April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*😢ବଞ୍ଚିବାର ଅନ୍ୟ ନାମ ଯନ୍ତ୍ରଣା😢*

ବଞ୍ଚିବାର ଅନ୍ୟ ନାମ ଯନ୍ତ୍ରଣା

ଏକଦା ଏକ ସମୟରେ ହୃଦୟ ଓ ମସ୍ତିଷ୍କ ର ଆଳାପ
ବିଷୟବସ୍ତୁ “ଜୀବନ ଯନ୍ତ୍ରଣା ରେ ପ୍ଲାବିତ ”
ହେଲେ ଏ ଯନ୍ତ୍ରଣା ଆସେ କାହୁଁ ଓ କେମିତି କରିବା ୟାକୁ ଜୀବନ ରୁ ରହିତ ।

 

ହୃଦୟ କହେ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ର ଅଭାବ ତ ଯନ୍ତ୍ରଣା
କିନ୍ତୁ ମସ୍ତିଷ୍କ ର ଅନ୍ୟୋକ୍ତି ଅଯଥା ଭାବନା ଯନ୍ତ୍ରଣା, ଯେତେବେଳେ
ଏ ମଣିଷ ସ୍ବହିତ ପାଇଁ ଓ ପର ଦୁଃଖ ପାଇଁ କରେ ଖରାପ ମନ୍ତ୍ରଣା
ଦୁଃଖ ସହିବାକୁ ଶକ୍ତି ଥିଲେ ପାଶେ
ଦୁଃଖେ ଦ୍ରବିଭୂତ ହୋଇ ମଉଳିଯିବା ଜୀବନ ନୁହେଁ ।
ପୁଣି ହୃଦୟ ବୁଝାଏ , ଯେବେ କଷ୍ଟ ଦିଏ ଆପଣାର ତେବେ
ଜଳିଜଳି ଯିଇବାକୁ ହୁଏ , ସଜ ଗୋଲାପ ବି ମଉଳା ଲାଗେ ,
ଅମୃତ ଲାଗେ ଜହର ।

ମସ୍ତିଷ୍କ କହେ ଆପଣାକୁ ଅବିଶ୍ୱାସ ତ
ନିଜର ସର୍ବନାଶ ।
ହୃଦୟ କହେ , ଯଦି ଆପଣା ଖୋଜେ ସଂପର୍କରେ ରାସ୍ତା ଅନ୍ତରର
ତେବେ ଚାନ୍ଦିନୀ ରାତି ଲାଗେ କାଳରାତି ଓ ପୁଷ୍ପପଥ ବି ରାସ୍ତା ଯମପୁର ର ।
ତେବେ ଯନ୍ତ୍ରଣା ହିଁ ତ ଅର୍ଥ ବଞ୍ଚିବାର।

ଯାଇ ସେ ମୁକ୍ତ ପୃଥିବୀର ପ୍ରକୃତି କୋଳରେ ଖେଳୁଥିବା ସନ୍ତାନ ମାନଙ୍କୁ ପଚାର,ହେ ମସ୍ତିଷ୍କ ,
ଦୁଃଖ କଣ ସେମାନେ ଭୋଗନ୍ତି ନାହିଁ !!
ସଂଗ୍ରାମ କଣ ସେମାନେ କରନ୍ତି ନାହିଁ ବଞ୍ଚିବାର !!
ସେଇ ପେଟ ଚାଖଣ୍ଡ ଓ ସଂପର୍କ ପାଇଁ ତ ସଭିଏଁ ଯୁଝନ୍ତି , ଆଉ କୁହନ୍ତି ,
ଯନ୍ତ୍ରଣା ହିଁ ତ ଅର୍ଥ ବଞ୍ଚିବାର।


ଜ୍ୟୌତିର୍ମୟୀ ଓଝା
ବାଲିପାଳ, କେଉଁଝର

Loading

One thought on “*😢ବଞ୍ଚିବାର ଅନ୍ୟ ନାମ ଯନ୍ତ୍ରଣା😢*

  1. Today, taking into consideration the fast chosen lifestyle that everyone is having, credit cards get this amazing demand throughout the market. Persons out of every arena are using credit card and people who not using the credit card have prepared to apply for just one. Thanks for spreading your ideas in credit cards. https://psoriasismedi.com over the counter psoriasis drugs

Leave a Reply to over the counter psoriasis drugs Cancel reply

Your email address will not be published. Required fields are marked *