March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପ୍ରେମ ତୁ କାହାର ସପ୍ନ — ବାସୁଦେବ ଜଗତ*

ପ୍ରେମ ତୁ କାହାର ସପ୍ନ

ଅଢେଇ ଅକ୍ଷର
ପ୍ରେମ ଯେ ତୁମର
ତୁମେ ସପ୍ନ କାହା ପାଇଁ,,,,,
କାହାପାଇଁ ତୁମେ
ମଳୟ ପବନ
କାହାପାଇଁ ଜ୍ୱଳନ୍ତା ଯୁଇଁ,,,,,।।
ପ୍ରେମ କାହାପାଇଁ
ବାଲିଘର ତୁମେ
ତାହାପାଇଁ ଅଶରା ନଇଁ,,,,,
କାହାପାଇଁ ତୁମେ
ସଜଫୁଟା ଫୁଲ
କାହାପାଇଁ ଲୁହ ର ନଇଁ,,,,।।
ପ୍ରେମ ତୁମେ ଅଟ
ଇଶ୍ୱରଙ୍କ ଦାନ
ଏ ମାନବ ଜାତି ପାଇଁ,,,,,,
ପ୍ରେମ ତୁମେ ଅଟ
ଚିରନ୍ତନ ସତ୍ଯ
ଯୁଗ ଯୁଗର ପାଇଁ,,,,,।।
ପ୍ରେମ ତୁମେ ପୁଜା
ତୁମେ ହିଁ ମନ୍ଦିର
ସାକ୍ଷୀ ଏଇ ଇତିହାସ,,,,
ତୁମେ ତ ଅମର
ଏଇ ସଂସାର ରେ
ତୁମର ପତନ ନାହିଁ,,,,।।
କାହା ପାଇଁ ତୁମେ
ସପ୍ନ ଟିଏ ସିନା
କାହାପାଇଁ ଜହ୍ନ ରାତି,,,,
ପୁଣି କାହାପାଇଁ
ଅଫେରା ଫଗୁଣ
କାହାପାଇଁ ତୁମେ ସ୍ରୁତି,,,,।।
ପ୍ରେମ କାହା ପାଇଁ
ପ୍ରତାରଣା ତୁମେ
କା ପାଇଁ ସୁନେଲି ସପନ,,
ପୁଣି କାହା ପାଇଁ
ମଧୁଭରା ରାତି
କାହା ପାଇଁ ତୁମେ ଶ୍ରାବଣ,,, ।।
**********************
ବାସୁଦେବ ଜଗତ
ଚନ୍ଦାହାଣ୍ଡି /ନବରଙ୍ଗପୁର

Loading

22 thoughts on “*ପ୍ରେମ ତୁ କାହାର ସପ୍ନ — ବାସୁଦେବ ଜଗତ*

  1. whoah this blog is wonderful i love reading your posts. Keep up the good work! You know, lots of people are hunting around for this information, you could help them greatly.

  2. F*ckin¦ remarkable issues here. I¦m very happy to look your article. Thanks a lot and i’m looking ahead to contact you. Will you please drop me a e-mail?

  3. Bandar Poker Resmi says:Thank you for the auspicious writeup. It in fact was a amusement account it. Look advanced to far added agreeable from you! By the way, how can we communicate?Reply 03/14/2020 at 4:48 am

  4. We stumbled over here coming from a different web
    address and thought I
    might as well check things out.
    I like what I see so now i am following
    you. Look forward to checking out your web page for a second time.

Leave a Reply to site Cancel reply

Your email address will not be published. Required fields are marked *