March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

❤💖ଜୀବନର ଟିକେ ସୁଗନ୍ଧ💖❤

 

❤💖ଜୀବନର ଟିକେ ସୁଗନ୍ଧ💖❤

ସେ କହେ ଜଳିବା ପାଇଁ
ଶୁଖିଲା କାଠ ଦୁଇ ଖଣ୍ଡହିଁ ଯଥେଷ୍ଟ
ମୁଁ କହେ ନାଇଁମ କଞ୍ଚା ଜଖମ ଟିକେହିଁ ଯଥେଷ୍ଟ
ଦର ସିଝା ଗଣ୍ଡିଟାକୁ ଜାଳି ଜାଳି ସିଝାଇଦେବା ପାଇଁ …

ସେ କହେ ପଖାଳ ସାଙ୍ଗରେ ଲୁଣ ଚିମୁଟେ ହେଲେ
ଆମ ଦୁଃଖ ବାଟ ଭାଙ୍ଗେ
ମୁଁ କହେ ପିଲାଦିନେ ବାପାଙ୍କ ସାଥୀରେ
ବିଲ ହିଡରେ ଖାଇଲାବେଳେ ତାଙ୍କ ଦେହର ସେ ଝାଳ
ଲୁଣଠାରୁ ଆହୁରି ଅଧିକା ଲୁଣିଆ ଲାଗେ
ପଖାଳ କଂସାରେ……

ସେ କହେ ମୁଁ କାଳେ ଆଧୁନିକତାରୁ
ଏବେ ଏବେ ଅତ୍ୟାଧୁନିକତା ନିକଟକୁ ଲମ୍ପ ମାରୁଛି
ମୁଁ କହେ ହେ ନାମ
ମୋ ପିଣ୍ଡପରା ପ୍ରାଚୀନତାରେ ଗଢା
ଧୂଳିରେ ଖେଳିଛି
ଗାଁରେ ବୁଲିଛି
ଜେଜେମା ଠାରୁ କାହାଣୀ ଶୁଣିଛି……

ସେ କହେ ମୁ କାଳେ ମୁଭି ଦେଖେ ସେ ପୁଣି ବଲିଉଡ
ମୁଁ କହେ
ପାଲା ଦେଖିଛି
ଦାସକାଠିଆକୁ ଗାଁ ଦାଣ୍ଡରେ ଭେଟିଛି
ଘୁମୁରାନାଚକୁ ବଳଦେବଙ୍କର ଜନମେ ଦେଖିଛି…..

ସେ କହେ ସତରେ ତୁ ଦେଶୀ ଦେଶୀ
ମୁଁ ଭାବେ ତୁ ସସ୍ଥା ବିଦେଶୀ
ମୁଁ କହେ ବିଦେଶୀ ହେବାର
ସଉକୁ ମୋର
ଭାଙ୍ଗିଦେଲା ଏହି କରୋନା ଜ୍ୱର….

✍ସ୍ଵର୍ଣପ୍ରଭା ଖଟୁଆ
ଯାଜପୁର

Loading

4 thoughts on “❤💖ଜୀବନର ଟିକେ ସୁଗନ୍ଧ💖❤

  1. I am also commenting to let you know of the helpful encounter my friend’s daughter found reading through your web page. She figured out numerous issues, not to mention what it’s like to have an amazing giving mood to have most people really easily know selected impossible subject areas. You really exceeded our own expectations. Many thanks for imparting the invaluable, safe, explanatory and even easy thoughts on the topic to Janet.

  2. Bardzo podoba mi się twoja strona. Jeżeli chcesz się lepiej ze mną poznać i potrzebujesz odżywek lub suplementów diety na masę sprawdź mój blog!

Leave a Reply

Your email address will not be published. Required fields are marked *