October 16, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା *
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ *
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା * *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ * *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

*ମାନବିକତା–ଅଙ୍କିତ୍ କୁମାର ସ୍ୱାଇଁ*

-:: ମାନବିକତା ::-

ସରବ ସହଣୀ ବସୁଧା ଜନନୀ
ଜଗତର କଲ୍ୟାଣ ନିମିତ୍ତ
ଅନେକ କଷ୍ଟକୁ ସହୁଛି ,
ସ୍ରଷ୍ଟାଙ୍କର ସୃଷ୍ଟି ତିଷ୍ଠିବା ପାଇଁକି
ସର୍ବଶ୍ରେଷ୍ଠ ପ୍ରାଣୀ ମାନବକୁ ଗଣି
ସର୍ବଦା ପାଳନ କରୁଛି |

ଚେତନା ରୂପକ ଆୟୁଧକୁ ଏଠି
ବିଶ୍ୱାସ ଖିଅରେ ବାନ୍ଧିକି
ମାନବକୁ ଟେକି ଦେଈଛି ,
ମଣିଷର ସବୁ ପାଶବତା ପାଶେ
ଦୁଇ ହାତ ଟେକି
ଗୁମୁରି ଗୁମୁରି କାନ୍ଦୁଛି |

କ୍ଷଣିକ ଆଲୁଅ ଆଭାଷ ଲାଳସେ
ଅଜ୍ଞାନ ରୂପକ ମତ୍ସ୍ଯଟିଏ ଯେହ୍ନେ
ତରୀ ଗର୍ଭେ ଝାସ ଦେଉଛି ,
ଷଡ଼ରିପୁଙ୍କର ଅଙ୍ଗୁଳି ନିର୍ଦେଶେ
କାମାନ୍ଧ ମଣିଷ ଦେହର ଲାଳସେ
ସଂସ୍କାରକୁ ଭୁଲି ଯାଉଛି |

ଚାକଚକ୍ୟମୟ ସଂସାର ହାଟରେ
ଧର୍ମର ପସରା ଛାଡିକି
ଅଧର୍ମ ସଉଦା କିଣୁଛି ,
ମରୀଚିକା ରୂପ ପାଶବତା ପାଶେ
କର୍ପୁର ବିହୀନ ଆବଶ୍ୟକହୀନ
କନା ପରି ମନେ ହେଉଛି |

ନିର୍ବୋଧଟେ ଏଠି ଗୁହାରି କରୁଛି
ମୋ ଅଧିରା ମାଆକୁ ପୂର୍ଣ୍ଣଗର୍ଭା କର
ଚେତନାର ବିର୍ଯ୍ୟ ଭରିକି ,
ସୁନ୍ଦର ସୃଷ୍ଟିକୁ ରୁଚିବନ୍ତ କର
ମାନବ ରାଇଜେ ଆସିକି
ମାନବିକତା ଭେଟି ଦେଇକି |

-: ଅଙ୍କିତ୍ କୁମାର ସ୍ୱାଇଁ :-
-: ଯାଜପୁର :-

 1,149 total views,  1 views today

Leave a Reply

Your email address will not be published. Required fields are marked *