April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ରଂଜିତା ପତିଙ୍କ ଗଳ୍ପ ଅନୁଭୂତି ରେ ଜଗନ୍ନାଥ

ବିଷୟ–#ଅନୁଭୂତି ରେ ଶ୍ରୀ ଜଗନ୍ନାଥ#
************************
ଶୀର୍ଷକ⇒–ଅନାଥ ର ନାଥ.
ଶ୍ରୀ ଜଗନ୍ନାଥ
:::::::::::::::::::::::::::::::::
ଯାହାର ମହିମା ,ଦେବ ଙ୍କୁ ଅଗୋଚର,,,,ଛାର ମନୁଷ୍ୟ ବା କି ବଖାଣିବ ସେ. ମହିମାମୟଙ୍କ
ଅପାର,,,,ଅନନ୍ୟ ଲୀଳା. କୁ,,,,,

ସଖୀଲୋ,,
ଥରେ ଅନା ସେ
କଳା ବଦନକୁ
ତ୍ରିଭୂବନେ କେ ସମର୍ଥ ,,,,
କହଲୋ,,
ତା,,,ଦାତାପଣିଆ କୁ,,,
,
ଅଗତି ର ଗତି ସେ
ଅସହାୟ ରପରମ. ସହାୟ
ହୃଦୟ ବିଗଳିତ. ହୁଏ ,,,ସେ. ମହନୀୟ ଭାବନା ରେ
ପ୍ଳାବିତ ହୁଏ ନୟନ,,,,,,ସେ ମହାନୁଭବ ରେ,,,,
ନାସ୍ତିକ ବି ଆସ୍ତିକ ହୋଇଯାଏ,,,,,
ଗୋଟିଏ ମୂହୁର୍ତ ରେ,,,,,
ବଦଳିଯାଏ,,,,,ଜୀବନ ର ଗତିପଥ,,,,,,,,
କେତେ ଭକ୍ତ,,,କେତେ କାହାଣୀ,,,,,,,
ଯୁଗଯୁଗ ଧରିବାନ୍ଧି ରଖନ୍ତିସେ
ଆପଣା ଭାବ ର ଡୋରି ରେ,,,,,
ଏ ଜୀବନ ତ ତାଙ୍କରି. ଦାନ,,ସୁଖ ବି ତାଙ୍କରି,,ଦୁଃଖ ବି,,,,

୨୦୧୭ମସିହା ର ଡିସେମ୍ବର ଛୁଟି ରେହଠାତ୍ ମୋ ଝିଅ ର ଦେହ ଖରାପ ହେଲା,,,,,କିମ୍ ସ୍ ମେଡିକଲ୍ ରେ ଜଏନ୍ କଲୁ,,।।
I. C. U ରେ ରଖିଲୁ,।
ତାର ଠିକ୍ ଦୁଇମାସ ପୂର୍ବରୁ. ମୋ
ସ୍ବାମୀଙ୍କର ସ୍ବର୍ଗବାସ ହୋଇଯାଇଥାଏ. । ସେ ଦୁଃଖ ପରେ ପୁଣି ଏ ଦୁଃଖ । ଝିଅ ର ସେନ୍ ସ୍. ନଥାଏ ।
ମୁଁ କେବଳ. ବିକଳ ହୋଇ ଠାକୁର ଙ୍କୁ ଡାକୁଥାଏ ।
ମୋ ପିଲାକୁ ,,,ତୁମେ ହିଁ ରଖିବ. ପ୍ରଭୁ,,,ନତେତ୍ ମୋଜୀବନ ନିଶ୍ଚୟ ହାରିଦେବି ମହୋଦଧି ରେ,,,,,
ପଇସା ପତ୍ର କିଛି ବି ନ ନେଇ ଖୁବ ବ୍ୟସ୍ତ ତା ଭିତରେ ଝିଅ କୁନେଇ ଚାଲିଯାଇଥିଲି ଭୁବନେଶ୍ବର,,।ସାଙ୍ଗ ରେ ଜ୍ବାଇଁମାନେ ବିଥିଲେ ଅବଶ୍ୟ. ।
ପାଖରେ ଥିବା ଭାଇ ଜଣେ କିଛିଟଙ୍କା ଆଣି ଦେଲା,,ସବୁଶୁଣିବା ପରେ,,,।
ଝିଅ କୁ ଟିକେ ଭଲ ଲାଗିବାପରେମୁଁ ଘରକୁ ଆସିଲି. ,,,,ଟଙ୍କାଯୋଗାଡ କରିବାକୁ,,,, ଆସିଲା ବେଳେ କିଛି ଅସୁବିଧା ହେଲାନି,,କିନ୍ତୁ
ତା ପର ଦିନ ପୁଣିଭୁବନେଶ୍ବର ଫେରିଲି. ଟଙ୍କା ଯୋଗାଡ କରି,,,
ରାତି ଅନିଦ୍ରା ଥିଲି,,,,,ବହୁଦିନ ଧରି
ବସ୍ ରେ ଆଖି ଲାଗିଗଲା,,,,,ଜୟଦେବ ବିହାର ରେ ଓହ୍ଲାଇ କିମ୍ ସ୍ ମେଡିକଲ୍ ଯିବା କଥା,,,,
ପୂର୍ବରୁ ମୁଁ କେବେ ଏକା ଯାଇନଥିଲି ଭୁବନେଶ୍ବର,,, ଅଜଣା ଥିଲାସବୁଜାଗା ମୋ ପାଇଁ,,,,,
ହଠାତ୍ ଆଖି ଖୋଲିଲା ବେଳକୁ ବସ୍ ଖାଲି,,,ଦୁଇ ଚାରିଜଣଙ୍କୁ ଛାଡି,,,ବସ୍ ପୁରା ଖାଲି,,
KIMS ଠାରୁ ପ୍ରାୟ10କି.ମି ଆଗକୁ ବସ୍ ଚାଲିଗଲାଣି,,,,।କାହାକୁକହିବି,,,,,ଆଖିର ଲୁହ କୁ ଲୁଚାଇ ଡ୍ରାଇଭର ଭାଇଙ୍କୁ ପଚାରିଲି,,ମତେ ଟିକେ ସାହାଯ୍ୟ କରିବେ କିମ୍ ସ୍ ଯିବା ପାଇଁ,,,,,
ମୋ ଝିଅ ଦେହ ଭାରି. ଖରାପ,,,,
(ମନେମନେ ଜଗନ୍ନାଥ ଙ୍କୁ ଡାକୁଥାଏ)
ସେ କହିଲେ,,,ବ୍ୟସ୍ତ ହୁଅନ୍ତୁ ନିମୁଁ ବ୍ୟବସ୍ଥା କରିଦେଉଛି,,,ଅଜଣା. ଅଶୁଣା ଜାଗା ,,,,ପୁଣି ଏକୁଟିଆ,,,,,ଭାରି ଭୟ ଲାଗୁଥାଏ,,,।ମନେ ମନେ ଚଉବାହା ଙ୍କୁସ୍ମରଣ କରୁଥାଏ,,,,,
ପ୍ରଭୁ,,,,
ତୁମେ ନ ରଖିଲେ. ,,,,,,ଆଉ,,,କିଏ,,,,ଅଛି,,ମୋର,,,,!
ଲୁଚାଇ. ଆଖିଲୁହ ସବୁ ପିଇଗଲି
କିଛିସମୟ ପରେ ଅଟୋ ବାଲା ଭାଇ ଟିଏ କୁ ଡାକି,,,,ସେ ବସ୍ ଡ୍ରାଇଭର ମହାଶୟ,,,,,,ମତେନିରାପଦ ରେ ପହଞ୍ତାଇ ଦେବାକୁ କହିଲେ,,,ପୁଣି ମତେ ଫୋନ୍ ନମ୍ବର ବି ଦେଲେ,,,,ପହଞ୍ଚିଲେ ଜଣାଇବା ପାଇଁ ,,,ତାଙ୍କୁ,,,,
ରାତି8.00 ଟା ରେ ପହଞ୍ଚିଲି ନିରାପଦ ରେ,,,,।
ସେଦିନ ଯଦି,ମହାପ୍ରଭୁ ସେହି ଦୁଇ ଡ୍ରାଇଭର ଭାଇଙ୍କୁ,,ମତେ ସାହାଯ୍ୟ କରିବା ପାଇଁ ପ୍ରବର୍ତାଇ ନଥାନ୍ତେ,,,,କଣ ମୁଁ. କରିଥାନ୍ତି,,,,ଭାବିପାରୁନି. ଏ ପର୍ଯ୍ୟନ୍ତ ,,,,,,
ମହାପ୍ରଭୁ ଅନ୍ତର୍ଯ୍ୟାମୀ. ସେ
ବୁଝିପାରନ୍ତି ଅନ୍ତରବ୍ୟଥା,,
ଲୁହ ର ପରିଭାଷା ବୁଝିବାକୁ,,,ତା ଭଳି ସମର୍ଥ,,,,କେ ଅଛି ,,କି ଆଉ,,,!
ପଠାଇ,,ଦିଅନ୍ତି ଅବିଶ୍ବାସନୀୟ ଭାବେ କାହାକୁ କେଉଁ ରୂପ ରେ ।
ବିଶ୍ବାସର ଭେଳା ବୁଡିବାକୁ ଦିଅନ୍ତିନି କେବେ,,,,,,
ସେ କରୁଣାସାଗର. ରୁ ସବୁ ବେଳେ ଝରୁଥାଉ. କୃପାବର୍ଷା
ସମସ୍ତଙ୍କ ଉପରେ,,,,,,ମହିମାନ୍ବିତ ହେଉ,,,,,,ମହିମାମୟ ଙ୍କ ମହନୀୟ,,,,,,ଲୀଳା,,,।

ଜୟ ଜଗନ୍ନାଥ

ରଂଜିତା ପତି
ଗଂଜାମ
୯୯୩୮୧୩୧୫୧୭

Loading

Leave a Reply

Your email address will not be published. Required fields are marked *