April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ପଦ୍ମାଳୟା ସାମଲ ଙ୍କ ପ୍ରବନ୍ଧ ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା

ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା



ଓଡ଼ିଆ ଲେଖକ ମାନେ ତାଙ୍କ ଲେଖନୀରେ ଗୋଟେ ଓଡ଼ିଆଣିର ରୂପ ଲବଣ୍ୟ ଓ ଜୀବନ ସୟେଳିକୁ ପୂର୍ଣ୍ଣତା ଦେଇ ଥାନ୍ତି। ଓଡ଼ିଆ କବି ମାନେ ଓଡ଼ିଆ ଲୋକ ଗୀତ ମାଧ୍ୟମରେ ଓଡ଼ିଆଣିର ବର୍ଣ୍ଣନା କରିଥାନ୍ତି।
ଆମ ଓଡ଼ିଆ ଘର ର ବୋହୁ କୁ ଓଡ଼ିଆଣି ବୋଲି କୁହ ଯାଇ ଥାଏ ।
ଓଡ଼ିଆ ଲେଖିକା ତାଙ୍କର ଲୋକ ଗୀତ ମାଧ୍ୟମରେ ଲୋକ ବୋଲି ଭାଷା ସାହିତ୍ୟ ରେ ଓଡ଼ିଆଣି ର ଜୀବନ ଚଯ୍ୟl ବର୍ଣ୍ଣନା କରିଛନ୍ତି ।
ତାଙ୍କ ମୁଣ୍ଡର କେଶ ଠାରୁ ନେଇକି ପଦର ନଖ ପ୍ରଯନ୍ତ ଓ ବେଶ ଭୁଷା ଚାଲି ଚଳଣି କୁ ବି ନିଖୁଣ ଭାବରେ ପରିବେକ୍ତିତ କରିଛନ୍ତି ।
ଯେମିତିକି,:-
ପ୍ରୀତମ ଦୋହଲାଇ
ଚାଲେ ସେ ସୁନା ଗୋରୀ
କାଖେ କଳସି ଧରି
ଆହା ତା ରୂପ ଯୌବନ ଭରୀ
ଗୋଟେ ନାରୀ ପାଣି ନେଇକି ଗାଁ ଦାଣ୍ଡରେ ଚାଲି ଚାଲି ଯାଉଛି କବି କେତେ ସୁନ୍ଦର ମନହର କବିତାରେ ତାକୁ ବର୍ଣ୍ଣନା କରିଛନ୍ତି। ଗୋଟେ ନାରୀ ପ୍ରୀତମ ଦୋହଲାଇ ଅର୍ଥ ଅଣ୍ଟା କୁ ହଲାଇ ପାଣି କଳସି ଧରି ନାରୀଟି ଯାଉଛି ତା ରୂପ ଲବଣ୍ୟ କୁ ବର୍ଣ୍ଣନା କରିଛନ୍ତି କବି।

ଓଡ଼ିଆ ସାହିତ୍ୟ ପୂର୍ବରୁ ବି ଓଡିଶାର ପୁର ପଲ୍ଲୀ ରେ ଓଡ଼ିଆ ବୋଲି ଭାଷା ପ୍ରଚଳନ ହେଉଛି। ନିଜର ଭାବ ବେଗକୁ ପ୍ରକାଶ କରିବା ପାଇଁ ଲୋକ ମାନେ କଥା ବାର୍ତା ହେଇ ଥାନ୍ତି।
ଓଡ଼ିଆ ବୋଲି ଭାଷାରେ ନାରୀମାନଙ୍କ ଜୀବନ ଚରିତ ଅତି ମର୍ମ ପର୍ସି । ଆଗ ଯୁଗରେ ନାରୀ ମାନଙ୍କୁ ବହୁତ ନିର୍ଯାତନା ସହିବା କୁ ପଡ଼ୁ ଥିଲା ।ତାଙ୍କର ଘର ସଂସାର ଖୁସିରେ କଟୁ ବୋଲି ସେ ମନେ ତାକୁ ମଥା ପାତି ସହି ଯାଉଥିଲେ।

ଶାଶୁ ମନେ ବହୁ ମାନଙ୍କୁ ଓଡ଼ିଆ ଢ଼ଗ ଢ଼ମାଳି ମଧ୍ୟମରେ ବହୁତ କିଛି ଶୁଣଉ ଥିଲେ ।
ଭାଷି ଯାଉଥିଲୁ ମଝି ନଈରେ
ଧରି ଆଣି ଥିଲି ତତେ
ଟାକରା ଗାଲରେ ମାଉଁସ ଲାଗିଲା
ଜବାବ ଦଉଚୁ ମୋତେ
ଗୋଟେ ବହୁ ପଦେ କଥା ବି କହି ପାରୁନ ଥିଲେ ଯଦି କହୁ ଥିଲେ ତାଙ୍କୁ ବହୁତ ଲାଞ୍ଛନା ଶୁଣିବାକୁ ପଡୁଥିଲା ।

ଏମିତି ନରିଯିବନ କୁ ଲୋକ ଗିତ ମଧ୍ୟମରେ ଆମ ଓଡ଼ିଶାର ନାରୀ କେମିତି ଥିଲେ ଏବେ କେମିତି ଅଛନ୍ତି ଆମେ ଓଡ଼ିଆ ଲୋକ ସାହିତ୍ୟ ମାଧ୍ୟମରେ ଜାଣି ପାରୁଛୁ । ସେ ମାନେ କେତେ ସଂସ୍କାରି,ସହନସିଲତା ଓ ସରଳ ଥିଲେ ଏଥିରୁହିଁ ଜଣା ପଡୁଛି ।

✍️ପଦ୍ମାଳୟା ସାମଲ
ବଡ଼ପଡା, କେନ୍ଦ୍ରାପଡ଼ା

Loading

One thought on “ପଢନ୍ତୁ ପଦ୍ମାଳୟା ସାମଲ ଙ୍କ ପ୍ରବନ୍ଧ ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା

  1. ଆନ୍ତରିକ ଧନ୍ୟବାଦ ସୂର୍ୟଉଦୟ ପରିବାର ର ସବୁ କର୍ମ କର୍ତାଙ୍କୁ ମୋ ଲେଖାଟିକୁ ହୃଦୟ ରୁ ସ୍ଥାନ ଦେଇ ଥିବାରୁ।
    ଅଶେଷ ଅଶେଷ ସାଧୁବାଦ ଜ୍ଞାପନ କରୁଛି

Leave a Reply to ପଦ୍ମାଳୟା ସାମଲ Cancel reply

Your email address will not be published. Required fields are marked *