March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପଢନ୍ତୁ ସରସ୍ୱତୀ ସାଲିମା ଙ୍କ ପ୍ରବନ୍ଧ “”ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବି ମାନଙ୍କ ଅବଦାନ””

“”ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବି ମାନଙ୍କ ଅବଦାନ””



ନାରୀ ସର୍ବଦା ପୂଜନୀୟ।ତାର ଗୁଣ ଗାରିମାର ପରିକଳ୍ପନା ନାହିଁ। ପୁରାତନ ଯୁଗରୁ ଆରମ୍ଭକରି ଆଜିକା ଯୁଗରେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ରଚନା କରିଥିବା
ଗଳ୍ପ, ଉପନ୍ୟାସ, କବିତା ପ୍ରବୃତ୍ତି ଅନେକ ସାମାଜିକ ଚେତନାର ବାର୍ତ୍ତା କିଛି କମ ନୁହେଁ। ଅତୁଳନୀୟ
ପ୍ରେରଣା ଦାୟକ ଅଟେ।କେବେ ଅନୀଳ ସୁଷମା ର ପୁଳକିତ ମହକ ବିତରେ ତ ଆଉ କେବେ ଜର୍ଜରିତ ମାନସପଟରେ ଅଧିକାର ପାଇଁ ପଛଘୁଞ୍ଚା ଦେଉନଥିବା । ଶ୍ରେଷ୍ଠ କବି ନାରୀ ଟିଏ।

ସାରସ୍ବତ ଭଣ୍ଡାରରେ ନାରୀ କବିଙ୍କ ଲେଖା ଉଚ୍ଚକୋଟୀର ଓ ଶିକ୍ଷଣୀୟ ।

କୁନ୍ତଳା କୁମାରୀ ସାବତଓଡିଆ ଭାଷାର ପ୍ରଥମ ଔପନ୍ୟାସିକା । ତାଙ୍କ ରଚିତ ଭ୍ରାନ୍ତି,ନଅତୁଣ୍ଡୀ,କାଳୀ ବୋହୁ,ପରଶମଣି,ରଘୁ ଅରକ୍ଷିତ, ଅଞ୍ଜଳି, ଅର୍ଚ୍ଚନା ଅନ୍ୟତମ।ସେ ଜାତିପ୍ରଥା , ବାଲ୍ୟବିବାହ ଓ ମହିଳା ପ୍ରଭେଦ ଅଧିକାର ବିରୁଦ୍ଧରେ ଲେଖି ଥିଲେ।

ସରଳା ଦେବୀ-ଧୈର୍ଯ୍ୟଶାଳୀ, ଶୈବ୍ୟା , କଳ୍ପିତ ମୃତ୍ୟୁ ତାଙ୍କ ରଚିତ ଜାଗରଣ,ପଞ୍ଚ ପ୍ରଦୀପ, ବୀର ରମଣୀ,ସତଧର୍ମ,ନାରୀରଦାବୀ ,ଅଳକା, ଇତ୍ୟାଦି ଅନ୍ୟତମ। ନାରୀର ଆଇନ ଗତ ଅଧିକାର ,
ସମାଜକୁ ଜାଗରଣ କରିବା ଦିଗରେ ତାଙ୍କର ଭୂମିକା ଅଗ୍ରନ୍ୟ ଅଟେ।

ନନ୍ଦିନୀ ଶତପଥୀ-ଓଡିଶା ପ୍ରଥମ ମୁଖ୍ୟ ମନ୍ତ୍ରୀ ତଥା ଜଣେ ଲୋଖିକା ଥିଲେ। ଓଡ଼ିଶାର ଲ୍ୟେହମାନବୀ ଭାବେ ପରିଚିତ ତାଙ୍କ ରଚିତ ଗଳ୍ପ ଅନାଥ,ସପ୍ତଦଶୀ, ଉପନ୍ୟାସ ଟିକି ସୁନା ହଜିଗଳା ଆଦି ହୃଦୟସ୍ପର୍ଶୀ।

ରମା ଦେବୀସ୍ବାଧିନଚେତନା ଜାଗରଣ ର ବାର୍ତ୍ତା ବହ କବି ।ତାଙ୍କ ରଚିତ ସେଦିନ ଶ୍ରେଷ୍ଠ,ସୁଦୂର ସଙ୍ଗୀତ,ଯୁଗରୁ କଳ୍ପ ଅନ୍ୟତମ।

ଶୈଳବାଳା ମହାନ୍ତି-ଙ୍କ କ୍ଷୁଦ୍ର କାବ୍ୟ,
ଆମ ବଉଳ, ଇତ୍ୟାଦି। ଦେଶ ପ୍ରେମହିତ ଉତ୍ସାହନ ମୁଳକ କାବ୍ୟ କବିତା ରଚିତ।

ଶକୁନ୍ତଳା ଦେବୀ-ଚୈତ ଅବିନାଶୀ, କାଚ ଝୁଲଣା , ଅନ୍ୟତମ। ପ୍ରେରଣା ଦାୟକ ଅଟେ।

ବୀଣାପାଣି ମହାନ୍ତି-ଓଡିଆ ସାହିତ୍ୟ ରେ ପାଟଦେଇ ନାମରେ ପରିଚିତ।
ପ୍ରଖ୍ୟାତ କଥାଶିଳ୍ପୀ ଏବଂ ବିଶିଷ୍ଟ ଗାଳ୍ପିକା ତାଙ୍କ ରଚିତ ନାଉଗଛ, ଅଶ୍ରୁ ଅନଳ, ଶକୁନିର ଛକା, କସ୍ତୁରୀ ମୃଗ, ସବୁଜ ଅରଣ୍ୟ , ଖେଳ ଚାଳିଛି ଉପନ୍ୟାସ,କାଳାନ୍ତର କୁନ୍ତୀ କୁନ୍ତଳା ଶକୁନ୍ତଳା ଆଦି ଶ୍ରେଷ୍ଠ।

ମନୋରମାବିଶ୍ଵାଳମ‌ହାପାତ୍ର-କିଶଳୟ,ଫୁଳଫୁଟା ମୁହୂର୍ତ୍ତ,ଏକଳା ନଈର ଗୀତ ବେଶ ଭାବସ୍ବଶୀ ପରିଲକ୍ଷିତ ହୁଏ।

ସୁଲୋଚନା ଦାସ-ଓଡିଶାର କଳା ଓ ଓଡ଼ିଶାର ପ୍ରକୃତି,ଆମ ସଂସ୍କୃତିକ ଚେତନା ଇତ୍ୟାଦି ତାଙ୍କ ରଚିତ। ଓଡ଼ିଶାର କଳା ସଂସ୍କୃତି ପରମ୍ପରା ର ଅଲୋକିକ ଐତିହ୍ୟ ପ୍ରତିଭାର ଜୀବନ୍ତ ଦର୍ଶନ ପରିଲକ୍ଷିତ ହୁଏ।

ପ୍ରତିଭା ରାୟଗଙ୍ଗଶିଉଳୀ, ଅସମାପ୍ତ, ଷଷ୍ଠ ସତୀ, ଯାଜ୍ଞସେନୀ ରଚିତ । ନୂତନ ପ୍ରଭାତର କରୁଣୀମା
ର ଧାରା କଲମ ମାଧ୍ୟମରେ ରୁଦ୍ଧିମନ୍ତ କରିପାରିଥିବା ଜଣେ ଓଡ଼ିଆ ନାରୀ କବି।

ମାତୃ ରୂପେଣୀ ଦୁର୍ଗା ଙ୍କ ଯେପରି ରୂପ ନାରୀ ମାଁ ,ଜାଜା, ଭଗିନୀ ଭାବରେ ବିବେଚିତ। ଓଡ଼ିଆ ରେ ନାରୀ କବିଙ୍କ ସାରସ୍ବତ ସାଂସ୍କୃତିକ ପରମ୍ପରା , କୁ ନେଇ ଜାଗରଣ ସଂଶକ୍ତି କରଣ , ସତସତିକା ଘଟଣାକୁ ନେଇ ରଚନା କରିଥିବା କାବ୍ୟ କବିତା ଗଳ୍ପ ବେଶ୍ ଚମତ୍କାର।
ଦେଶ ପାଇଁ ମମତା,ସ୍ବର ଉତ୍ତୋଳନ ତାଙ୍କର ଲେଖନୀ ରୁ ଜଣାଯାଏ ସ୍ବାଧୀନତା ପାଇଁ ଜାଗରଣ
ସବୁ ଠୁଁ ବଡ଼ ନିଜ ଅଧିକାର ପାଇଁ ଲଢି ପାରୁଥିବା ପ୍ରେରଣା ଉତ୍ସ ତାଙ୍କ ସୁଜନୀର ବାର୍ତ୍ତା।

ଅବଳା ଦୁବଳା ଭାବୁଥିବା ସମାଜରେ ନିଜ ଅନ୍ତଃସ୍ବର ଅଧିକାର ପାଇଁ ଲଢେ଼ଇ କରିଥିବା ପ୍ରତ୍ୟେକ ଏକ ସ୍ବାଧୀନତା ସଂଗ୍ରାମୀ କାହା
ଆଶିର୍ବାଦ ର ବାତ୍ତାବହ ପ୍ରେରଣା ସମୁଦାୟ ଶକ୍ତି ରୂପେଣୀ ସେନା ବାହିନୀ।ତାଙ୍କ ଅପରିକଳ୍ପନା ବାସ୍ତବ ବାଦି ସମାଜ ଉପକାରୀ ଲେଖା ।
ଚିର ସ୍ମରଣୀୟ ଇତିହାସେ ରହୁ।।



ସରସ୍ବତୀ ସାଲିମା
ସମ୍ବଲପୁର
ରେଙ୍ଗାଲି
୭୬୮୨୧୨

Loading

2 thoughts on “ପଢନ୍ତୁ ସରସ୍ୱତୀ ସାଲିମା ଙ୍କ ପ୍ରବନ୍ଧ “”ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବି ମାନଙ୍କ ଅବଦାନ””

  1. In case you’ve been camping well prior to, you little question know the way really hard it might be to prepare a tenting out journey. You need to find the right area for your camping Net website, decide on factors to deliver, prepare for weak conditions, and even more. The good news is to suit your needs, preparing your up coming tenting outside holiday vacation may be much easier due to the next report. Just before go out on your own very long-awaited out of doors tenting journey, ensure the location the position you want to tenting doesn’t desire a camping outdoors enable it to be probable for. If you camping inside of a place that does demand 1 in addition to you didn’t get a person, then you could potentially be experiencing an excellent hefty ticket or fantastic from a community woodland ranger. After you end up camping out, a necessity for your personal things is really a achievement knife. This really is A very powerful ingredient of the outside camping products. Order an Excellent survival knife, not just the bottom priced you might find, your Life style could depend upon it. These knives are really quite related these individuals have a lengthy blade serrated on a person component in addition to a hollow handle. Inside the cope with you might have fishing line, hooks, a compass, and matches as being a modest survival established. To boost your slumbering simple knowledge when tenting, supply a cushion together that you could spot beneath your resting scenario. This cushion operates as being a shield in between you together with the hard floor in which by twigs and shrub knots may well cause Bizarre slumbering complications. If a mat isn’t valuable, provide several supplemental comforters that you could possibly collapse around on them selves to create some help. Workout tends to make great when pitching a tent. Make time for you to place the tent up very well prior to departing for your family vacation. This allows you to Establish your usefulness at constructing the tent, in addition to can help find any troubles With all the tent within the party you’ll want to trade it for the more wise option. Tenting out is a straightforward satisfaction in lifestyle for the ones that comprehend The obvious way to get it accomplished. You must Establish on your expertise base of outdoor tenting by undertaking proper Investigation. You are going to end up eager within the delights of camping outdoor quickly in almost any way with one particular of these exceptional recommendations readily available.

Leave a Reply

Your email address will not be published. Required fields are marked *