March 25, 2023
11 11 11 AM
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
Latest Post
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ

*ସମୟ – ସୀମାଞ୍ଚଳ ପଣ୍ଡା*

               **** *ସମୟ* ****

                                                  ସୀମାଞ୍ଚଳ ପଣ୍ଡା

   ***********

ମୋଠାରେ ମୋହର ନାହିଁ ଅଧିକାର

ନପାରେ ଅଟକି ନହୁଏ ଥୟ,

ଅବିଶ୍ରାନ୍ତ   କର୍ମ    ସଂସାରର   ଧର୍ମ

ସର୍ଵଦା  ସଚଳ ମୁହିଁ ସମୟ।

 

ଅଵିରାମ   ଗତି   ଅଛି ମୋ   ଶକତି

ନିରନ୍ତରକର୍ମ ମୋହର ଦୀକ୍ଷା,

ଚାଲିଵି    ଚାଲିଵି     ନ ପଡ଼ିଵି  ଥକି

ସଂସାରନିମନ୍ତେ ପାଇଛିଶିକ୍ଷା,

ନାହିଁ   ପରାଜୟ    ସର୍ଵଦା    ଵିଜୟ

ତୁମ କର୍ମ  ଲାଗି  ହୁଏ ଅଥୟ,

ମୋଠାରେ  ମୋହର ନାହିଁ  ଅଧିକାର

ନପାରେ  ଅଟକି ନହୁଏ ଥୟ।

 

ଵୟସ   ମୋହର   ଯୁଗେ  ଭାଗକର

ଅଖଣ୍ଡ  ଵୟସ   ନହୁଏ ଶେଷ,

କାଳ  କରେ   ଭାଗ   ମାନଵ ଵିଭାଗ

ସମୟ ହିସାଵେ କରମଯୋଗ।

 

ଧୀର   ଗତି   ମୋର  ଚକ୍ର ପରକାର

ଘୂରି ଚାଲେ ମିଳେ ନାହିଁ ଵିରାମ,

ନ ପଡ଼ଇ  ଥକି   ନ ହୁଏ  ମୁଁ  ଦୁଃଖୀ

ସଂସାର ନିମନ୍ତେ  ସଦା  ସକ୍ଷମ,

ମୋ ପାଇଁ  ଜଗତ  ଗାଉଛି  ସଂଗୀତ

ନାହିଁ  ମୋ ଵିଲୟ ନିତ୍ୟ ଵିଜୟ,

ଅବିଶ୍ରାନ୍ତ    କର୍ମ    ସଂସାରର   ଧର୍ମ

ସର୍ବଦା    ସଚଳ   ମୁହିଁ  ସମୟ।

 

ଜୀଵନର    ଵ୍ରତ    ସଂସାରର   ହିତ

କରିପାରେ  ଯେଵେ ଜଗତ ଜନ,

କରେନା  ନିପାତ  ମୋତେ  କଦାଚିତ

ପୁଣ୍ୟ  ଅରଜନେ  ହୁଏ  ମଗନ।

     ******************

            ସୀମାଞ୍ଚଳ ପଣ୍ଡା

 151 total views,  1 views today

Leave a Reply

Your email address will not be published. Required fields are marked *