦି,ସବୁଜ ଯେତେ ରଙ୍ଗ ଚାହିଁବ ଲଗେଇଦେବ

Loading

Nov
2020
26

ଆମ ସମ୍ବିଧାନ – ସୁଜାତା ରାଉତ

ଆମ ସମ୍ବିଧାନ ସୁଜାତା ରାଉତ ସ୍ଵାଧୀନ ଜୀବନ ସ୍ଵାଧୀନ ଭାଷଣ ମୌଳିକ ଅଧିକାର ସମସ୍ତେ ସଭିଁଏ ନାହିଁ ଭେଦଭାବ ଭାରତ ଉନ୍ନତ ଶିର । ମାନବିକତାର ଶ୍ରେଷ୍ଠ ପରିଚୟ ଦିଏ ଆମ ସମ୍ବିଧାନ ସାରା ବିଶ୍ବପାଇଁ ଉଦାହରଣ ସେ ଅହିଂସା ଯାହାର ପ୍ରାଣ । ଗରୀବ କି ଧନୀ ମୂରୁଖ କି ଜ୍ଞାନୀ ସମସ୍ତେ ସମ ତା ପାଖେ

Loading

Nov
2020
26

ହୃଦୟ – ଶ୍ରୀମତୀ ସଞ୍ଜିତା ପ୍ରଧାନ

ହୃଦୟ ଶ୍ରୀମତୀ ସଞ୍ଜିତା ପ୍ରଧାନ ବୁଝିବା ଜଟିଳ ବନ୍ଧୁ ହୃଦୟର ପରିଭାଷା ଯେତେ ବୁଝିଲେ ବି ମନେ ରହେ ଖାଲି ଅଭିଳାଷା । ଜୀବନର ରଙ୍ଗମଞ୍ଚେ ମୁଖ୍ୟ ନାୟକ ସିଏ ତା’ର ଅଭିନୟେ ପ୍ରାଣୀ ନିଜକୁ ହଜେଇଦିଏ । କାନ୍ଦୁଥାଏ ଯେବେ ସିଏ ଦୁଃଖ ଆଉ ପରିତାପେ ନାୟନ ଯୁଗଳୁ ଲୁହ ଝରିଯାଏ ଆପେ ଆପେ । ଆନନ୍ଦରେ

Loading

Nov
2020
26

ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ – ବିନୋଦିନୀ ଦାଶ

ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ ବିନୋଦିନୀ ଦାଶ ମଣିଷ ଜୀବନେ ତା’ର ଚଲାପଥେ ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ, ଗୋଟିକ ଭିତରେ ଆଉ ଗୋଟିଏ ତ ରହିଥାଏ ସଦା ନିର୍ଲିପ୍ତ ହୋଇ, ଜଣେ ଖରା ଜଣେ ଛାଇ, ଜଣେ ହେଲେ ଦୃଶ୍ୟ ଆନ ଯେ ଅଦୃଶ୍ୟ କାଳଚକ୍ର ଗତି ଅଟଇ ଏହି । ଜଣକ ବିହୁନେ

Loading

Nov
2020
26

ସ୍ମୃତି – ବନଲତା ଜାଲି

ସ୍ମୃତି ବନଲତା ଜାଲି ସ୍ମୃତି ତୁମେ ରୁପା ଜହ୍ନଝରା ଶୀତଳ ଜୋଛନା ରାତି ସ୍ମୃତି ତୁମେ ଫୁଲର ବାସ୍ନାରେ ପାଗଳ ପରଜାପତି ॥ ସ୍ମୃତି ତୁମେ ହଜିଲା ଦିନର ଛାତି ତଳ ମିଠା ଛୁଆଁ ସ୍ମୃତି ତୁମେ ପୋୖଷ ଶୀତର ସକାଳ ଉଷୁମ ନିଆଁ ॥ ସ୍ମୃତି ତୁମେ ମୋ ପିଲାଦିନର ବାଲି ଧୂଳିଘର ସାଥି ସ୍ମୃତି ତୁମେ

Loading

Nov
2020
26

ମିଛ ଗୀତ — ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

  ॥ମିଛ ଗୀତ ॥ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରେମ ଏଠି ମହମବତୀ ॥ ଖରା ର ଧାସ ରେ ଜଳି ଯାଏ ତ’ କେବେ ଲିଭି ଯାଏ । କେବେ ଉଠା କେବେ ପକା । ଢଳ ଢଳ ଝାଳ ଟୋପା ଆଜି ର ପ୍ରେମ । ହାଇଟେକ଼ ପ୍ରେମ ___ ପ୍ରତିଶ୍ରୁତି ଝୁଲୁ ଥାଏ ବାୟା

Loading

Nov
2020
26

ଉପହାସ — ଶ୍ରୀମତୀ ସଞ୍ଜିତା ପ୍ରଧାନ

“ଉପହାସ” ରେଲୱେ ଷ୍ଟେସନରେ ଦଶ ବର୍ଷର ବାଳକଟେ କିଛି ଖବର କାଗଜ ଆଉ ପତ୍ରିକା ଧରି ବିକ୍ରି କରୁଥାଏ । ପିଲାଟିର ଭଦ୍ର ବ୍ୟବହାର , ମାର୍ଜିତ କଥା ବାର୍ତ୍ତା , ଖବର କାଗଜ ଓ ପତ୍ରିକାରେ ଥିବା ଘଟଣାର ଚମତ୍କାର ଉପସ୍ଥାପନା ଶୈଳୀରେ ଯାତ୍ରୀ ପ୍ରଭାବିତ ହେଉଥାନ୍ତି । ଷ୍ଟେସନରେ ଥିବା ଯାତ୍ରୀ କ୍ଷଣେ ଅଟକି ଯାଇ

Loading

Nov
2020
25

ବନ୍ଧୁତା ର ସମ୍ପର୍କ — ପ୍ରେରଣା ପାତ୍ର

ବନ୍ଧୁତା ର ସମ୍ପର୍କ ବନ୍ଧୁ! ବନ୍ଧୁ ର ଅନ୍ୟ ନାମ ହେଉଛି ସାଙ୍ଗ, ମିତ୍ର, ସାଥୀ ଇତ୍ୟାଦି। ଇଂରାଜୀ ରେ ଫ୍ରେଣ୍ଡ୍, ହିନ୍ଦୀ ରେ ଦୋସ୍ତ , ୟାର ଇତ୍ୟାଦି। ଦୁଇଟି ବର୍ଣ୍ଣ ର ସଂଯୋଗ ରେ ଗଢା ଏହି ଶବ୍ଦ ବନ୍ଧୁ ଯାହାର ଅନେକ ପ୍ରତିଶବ୍ଦ ରହିଛି। ବନ୍ଧୁ ଯାହାର ଅର୍ଥ ହେଉଛି କେବଳ ସୁଖ ରେ

Loading

Nov
2020
25

ପ୍ରାୟଶ୍ଚିତ — ଜି. ନନ୍ଦିନୀ ରାଓ

🌸🌸ପ୍ରାୟଶ୍ଚିତ🌸🌸 ସେହି ବର୍ଷା ଭରା ରାତିରେ ତୁମେ ଥିଲ ମୋ ପାଖରେ। ଅନ୍ଧାର ରାତିରେ ଦୀପଶିଖା ଟିଏ ଜଳୁଥିଲା ଦୁହିଁଙ୍କ ମନରେ। ଚକ୍ ଚକ୍ ବିଜୁଳି ଶବଦ ରେ ପାଖକୁ ପାଖକୁ ଟାଣି ନେଉଥିଲା ବଦନ। ସେହି ଅନ୍ଧକାରେ ଘଟିଥିଲା ପ୍ରୀତି ର ମିଳନ। ଦୁହିଁଙ୍କୁ ଯୋଡି ଦେଲା ନୂତନ ଏକ ବନ୍ଧନରେ। ଓ ଯେତେବେଳେ ବର୍ଷା ର

Loading

Nov
2020
25

ପଣତ କାନିର ଛାଇ — ସୁଦର୍ଶନ ମହାପାତ୍ର

ପଣତ କାନିର ଛାଇ *************** ଆଗରୁ ନଜଣାଇ ଦିନେ ପହଂଚି ଯାଇଥିଲି ନାନୀ ପାଖରେ ।କେଉଁ ଯୁଗରୁ ଅପେକ୍ଷା କଲାଭଳି ମୋତେ ଦେଖି ଖୁସିରେ କୁରୁଳି ଉଠିଲା ।ଭଲମନ୍ଦ ସବୁ ପଚାରି ବୁଝିଲା । ପ୍ରାଇଭେଟ୍ କମ୍ପାନୀ ଚାକିରୀରୁ ମୁଁ ନିବୃତ୍ତ ହୋଇ ଯାଇଛି ଜାଣି ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଲା।ଅସୁବିଧାରେ ମୋ ସହିତ ସବୁ ସମୟରେ ଅଛି

Loading

Nov
2020
25

ନଡ଼ିଆ — ଅନିତା ବିଶ୍ୱାଳ

🌸 ନଡ଼ିଆ🌸   ✍️”ଜଗତର ନାଥ ଜଗନ୍ନାଥ ମନ୍ଦିରରେ ନଡ଼ିଆ ଶ୍ରେଷ୍ଠ ଫଳ ଭାବରେ ବିବେଚିତ ହେଇଥାଏ।ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିଛନ୍ତି ।ଗରିବ ହେଉ ବା ଧନୀ ଲୋକ ସର୍ବ ଧର୍ମ ସମନ୍ୱୟ ର ମିଳନ ସ୍ଥଳ ପୁରୀ ର ଜଗତର ନାଥ ଜଗନ୍ନାଥ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ।ଦାସିଆ ବାଉରୀ ଜଣେ

Loading

Nov
2020
25

ହଡା ବଳଦ ଓ ମାଲିକ  — ସୀମାଞ୍ଚଳ ପଣ୍ଡା

ହଡା ବଳଦ ଓ ମାଲିକ                      ସୀମାଞ୍ଚଳ ପଣ୍ଡା *********** ମାଲିକ  ବୁଢ଼ା   ରଖିଛି  ହଡା- ବଳଦ  ଏକ  ହଳ, ଆହାର  ପାଣି   ଅଭାବ  ପୁଣି ଭାଙ୍ଗିଗଲାଣି ବଳ।୧। ଖଟଣି   ବେଶି   ଦିବସ  ନିଶି କମାଏ ଦାନାପାଣି, ଆଦାୟ ବେଶି  କରଇ ଶୋଷି ନଦିଏ  ଜାଣି

Loading

Nov
2020
25

” ମୁଁ ଦ୍ଵନ୍ଦ” — ଶ୍ରୀମତୀ ସଞ୍ଜିତା ପ୍ରଧାନ

” ମୁଁ ଦ୍ଵନ୍ଦ” ————- କୁହେଲିକାମୟ ଆକାର ପ୍ରକାର ଝାପ୍ସା ମୋର ପ୍ରତିବିମ୍ବ କୁହୁକ ଜାଲରେ ସଦା ଦିଏ ଛନ୍ଦି ତତ୍ପରତାରେ ମୁଁ ବିଳମ୍ବ । ପ୍ରାଣୀର ସାମ୍ନାରେ ଥୋଇଦିଏ ମୁହିଁ ପସନ୍ଦର ଗନ୍ତାଘର ସେଇ ଗନ୍ତାଘରେ ନିଜକୁ ହଜାଇ ଖୋଜେ ପ୍ରଶ୍ନର ଉତ୍ତର । ମାନସିକ ତତ୍ତ୍ୱ ବିଶାଳ ମହତ୍ତ୍ୱ ଧରିଛି ମୋର ବୁକୁରେ ଭାବନା ସବୁକୁ

Loading

Nov
2020
24

ଏମିତିକା ଆସ –ପ୍ରଭାକର ଦାଶ

*ଏମିତିକା ଆସ* ତୁମେ ଏମିତିକା ଆସ ଯେମିତି ତୁମରି ପ୍ରେରଣାର ଅବାରିତ ଧାରାରେ ମୁଁ ଲେଖିବି କବିତା ପ୍ରଜ୍ଞା ଓ ମନୀଷାର କେଇଟା ପୃଷ୍ଠାରେ, ଦିର୍ଘଶ୍ବାସ ହୋଇ କରିଛି ପ୍ରତୀକ୍ଷା। ତୁମେ ଏମିତିକା ଆସ ତୁମକୁ ଦେଖି ଆଙ୍କି ଦେବି ଜୀବନ୍ତ ପ୍ରତିଛବି ତୋଳିଦେବି ଏକ ନୂତନ କୋଣାର୍କ ତୁମରି ହୃଦୟର ପୃଷ୍ଠଭୂମିରେ, ମାପିଦେବି ପ୍ରେମର ସାନ୍ଧ୍ରତା। ତୁମେ

Loading

Nov
2020
24

ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

ରାତ୍ରି ଗୋ ତୁମେ ରାତ୍ରି ଗୋ ତୁମେ ନିଶବ୍ଦ ଉକ୍ତିର ଆଞ୍ଜୁଳାଏ ଅନୁସୂଚି ତୁମେ ପୁଣି କେବେ ପ୍ରକୃତି ପୁସ୍ତକେ ପ୍ରତ୍ୟାଶାର ପ୍ରଶ୍ନବାଚୀ ସୁଷମା ସାଗରୁ ବାଛି ସରଗର ଶିରୀ ମରତର କୋଳେ ଆପେ ଆପେ ଦିଅ ଯାଚି ରାତ୍ରି ତୁମେ କେବେ କୃଷ୍ଣପଟ ସାଜ ଅଙ୍ଗେ ଧରି କେତେ ଚିହ୍ନ ଧ୍ୟାନମୟୀ ତୁମେ ସମୟ ସାରଥୀ ସାଧନାର

Loading

Nov
2020
24

ପ୍ରକୃତି — ଅନିତା ବିଶ୍ୱାଳ

🌱 ପ୍ରକୃତି🌳   ✍️”ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ।ସତରେ ଇଶ୍ଵର ପ୍ରକୃତି କୁ ବେଶ୍ ସୁନ୍ଦର ଭାବରେ ସର୍ଜନା କରିଛନ୍ତି ।ପ୍ରକୃତି ରାଣୀ ସବୁଜ ଜୀମା ରେ ପରିପୂର୍ଣ୍ଣ ।ଜଣେ ମଣିଷ ଯେତେବେଳେ ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରାଜି କୁ ଉପଭୋଗ କରେ ସତରେ ସେ ଏକ ଅଜଣା ଦୁନିଆରେ ହଜିଯାଇଥାଏ।ଅରଣ୍ୟ,ଲତା ,ବନଭୂମି ଦ୍ଵାରା

Loading