*ପ୍ରେମ ପାଇଁ ପଦେ*
ପ୍ରେମ ଏକ ନିର୍ବାଣ ର ପଥ
ଏକରୁ ଆରେକ
କେବେ ଭଲପାଇବାର
ବଜ୍ର ଶପଥ ତ ପୁଣି
କେବେ ଚେତନରୁ ମହାଚେତନାକୁ
ପହଞ୍ଚିବାର ମାର୍ଗ ଦେଖାଇଥାଏ
ପୁଷ୍ପକ ବିମାନଟେ ହୋଇ
ମୃତ୍ୟୁ ପୂର୍ବରୁ
ଜୀବନକୁ ପରଖି ନେବାର ଚରମ ସମନ |
*ବିମଳ ସାସ୍ମଲ*
*ଭୁବନେଶ୍ୱର*
*ମୋ:- 9777744947*
726 total views, 1 views today
Greetings! Quite useful tips Within this distinct write-up! It’s the small modifications that will make The key variations. Many thanks for sharing!
Very nice, nice, nice, my husband loves it