September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ପଢନ୍ତୁ ଭାସ୍କର ରାଉତ ଙ୍କ ଗଳ୍ପ ଅନୁଭୁତିରେ ମୋ ବିଦ୍ୟାଳୟ

ଅନୁଭୁତିରେ ମୋ ବିଦ୍ୟାଳୟ

କ୍ଷୁଦ୍ର ଗଳ୍ପ।
*************************
ଯେବେ ମୁଁ ଶିକ୍ଷକ ହେଲି ,ଶିକ୍ଷାଦାନରେ ରତ ରହିଲି ସେତେବେଳେ ମୋ ପିଲାଦିନ ପାଠପଢା ମନକୁ ଆସିଲା। ଆଜିର ଶିକ୍ଷାନୀତି ଆଉ ଆମ ବେଳର ଶିକ୍ଷା ନୀତି ତଥା ଶିକ୍ଷାଦାନ ଶୈଳୀ ବହୁତ ଫରକ।ଆମ ଶିକ୍ଷା ନୀତିରେ ସମଗ୍ର ଓଡିଶାର ଶିକ୍ଷା ଗୋଟିଏ ପ୍ରକାର ଥିଲାବେଳେ ଛୁଟିର ସମୟ ଭିନ୍ନଭିନ୍ନ
ଥିଲା।ଜାହା ଆଞ୍ଚଳିକ ଭିତ୍ତିରେ ହେଉଥିଲା।ଆଞ୍ଚଳିକ ଅଧିକାରୀ ପ୍ରଦାନ କରୁଥିଲେ।ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷ ସମ୍ପୁର୍ଣ୍ଣ ସ୍ବାଧୀନ ଥଲେ।ଛାତ୍ରଙ୍କ ମଧ୍ୟରେ ଗୁରୁ ଗୁରୁଜନ ଭକ୍ତି ପୂର୍ଣ୍ଣମାତ୍ରାରେ ଥିଲା।
ଆଜି! ଛାତ୍ର ସ୍ବାଧୀନ ଶିକ୍ଷକ ପରାଧୀନ।
ମୋ ପଢା ବେଳେ ମୋ ଗୁରୁଜୀ ଅତି ଭୋରରୁ ଆମ ଗାଁକୁ ଆସିଯାଉଥିଲେ।ଆମ ଗ୍ରାମର ତିନୋଟି ପରିବାର ଚହା ବ୍ୟବହାର କରୁଥିଲେ। ଯେଉଁ ପରିବାର ଚାହାପାନ ନିମନ୍ତେ ଗୁରୁଜୀଙ୍କୁ କହୁଥିଲେ ସେଠି ଗୁରୁଜୀ ଚାହାପାନ କରି ବିଦ୍ୟାଳୟକୁ ଚାଲିଯାଉଥିଲେ।
ବିଦ୍ୟାଳୟ ଘଣ୍ଟି ବାଜି ଉଠୁଥିଲା।
ପିଲାଏ ବହି ବସ୍ତାନିଧରି ବିଦ୍ୟାଳୟକୁ ଯାଉଥିଲୁ।ପାଳିଆ ପିଲାଟି ତାର ସଞ୍ଚା ଧରି ଯାଉଥିଲା।
ବିଦ୍ୟାଳୟରେ ଗୁରୁଜୀ ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏଁ ସମସ୍ତ ପିଲାଙ୍କୁ ଶିକ୍ଷା ଦେଉଥିଲେ। ଆମେ ପ୍ରାୟ ଶହେଜଣ ଛାତ୍ର ଛାତ୍ରୀ ଥିଲୁ।
ପ୍ରତିଦିନ ପ୍ରଥମରୁ ତୃତୀୟ ଶ୍ରେଣୀଯାଏ ସବୁ ପିଲା ନୀୟମିତ ଅକ୍ଷର ଲେଖାସାଥେ ଡାକ ହେଉଥିଲା ସାଥେ ଅଙ୍କ ଓ ପଣକିଆବି ଡକା ଯାଉଥିଲା।
ଚତୁର୍ଥ,ପଞ୍ଚମ ଶ୍ରେଣୀ ପିଲାଙ୍କୁ ଇଁରାଜୀ ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷା ପ୍ରଦାନ କରୁଥିଲେ।ସେକୁହନ୍ତି ମୋତେ ଇଁରାଜୀ ଜଣା ନାହିଁ।ସତରେ କିନ୍ତୁ ସେ ଭିରି ଜ୍ଞାନୀଥୂଲେ। ସମୟ ୯ଘଣ୍ଟା ହୋଇଗଲେ ପିଲାଙ୍କୁ ଛାଡି ଦେଉଥିଲେ।ପିଲାମାନେ ନିତ୍ୟ କର୍ମସାରି ପୁଣି ବିଦ୍ୟାଳୟକୁ ଆସୁଥିଲେ।ଏହିସମୟରେ ଗୁରୁଜୀ ସଞ୍ଚାକୁ ରୋଷେଇ କରି ନିଜେ ଭୋଜନ କରି ବଳକାତକ ମଧ୍ୟାହ୍ନ ଭୋଜନ ନିମନ୍ତେ ସାଇତି ରଖିଥା’ନ୍ତି।
ବିଦ୍ୟାଳୟ ସମୟ ହେଲେ ଅନ୍ୟ ଦୁଇଜଣ ଗୁରୁଜୀ ଆସନ୍ତି।
ତା’ପରେ ନିତ୍ୟ ନୈମିତିକ ଶୈକ୍ଷିକ କ୍ରିୟା ଆରମ୍ଭ ହୋଇଇ ମଧ୍ୟାହ୍ନ ଭୋଜନ ବୀରତି ହୁଏ।ସେହିସମୟରେ ଆମକୁ ବଲ୍ ଗର କ୍ଷିରୀ ଓ କ୍ଷୀର ପିଇବାକୁ ଦିଆଯାଉଥିଲା।ହେଲେ ପାଳିଆ ପିଲାଟି ଗୁରୁଜୀଙ୍କ ସାଙ୍ଗରେ ମଧ୍ୟାହ୍ନ ଭୋଜନ କରୁଥିଲା। ପରେ କ୍ଷୀର ପିଉଥିଲା।
ହେଲେ ଆଜିର ମଧ୍ୟାହ୍ନ ଭୋଜନରେ ସେମିତି ମଜା ନାହିଁ।
ଆମ ସମୟରେ ପ୍ରଥମ ଶ୍ରେଣୀରେଶପଢୁଥିବା ପିଲା ଷ୍ପଷ୍ଟ ଭାବେ ତାର ବହି ପଢିପାରୁଥିଲା। ତା’ସହ ଲେଖିବି ପାରୁଥିଲା।ହେଲେ ଆଜି ସ୍ନାତକର ଛାତ୍ରଛାତ୍ରୀ ହୋଇଥିଲେ ମଧ୍ୟ ମାତୃଭାଷା ଷ୍ପଷ୍ଟଭାବେ ପଢିପାରୁ ନାହାନ୍ତି,କହିପାରୁ ନାହାନ୍ତିକି ଲେଖିବି ପାରୁ ନାହାନ୍ତି। ଆଶ୍ଚର୍ଯ୍ୟ ଲାଗେ ମୋତେ। କାରଣ ମୋ ନିଜକୁ ନିଜେ ତୁଳନା କରୁଛି।
ଆଜି ଦକ୍ଷତାବୃଦ୍ଧି କରିବାକୁ ସହଜ,ଉତ୍ଥାନ,ଉତ୍କର୍ଷ ଭଳି ଅନେକ ଯୋଜନା ମାନ କାଗଜରେ ଗଢି ସମାଜରେ ଛାଡି ବାହାବା ନିଅନ୍ତି ।ଫଳ ଶୂନ୍।
ସହଜରେ ୭୦ଜଣଛାତ୍ର ଛାତ୍ରୀ ନେଇ ଦୀର୍ଘ ଛ”ମାସରେ ୫୦ଜଣଙକୁ କୃତକାର୍ଯ୍ୟକରି ପାରିବା ବେଳେ
ଅନ୍ୟ ୨୦ଜଣଙ୍କ ନିକଟରେ ନିଜେ ପରାଜୟ ସ୍ବୀକାର କଲି ।
“କାରଣ ଛାତ୍ର ସ୍ବାଧୀନ ,ଶିକ୍ଷକ ପରାଧୀନ”।
ଭାଷା ଶିକ୍ଷାରେ ଯେତେ ପ୍ରଣାଳୀ ଆଜିଯାଏଁ ଦେଖି ଆସିଲି ପ୍ରଚୀନ ପ୍ରଣାଳୀଟିହିଁ ଉପଯୁକ୍ତ ଥିଲା।ମଧୁ ବର୍ଣ୍ଣ ବୋଧଟି ପ୍ରଥମ,ଦ୍ବିତୀୟ ଶ୍ରେଣୀର ଭିଷାନିମନ୍ତେ ଯଥେଷ୍ଟ ଥିଲା।ତହାର ଦକ୍ଷତା ହାସଲ କରିଗଲେ ଜଣେ ସହଜରେ ଲେଖା ପଢା କରିପାରିବ।ଭାଷାରେ ପୋଖତ ହୋଇପାରିବ।ସେ ପଛକୁ ଫେରିବ ନାହିଁ।
ଶିକ୍ଷାକ୍ଷେତ୍ରରେ ପ୍ରାଥମିକ ଶିକ୍ଷାହେଲା ମୂଳଦୁଆ/ନିଅଁ।ମାଧ୍ୟମିକ ଶିକ୍ଷା ସାଧାରଣ ଗେହ।
ବିଶ୍ବବିଦ୍ୟାଳୟ ଶିକ୍ଷା ମହଲା।
ମହଲା ନିର୍ମାଣ କରିବାକୁ ହେଲେ ମୂଳ ଦୂଆକୁ ଶସକ୍ତି କରଣ ନକରି ମହଲା ନିର୍ମାଣ କଲେ ତାହା ଅଚିରେ ଭୁଷୁଡି ପଡିବ।ତେଣୁ ମୂଳ ଦୁଆକୁ ସୁଦୃଢ଼ କରିବାଆବଶ୍ୟକ।
ଏଥିଲାଗି ଶିକ୍ଷକ ସ୍ବାଧୀନ ହେବା ଆବଶ୍ୟକ ।ଛୁଟି ଅଞ୍ଚଳ ଭିତ୍ତିକ ହେବା ଆବଶ୍ୟକ।ଆଞ୍ଚଳିକ ସ୍ତରରେ ପ୍ରାଥମିକ ଶିକ୍ଷା ହୈଲେ ନିଶ୍ଚିତ ମୁଳଦୁଆ ସୁଦୃଢ଼ ହେବ।
🌷🙏🌷🙏🌷🙏🌷🙏🌷
(ଭାସ୍କର ରାଉତ,ଦେବମାୟା ଭବନ,
ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#

Loading

Leave a Reply

Your email address will not be published. Required fields are marked *