March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Jul
2020
4

ଡିଜିଟାଲ ପ୍ରେମ

ଡିଜିଟାଲ ପ୍ରେମ…… କାଇଁ ପଚାରୁଛୁ ସଚ୍ଚା ପ୍ରେମ କଥା ସିଏ ତ ଚୁଲିକୁ ଗଲାଣି, ଆଜିକାଲି ପ୍ରେମ ଭାରି ଆଡଭାଂସ୍ ସବୁ ପ୍ରେମରେ ବୁଡିକି ମଲେଣି ପ୍ରେମ ନିବେଦନ ହୁଏ ଫେସବୁକ୍ ରେ ଆଳାପ ଭିଡିଓ କଲ୍ ରେ, କୋଣରେ ବସିକି ଫୋନରେ ଗପନ୍ତି ନହେଲେ ହ୍ୱାସ୍ଅପ୍ ଚାଟିଙ୍ଗ୍ ରେ। ରାଗିଗଲେ କିଏ ଜଣାପଡିଯାଏ ଦେଖିଦେଇ ତାଙ୍କ ସ୍ଟାଟସ୍,

Loading

Jul
2020
4

ପଢନ୍ତୁ ବିନୋଦିନି ଦାଶ ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ

ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ “ଅଇଲା ଲୋ ମାଆ ଗେଟେଇ ରାଣୀ ସବୁ ଓଷାବାର ଆଣିଲା ଟାଣି ।”   ଉକ୍ତ ଲୋକଗୀତଟିକୁ ମୁଁ ପିଲାବେଳୁ ମୋ ବୋଉ ତୁଣ୍ଡରୁ ଶୁଣିଛି ।ନୀଳାଦ୍ରି ବିହାରୀ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ଯେଉଁ ମଙ୍ଗଳବାର ପଡେ, ସେହିଦିନ “ବିପତ୍ତାରିଣୀ”

Loading

Jul
2020
4

ପଢନ୍ତୁ ପ୍ରିୟମ୍ବଦା ରାଉତ ଙ୍କ ପ୍ରବନ୍ଧ ଓଡ଼ିଆ ଲୋକ ଗୀତରେ ଓଡ଼ିଆଣୀର ଜୀବନ ଚର୍ଯ୍ୟା

ଓଡ଼ିଆ ଲୋକ ଗୀତରେ *ଓଡ଼ିଆଣୀର ଜୀବନ ଚର୍ଯ୍ୟା  କୌଣସି ଦେଶ ବା ସଭ୍ୟତା ବିଷୟରେ ଜାଣିବାକୁ ହେଲେ ତାର ଇତିହାସକୁ ହିଁ ଆମକୁ ଜାଣିବାକୁ ପଡିଥାଏ l ସେହିପରି ଓଡ଼ିଆ ସାହିତ୍ୟର ଇତିହାସକୁ ପାଠ କଲେ ଆମେ ଓଡ଼ିଆ ସାହିତ୍ୟର ଲୋକ ସାହିତ୍ୟ ବିଷୟରେ ଜାଣିପାରିବା l ପ୍ରାଚୀନ ଶିଳାଲେଖ ଓ ସାରଳା ଯୁଗ ପୂର୍ବରୁ ଲୋକ ସାହିତ୍ୟ

Loading

Jul
2020
4

ପଢନ୍ତୁ ମିନାକ୍ଷୀ ବ୍ରହ୍ମ ଙ୍କ ପ୍ରବନ୍ଧ ଲୋକ ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ

ଲୋକ ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ ଲୋକଗୀତ ଓଡିଆ ସାହିତ୍ୟର ଆଦିମାତା । ବିଶ୍ବର ବୈଚିତ୍ର୍ୟଠାରୁ ସାହିତ୍ୟ ଜଗତର ବୈଚିତ୍ର୍ୟ ଅନ୍ୟତମ । ସଂସାରରେ ସବୁ ବାସ୍ତବ କିନ୍ତୁ ସାହିତ୍ୟ ଜଗତରେ ଯେତିକି ବାସ୍ତବ ତା’ଠୁ କଳ୍ପନା ବେଶୀ । ବାସ୍ତବ ଓ କଳ୍ପନାକୁ ନେଇ ସାହିତ୍ୟର ମଧୁରତା । ଏ ହେଲା ସାହିତ୍ୟର ପରିଚୟ

Loading

Jul
2020
4

ପଢନ୍ତୁ ବାସନ୍ତୀ ଲତା ଜେନା *ଲୋକ ଗୀତରେ ପଲ୍ଲୀ ବଧୂର* *ଜୀଵନ* 

*ଲୋକ ଗୀତରେ ପଲ୍ଲୀ ବଧୂର* *ଜୀଵନ*  ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସରଂଚନାରେ ପଲ୍ଲୀ ବଧୂର ଜୀଵନ ଅତ୍ୟନ୍ତ ମନୋରମ ଓ ସରଳ l ତାର ହୃଦୟ କୋମଳତାର ପରିପୂର୍ଣ୍ଣ l ଖୁବ କମରେ ସେ ସନ୍ତୁଷ୍ଟ ହୋଇ ଥାଏ l ସ୍ନେହ, ପ୍ରେମରେ ସେ ସମସ୍ତଙ୍କୁ ଆପଣାର କରି ନିଏ l ଘରର ଚାରି କାନ୍ଥ ମଧ୍ୟରେ ଶଙ୍ଖା

Loading

Jul
2020
4

ପଢନ୍ତୁ ରଂଜିତା ପାଟି ଙ୍କ ପ୍ରବନ୍ଧ ଓଡିଆ ଲୋକଗୀତ ରେ ଓଡିଆଣୀ ର ଜୀବନ ଚରିତ

  ଓଡିଆ ଲୋକଗୀତ ରେ ଓଡିଆଣୀ ର ଜୀବନ ଚରିତ ¤¤¤¤¤¤¤¤¤¤¤¤¤¤ ଓଡିଆ ଜାତି ର ସଂସ୍କୃତି,କଳା ଐତିହ୍ୟ,ସାହିତ୍ୟ,ଭାସ୍କର୍ଯ୍ୟ ପ୍ରାଚୀନ ସମୟ ରୁ ଅଦ୍ୟାବଧି ତାର ସ୍ବାତନ୍ତ୍ର୍ୟ ରକ୍ଷା କରି ଆସିଛି. । ଓଡିଆ ଲୋକଗୀତ ମଧ୍ୟ ଓଡିଆ ସାହିତ୍ୟ ର ଅନନ୍ୟ ଦିଗ ଅଟେ ।ସମୟ ର ବିବର୍ତନ ରେ ବି. ସେ ତାର. ସତ୍ତାଅବଲୁପ୍ତ ହେବାକୁ

Loading

Jul
2020
4

ପଢନ୍ତୁ ସୁପ୍ରିୟା ମିଶ୍ର ଙ୍କ ପ୍ରବନ୍ଧ ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ

 ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ ଓଡିଶା ପାଣି ପବନରେ ଏପରି ଅନେକ ପରିଚିତ ଓ ପୂର୍ବ ପ୍ରଚଳିତ ଲୋକକଥା ବା ଲୋକଗୀତ ରହିଥିଲା।ଲୋକଗୀତ ଅଗଣିତ ଜନ ହୃଦୟର ସ୍ମାରକୀ ଅଟେ। ଯାହା ମନର ବ୍ଯାଥାକୁ ଗୀତ ଆକାରରେ ପରିପ୍ରକାଶ କରିଦିଏ । ଏଥିରେ ଛୋଟ ଛୋଟ ଢଗ ଢମାଳି, ଦୋଳି ଗୀତ, କାନ୍ଦଣା ଗୀତ, କୁଆଁର

Loading

Jul
2020
4

ପଢନ୍ତୁ ସ୍ଵର୍ଣଲତା ପତିଙ୍କ ପ୍ରବନ୍ଧ ଓଡିଆ ଲୋକଗୀତରେ ଓଡ଼ିଆଣୀର ଚରିତ୍ର

🧕ଓଡିଆ ଲୋକଗୀତରେ ଓଡ଼ିଆଣୀର ଚରିତ୍ର ରସାନନ୍ଦ-ସତ୍ୟାନନ୍ଦ-ଦୁଃଖନାଶକ ସମାଜ ସୁଧାରକ ଲୋକଗୀତ ମଣିଷ ଜୀବନର ସ୍ୱତନ୍ତ୍ର ଅଭିବ୍ୟକ୍ତି। ଏହାର ଛନ୍ଦେ ଛନ୍ଦେ ବାଜିଉଠେ ଜୀବନର ସାମ୍ୟ ସଙ୍ଗୀତ।ଉନ୍ମୋଚିତ ହୁଏ ଜୀବନ ଚର୍ଯାର ରହସ୍ଯ।ଲୋକଗୀତ ହିଁ ଓଡ଼ିଆ ପଦ୍ୟସାହିତ୍ୟର ପ୍ରାଥମିକ ସୃଷ୍ଟି। ସଂସ୍କୃତ ସାହିତ୍ୟର ବେଦକୁ ଶୁଣି ଶୁଣି ମନେରଖୁଥିଲେ ଲୋକମାନେ। ସାଧାରଣ ଜନତା ଏହାର ସ୍ରଷ୍ଟା। ଲୋକ ମୁଖରୁ ଲୋକମୁଖକୁ

Loading

Jul
2020
4

ପଢନ୍ତୁ ନିବେଦିତା ମହାପାତ୍ର ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ

🌹ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ🌹 ******************************* ପଲ୍ଲୀ ବିଳାସିନୀ ଉତ୍କଳ ଭୂଇଁର ସୌନ୍ଦର୍ଯ୍ୟ ସୁଷମା ଯେମିତି ମନୋମୁଗ୍ଧକର ତା’ କଳା,ସଂସ୍କୃତି,ଲୋକଗୀତ,ପରମ୍ପରା,ଐତିହ୍ୟ ସେମିତି ମନୋଜ୍ଞ ଓ ଅନନ୍ୟ,ଯାହାର ବର୍ଣ୍ଣନା କରିବା ଅସମ୍ଭବ। ଓଡ଼ିଶାର ପାଣି ପବନରେ ଏପରି ଅନେକ ପରିଚିତ ଏବଂ ପୂର୍ବ ପ୍ରଚଳିତ ଲୋକ କଥା ଓ ଲୋକଗୀତ ରହିଥିଲା ଯାହା ଆଜି କାଳର କରାଳ ଗର୍ଭରେ

Loading

Jul
2020
4

ପଢନ୍ତୁ ଜୟଶ୍ରୀ ମେହେର ଙ୍କ ଓଡ଼ିଆ ପ୍ରବନ୍ଧ ଲୋକଗୀତରେ ଓଡିଆଣୀର ଜୀବନ ଚରିତ

ଲୋକଗୀତରେ ଓଡିଆଣୀର ଜୀବନ ଚରିତ ଏ ବିପୁଳ ପୃଥ୍ଵୀ ହେଉଛି ଲୋକଗୀତର ପ୍ରଶସ୍ତ କ୍ଷେତ୍ର । ମଣିଷର ପ୍ରକୃତ ଆତ୍ମ ପରିଚୟ ଏହି ସାହିତ୍ୟରେ ମିଳିଥାଏ । ନିଜକୁ ଓ ଜଗତକୁ ଜାଣିବା ପାଇଁ ଏଥିରେ ବ୍ୟାପକ ପରିସର ରହିଛି । ଆଦିମ ମଣିଷର କଳାପ୍ରିୟତା, ସାମାଜିକ ଜୀବନ ଧାରା ଓ ସଂସ୍କୃତି ସମ୍ପର୍କରେ ନାନା କଥା ଲୋକଗୀତିକାରୁ

Loading

Jul
2020
4

ପଢନ୍ତୁ ନଳିନୀ ପ୍ରଭା ମିଶ୍ର ଙ୍କ ପ୍ରବନ୍ଧ ଓଡ଼ିଆ ଲୋକ ଗୀତ ରେ ଓଡ଼ିଆଣିର ଜୀବନ ଚରିତ*

**ଓଡ଼ିଆ ଲୋକ ଗୀତ ରେ *ଓଡ଼ିଆଣିର ଜୀବନ ଚରିତ* ଓଡ଼ିଆ ର ଲୋକ ଗୀତ ରେ       ଆମ ଜୀବନ  ଚର୍ଯା ଲେଖିବା ଗାଇବା ଉଡାଇ    ଆମ ଗରଵ ଧ୍ଵଜା। ଅତୀତ ଆମପାଇଁ ଯେତିକି ଶିକ୍ଷଣୀୟ ସେତିକି ସଂସ୍କୃତି ସମ୍ପନ୍ନ। ଅତୀତ ର ସେହି ଘରେଘରେ ପରିଚିତ ଲୋକଗୀତ ଚିର ଆଦୃତ ହୋଇ ରହି ଆସିଛି, ଯାହା

Loading

Jul
2020
4

ପଢନ୍ତୁ ପଦ୍ମାଳୟା ସାମଲ ଙ୍କ ପ୍ରବନ୍ଧ ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା

ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା ଓଡ଼ିଆ ଲେଖକ ମାନେ ତାଙ୍କ ଲେଖନୀରେ ଗୋଟେ ଓଡ଼ିଆଣିର ରୂପ ଲବଣ୍ୟ ଓ ଜୀବନ ସୟେଳିକୁ ପୂର୍ଣ୍ଣତା ଦେଇ ଥାନ୍ତି। ଓଡ଼ିଆ କବି ମାନେ ଓଡ଼ିଆ ଲୋକ ଗୀତ ମାଧ୍ୟମରେ ଓଡ଼ିଆଣିର ବର୍ଣ୍ଣନା କରିଥାନ୍ତି। ଆମ ଓଡ଼ିଆ ଘର ର ବୋହୁ କୁ ଓଡ଼ିଆଣି ବୋଲି କୁହ ଯାଇ ଥାଏ

Loading

Jul
2020
4

ପଢନ୍ତୁ ସଂଯୁକ୍ତା ସାହୁ ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତରେ ଓଡ଼ିଆଣୀଙ୍କ ଜୀବନ ଚରିତ

  ଓଡ଼ିଆ ଲୋକଗୀତରେ ଓଡ଼ିଆଣୀଙ୍କ ଜୀବନ ଚରିତ ଆମ ସମାଜ ପୁରୁଷ ପ୍ରଧାନ ।ନାରୀର ସ୍ବାଧୀନତା ଆଉ ସ୍ବାଧୀକାର ପ୍ରାୟ ସଙ୍କୁଚିତ ।ସେ ପୁରୁଷ ଉପରେ ନିର୍ଭରଶୀଳ ଓ ପରୋମୁଖୀପେକ୍ଷିତା।ପ୍ରତ୍ୟେକ ନାରୀ ଓ ପୁରୁଷର ଭାବ ଓ ଚେତନାର ସ୍ୱାତନ୍ତ୍ର୍ୟ ବୈଶିଷ୍ଟ ଥାଏ ।ନାରୀର ବକ୍ତବ୍ୟ ପ୍ର୍ରକାଶ କଲାବେଳେ ତାର ଅଜ୍ଞାତ ସାରରେ ପ୍ରତିଧ୍ବନିତ ହୋଇଥାଏ ।ପୁରୁଣା ଯୁଗରେ

Loading

Jul
2020
4

★ଓଡ଼ିଆ ପଢନ୍ତୁ ଆଶିଷ ବେହେରା ଙ୍କ ପ୍ରବନ୍ଧ ଲୋକଗୀତ ରେ ଓଡ଼ିଆଣି ର ଜୀବନ ଚରିତ★

★ଓଡ଼ିଆ ଲୋକଗୀତ ରେ ଓଡ଼ିଆଣି ର ଜୀବନ ଚରିତ★ ଲୋକଗୀତ ଲୋକ ଜୀବନର ଅବିକଳ ପରିପ୍ରକାଶ । ଭାବ ଅତି ସରଳ ଅଥଚ ଭାବ ଗମ୍ଭୀର।ଶୈଳୀ ଆଡ଼ମ୍ବର ହୀନ, ମାତ୍ର ଚିନ୍ତା ଓ ଚେତନା ସୁଦୂର ପ୍ରସାରି । ଆଦି ମଣିଷ ଯେତେବେଳେ ବଣଜଙ୍ଗଲ,ପାହାଡ଼ ମଧ୍ୟରେ ବାସକରୁଥିଲା ,ଗଛ ର ଫଳମୂଳ ଥିଲା ତାର ଆହାର ,ବୃକ୍ଷର ବଳ୍କଳ

Loading

Jul
2020
4

ପଢନ୍ତୁ ଅଶୋକ ପତିଙ୍କ ପ୍ରବନ୍ଧ ଓଡିଆ ଲୋକ ଗୀତ ରେ ଓଡ଼ିଆଣୀ ର ଜୀବନଚରିତ-

ଓଡିଆ ଲୋକ ଗୀତ ରେ ଓଡ଼ିଆଣୀ ର ଜୀବନଚରିତ- ସହିତ + ଯ= ସାହିତ୍ୟ ଯାହା ସହିତ ଜଡିତ ବା ଯୁକ୍ତ ନ ହେଲେ ମନୁଷ୍ୟର ସମସ୍ତ ପରିତୃପ୍ତତା ମିଳେ ନାହିଁ ତାହା ହିଁ ସାହିତ୍ୟ ା ସାହିତ୍ୟ ଏକ ଲୋକକଳା ଏହାର ସ୍ମରଣ ମାତ୍ରେ ସମାଜର ମ°ଗଳ ତ୍ଵ ହିଁ ନିର୍ଝର ହୋଇ ସୁମଧୁର ରାଗିଣୀ ସୃଷ୍ଟି

Loading

Jul
2020
4

ପଢନ୍ତୁ ପ୍ରତାପ କିଶୋର ରାଉତ ଙ୍କ ଓଡ଼ିଆଣୀ ର କଳା ରେ ଲୋକଗୀତ

ଓଡ଼ିଆଣୀ ର କଳା ରେ ଲୋକଗୀତ **********************           ନାରୀ ହିଁ ବିଧାତାର ସୃଷ୍ଟି ରେ ଏକ ଅନବଦ୍ୟ ଅବଦାନ। ସେ ହିଁ ସୃଷ୍ଟି କାରିଣୀ, ପରିପୋଷଣୀ ଓ ପରି-ପାଳିନୀ ର ମୂର୍ତ୍ତିମନ୍ତ ପ୍ରତୀକ ।ସୃଷ୍ଟିର ଆଧାର ରୁ ଆଦିମାତା ରୂପେ ସନ୍ତାନ ସନ୍ତତି ମାନଙ୍କର ମଙ୍ଗଳ ବିଧାନ କରିଥାଏ। ତାର ରୂପ ରସ ଛନ୍ଦ ରେ ରହିଥାଏ

Loading

Jul
2020
4

ପଢନ୍ତୁ ଡମ୍ବରୁଧର ବେହେରା ଙ୍କପ୍ରବନ୍ଧ – ଓଡ଼ିଆ ଲୋକ ଗୀତରେ ଓଡ଼ିଆଣୀର ଜୀବନ ଚରିତ

ପ୍ରବନ୍ଧ – ଓଡ଼ିଆ ଲୋକ ଗୀତରେ ଓଡ଼ିଆଣୀର ଜୀବନ ଚରିତ ପ୍ରଦତ୍ତ ପ୍ରସଙ୍ଗ ବିଷୟରେ ଆଲୋଚନାର ବିଚାର ବିମର୍ଷ କରିବା ପୂର୍ବରୁ ମୋ ମତରେ ଏଠାରେ ଓଡ଼ିଆ ଲୋକ ସାହିତ୍ୟ ସମ୍ବନ୍ଧରେ ସମ୍ୟକ ଆଲୋଚନା କରିବା ଉଚିତ ମନେ ହୁଏ।ଏହା ଏକ ସଂସ୍କୃତିର ଅଂଶ ବିଶେଷ।ଏହା ସମଗ୍ର ଜନ ସମାଜର ସାହିତ୍ୟ।ତେଣୁ ଲୋକରତ୍ନ ଡକ୍ଟର କୁଞ୍ଜ ବିହାରୀ ଦାସ

Loading

Jul
2020
4

*ପଢନ୍ତୁ ମମତାରାଣୀ ଦାଶ ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତ ରେ ଓଡ଼ିଆଣୀ ର ଜୀବନ ଚରିତ*

*ଓଡ଼ିଆ ଲୋକଗୀତ ରେ ଓଡ଼ିଆଣୀ ର ଜୀବନ ଚରିତ* କୌଣସି ଦେଶ ବା ଜାତିର ଇତିହାସ ସଂପୃକ୍ତ ଦେଶ ବା ଜାତି ସମ୍ବଧ ରେ ସମ୍ୟକ ଧାରଣା ଦେଇଥାଏ। ସେହିପରି ଗୋଟିଏ ଭାଷା ବା ସାହିତ୍ୟର ଇତିହାସ ସଂପୃକ୍ତ ଭାଷା ବା ସାହିତ୍ୟର ସମୃଦ୍ଧି ବିଷୟରେ ଅନେକ ତଥ୍ୟ ଯୋଗାଇଥାଏ।ଓଡ଼ିଆ ସାହିତ୍ୟର ଇତିହାସ ଦେଖିବାକୁ ଗଲେ ଲିଖିତ ସାହିତ୍ୟ

Loading

Jul
2020
3

ବୁଢା ବରଗଛ

ବୁଢା ବରଗଛ ବୃଦ୍ଧାବସ୍ଥା ଜୀବନର ଅନ୍ତିମ ଚରଣ, ପିଣ୍ଡାରେ ବସି ଟୁକୁ ଟୁକୁ ହେଇ ଦେଖିବା ଛଡା କଣ ବା ଆଶା କରି ହେବ, ସେ ମୃତ ଆଶାଟା ବି କେବେଠୁ ଏକା କରି ଛାଡି ଚାଲିଗଲାଣି. କେଉଁ ଦୂର ଦିଗନ୍ତରୁ କୋଇଲି ଟା ଖତେଇ ହେଲା ପରି ତୁହା କୁ ତୁହା ରଡି ପକାଇ ଡାକୁଛି. ରହ

Loading