April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଗାଁ ର ବାସନା — ❤️ ଜ୍ୟୋତିରଂଜନ ପେଡ଼ି❤️

✨✨✨✨ଗାଁ ର ବାସନା✨✨✨✨

ରାତି ପାହେ ଆମ ଗାଁ ଚାଳର ଫାଙ୍କାରେ,
ଗୋବରର ଲିପାପୋଛା ମାଟି ପିଣ୍ଡା ମା’ର ହାତରେ।

ଆମ ଗାଁ ନଈ ପଠା ସବୁଜିମା ସୁନେଲୀ ପ୍ରାନ୍ତର,
ବିଲ ବଣ ବେଣାପାଟ କାଶଦଣ୍ଡୀ ଫୁଲର ଚାଦର।

ଆମ ଗାଁ ଜହ୍ନରାତି ଦାଣ୍ଡପାଖ ଅଗଣାରେ ଖେଳେ,
ନଡ଼ିଆ ବାହୁଙ୍ଗା ସବୁ ଫିସ୍ ଫିସ୍ କଥା ହେବାବେଳେ।

ଆମ ଗାଁ ଶୀତ ରାତି ଚୋର ପରି ଛପି ଛପି ଆସେ,
କିଆ କେତକୀ ସୁବାସେ ଚଉଦିଗ ମହାକେ।

ସଞ୍ଜ ହେଲେ ଘଣ୍ଟା ବାଜେ ଗାଁ ମୁଣ୍ଡ ଦାମପେଡି ଘରେ,
ଘିଅ ଦୀପ ଜଳିଉଠେ ଆମ ଘର ଚଉଁରା ମୂଳରେ।

ପହିଲି ଆଷାଢ଼ ଯେବେ ବର୍ଷିଯାଏ ଗାଁ ଦାଣ୍ଡ ଗୋଧୂଳି ଲଗନେ,
ବସ୍ନାୟିତ ଓଦା ମାଟି ଆଣିଦିଏ ପୁଲକିତ ସବୁରି ପରାଣେ।

ସ୍ୱାଧୀନ ହୋଇଛୁ ଆମେ ବିତିଲାଣି ଅନେକ ବରଷ,
କାହିଁ ଗଲା ଜୀବନର ଆମର ହରଷ।

ଗାଁ କିନ୍ତୁ ବଦଳିଛି ବଦଳିନି ତାହାର ସ୍ୱରୂପ,
ବଦଳିଛି ଗାଁ ଦାଣ୍ଡେ ପାର୍ବଣର ଅପୂର୍ବ ଚମକ।

ଟାଉଟରି, ଧୋକା ବାଜି, ହିଂସା ଦ୍ୱେଷ,ମାଲିମକଦ୍ଦମା,
ରାଜନୀତି ନାମରେ ଆଜି ବଦଳିଛି ଗାଁ ମା’ର ଶାନ୍ତି।

ଗାଁ ଦାଣ୍ଡ କାନ୍ଥରେ ଶୁଭେ ଆଜି ଶୃଗାଳର ବିକଟ ଚିତ୍କାର,
ବିଧବାର ଶବ୍ଦହୀନ ପଦଧ୍ୱନି ଚାରିଆଡ଼େ ଆମ ଅନ୍ଧକାର।

ଶୁଭୁନାହିଁ ଘଣ୍ଟା ଶଙ୍ଖ କାର୍ତ୍ତିକର ମଙ୍ଗଳ ଅାରତୀ,
ସ୍ମୃତିର ଫିସିଲ୍ ତଳେ ଦିଶେ ଖାଲି ଜହ୍ନରାତି।

ଅତିକ୍ରାନ୍ତ ବୟସରେ ଭାରି ଆଜି ମନେପଡେ ଗାଁର କଥା,
ସମୟ ଯାଉଛି,ମଣିଷ ବଦଳୁଛି,ମୁଁ ବି ବଦଳୁଛି କିନ୍ତୁ ବଦଳୁ ନାହିଁ ମୋର ଗାଁ।
ଭୁଲି ନାହିଁ, ନଭୁଲିବି କେବେ ମୁହିଁ ଗାଁର ମମତା।
🌴🌴🌴🌴🌴🌴🌴🌴🌴🌴🌴🌴🌴🌴🌴🌴
☀️✨☀️✨☀️✨☀️✨☀️✨☀️✨☀️✨☀️✨
🌲🌲🌲🌲🌲🌲🌲🌲🌲🌲🌲🌲🌲🌲🌲🌲

……………………….

 1,123 total views,  1 views today

10 thoughts on “ଗାଁ ର ବାସନା — ❤️ ଜ୍ୟୋତିରଂଜନ ପେଡ଼ି❤️

  1. Heya і’m for the fіrst time herе. I found thisboard and I find It really useful & it һelped me out a lot.I һope to give something back and aid others like you aided mе.

  2. When I originally commented I clicked the “Notify me when new comments are added”checkbox and now each time a comment is added I get several emails with the same comment.Is there any way you can remove me from that service? Cheers!

Leave a Reply

Your email address will not be published. Required fields are marked *