October 17, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା*
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା* *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ* *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

*ପ୍ରକାଶ ର ପରିଧି– ଡଃ. ଲଷ୍ମୀକାନ୍ତ ଦାଶ*

🌹ପ୍ରକାଶ ର ପରିଧି 🌹

ପ୍ରକାଶ ହୋଇଛ ତୁମେ ଦୟାମୟ
ପ୍ରକାଶି ଅନ୍ତରେ ମୋର
ପ୍ରକାଶ କରିଛ ଚେତନା ସ୍ୱରୂପ
ପ୍ରକାଶି ଇଛା ତୁମର l l

ପ୍ରକାଶ୍ୟ ତୁମର ଜ୍ୟୋତି ଅପରୂପ
ପ୍ରକାଶ ଚର୍ମ ଚକ୍ଷୁରେ
ପ୍ରକାଶ ପାଇବ ତୁମ ଇଛା ହେଲେ
ପ୍ରକାଶେ ସ୍ମୃତି ମନରେ l l

ପ୍ରକାଶ ହୋଇବ ମୋ ଗନ୍ତବ୍ୟ ପଥ
ପ୍ରକାଶେ ମୁଁ ଆତଯାତ
ପ୍ରକାଶ ବନ୍ଧନେ ଛନ୍ଦି ଏ ଜୀବନେ
ପ୍ରକାଶ ରେଣୁ ପ୍ରାପତ l l

ପ୍ରକାଶିତ ତୁମେ ପ୍ରତି ରେଣୁ ମଧ୍ୟେ
ପ୍ରକାଶ ର ଦିବ୍ୟ ଧାରା
ପ୍ରକାଶ ଭରିଛ ପ୍ରତି ଜୀବ ରନ୍ଧ୍ରେ
ପ୍ରକାଶରେ ପିଣ୍ଡଭରା l l

ପ୍ରକାଶ କରିଛ ପ୍ରୀତି ଭାବଧାରା
ପ୍ରକାଶରେ ଉଜ୍ଜିବିତ
ପ୍ରକାଶରେ ପୁଣି ଜୀବନ୍ୟାସ ଦେଇ
ପ୍ରକାଶେ କର ପ୍ଲାବିତ l l

ପ୍ରକାଶ ହୋଇଛ ପ୍ରତି କର୍ମେ ମୋର
ପ୍ରକାଶି ଯେ ଦିବ୍ୟ ପଥ
ପ୍ରକାଶେ ତୁମର ଇଚ୍ଛା ପୂର୍ଣ୍ଣକର
ପ୍ରକାଶରେ ଢାଳେ ମାଥ l l

Dr. Laxmikanta Dash, HOD, Education, Sukinda College, Sukinda, Jajpur, India, 9853049055.

 148 total views,  1 views today

Leave a Reply

Your email address will not be published. Required fields are marked *