Jul
2020
3
ପଢନ୍ତୁ ତେଜସ୍ୱିନୀ ସାମଲ ଙ୍କ ପ୍ରବନ୍ଧ-ଓଡିଆ ଲୋକଗୀତ ରେ ଓଡିଆଣିର ଜୀବନ ଚରିତ
*ଓଡିଆ ଲୋକଗୀତ ରେ ଓଡିଆଣିର ଜୀବନ ଚରିତ* ———————————- ଲୋକଗୀତ ମୌଖିକ ଗୀତ। ପ୍ରାଚୀନକାଳରୁ ମଣିଷ ଭାବ ପ୍ରବଣତାର ପ୍ରଥମ ଓ ପ୍ରଧାନ ମାଧ୍ୟମ ଥିଲା ଗୀତ। ଗୀତ ମାଧ୍ଯମରେ ଆଦିମ କାଳରୁ ମଣିଷ ଭାବାନ୍ତର ସୃଷ୍ଟି କରିଆସିଛି। ସୁବିଧା ଦୃଷ୍ଟିରୁ ଲୋକଗୀତକୁ ଦୁଇ ଶ୍ରେଣୀରେ ଵିଭାଗୀକରଣ କରାଯାଇଛି ଗୋଟିଏ ନାରୀ ଓ ଅନ୍ୟଟି ପୁରୁଷ। ନାରୀମାନଙ୍କ ମଧ୍ୟରେ