February 22, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଗାଁ ର ବାସନା — ❤️ ଜ୍ୟୋତିରଂଜନ ପେଡ଼ି❤️

✨✨✨✨ଗାଁ ର ବାସନା✨✨✨✨

ରାତି ପାହେ ଆମ ଗାଁ ଚାଳର ଫାଙ୍କାରେ,
ଗୋବରର ଲିପାପୋଛା ମାଟି ପିଣ୍ଡା ମା’ର ହାତରେ।

ଆମ ଗାଁ ନଈ ପଠା ସବୁଜିମା ସୁନେଲୀ ପ୍ରାନ୍ତର,
ବିଲ ବଣ ବେଣାପାଟ କାଶଦଣ୍ଡୀ ଫୁଲର ଚାଦର।

ଆମ ଗାଁ ଜହ୍ନରାତି ଦାଣ୍ଡପାଖ ଅଗଣାରେ ଖେଳେ,
ନଡ଼ିଆ ବାହୁଙ୍ଗା ସବୁ ଫିସ୍ ଫିସ୍ କଥା ହେବାବେଳେ।

ଆମ ଗାଁ ଶୀତ ରାତି ଚୋର ପରି ଛପି ଛପି ଆସେ,
କିଆ କେତକୀ ସୁବାସେ ଚଉଦିଗ ମହାକେ।

ସଞ୍ଜ ହେଲେ ଘଣ୍ଟା ବାଜେ ଗାଁ ମୁଣ୍ଡ ଦାମପେଡି ଘରେ,
ଘିଅ ଦୀପ ଜଳିଉଠେ ଆମ ଘର ଚଉଁରା ମୂଳରେ।

ପହିଲି ଆଷାଢ଼ ଯେବେ ବର୍ଷିଯାଏ ଗାଁ ଦାଣ୍ଡ ଗୋଧୂଳି ଲଗନେ,
ବସ୍ନାୟିତ ଓଦା ମାଟି ଆଣିଦିଏ ପୁଲକିତ ସବୁରି ପରାଣେ।

ସ୍ୱାଧୀନ ହୋଇଛୁ ଆମେ ବିତିଲାଣି ଅନେକ ବରଷ,
କାହିଁ ଗଲା ଜୀବନର ଆମର ହରଷ।

ଗାଁ କିନ୍ତୁ ବଦଳିଛି ବଦଳିନି ତାହାର ସ୍ୱରୂପ,
ବଦଳିଛି ଗାଁ ଦାଣ୍ଡେ ପାର୍ବଣର ଅପୂର୍ବ ଚମକ।

ଟାଉଟରି, ଧୋକା ବାଜି, ହିଂସା ଦ୍ୱେଷ,ମାଲିମକଦ୍ଦମା,
ରାଜନୀତି ନାମରେ ଆଜି ବଦଳିଛି ଗାଁ ମା’ର ଶାନ୍ତି।

ଗାଁ ଦାଣ୍ଡ କାନ୍ଥରେ ଶୁଭେ ଆଜି ଶୃଗାଳର ବିକଟ ଚିତ୍କାର,
ବିଧବାର ଶବ୍ଦହୀନ ପଦଧ୍ୱନି ଚାରିଆଡ଼େ ଆମ ଅନ୍ଧକାର।

ଶୁଭୁନାହିଁ ଘଣ୍ଟା ଶଙ୍ଖ କାର୍ତ୍ତିକର ମଙ୍ଗଳ ଅାରତୀ,
ସ୍ମୃତିର ଫିସିଲ୍ ତଳେ ଦିଶେ ଖାଲି ଜହ୍ନରାତି।

ଅତିକ୍ରାନ୍ତ ବୟସରେ ଭାରି ଆଜି ମନେପଡେ ଗାଁର କଥା,
ସମୟ ଯାଉଛି,ମଣିଷ ବଦଳୁଛି,ମୁଁ ବି ବଦଳୁଛି କିନ୍ତୁ ବଦଳୁ ନାହିଁ ମୋର ଗାଁ।
ଭୁଲି ନାହିଁ, ନଭୁଲିବି କେବେ ମୁହିଁ ଗାଁର ମମତା।
🌴🌴🌴🌴🌴🌴🌴🌴🌴🌴🌴🌴🌴🌴🌴🌴
☀️✨☀️✨☀️✨☀️✨☀️✨☀️✨☀️✨☀️✨
🌲🌲🌲🌲🌲🌲🌲🌲🌲🌲🌲🌲🌲🌲🌲🌲

……………………….

Loading

10 thoughts on “ଗାଁ ର ବାସନା — ❤️ ଜ୍ୟୋତିରଂଜନ ପେଡ଼ି❤️

  1. Heya і’m for the fіrst time herе. I found thisboard and I find It really useful & it һelped me out a lot.I һope to give something back and aid others like you aided mе.

  2. When I originally commented I clicked the “Notify me when new comments are added”checkbox and now each time a comment is added I get several emails with the same comment.Is there any way you can remove me from that service? Cheers!

Leave a Reply

Your email address will not be published. Required fields are marked *