🌺ଓଡ଼ିଆ ସାହିତ୍ୟ ରେ ନାରୀ କବିମାନଙ୍କ ଅବଦାନ 🌺
କଥାରେ ଅଛି “ଯତ୍ର ନାର୍ଯ୍ୟସ୍ତୁ ପୁଜ୍ୟନ୍ତେ ରମ୍ୟନ୍ତେ ତତ୍ର ଦେବତା “| ଅର୍ଥାତ ଯେଉଁଠାରେ ନାରୀ ମାନଙ୍କୁ ପୂଜା କରାଯାଏ ସେଠାରେ ସ୍ୱୟଂ ନାରାୟଣ ବାସ କରନ୍ତି |ତେଣୁ ଘରର ଲଷ୍ମୀ ବୋଲାଉଥିବା ନାରୀ ହିଁ ସୃଷ୍ଟି ର ମୂଳ |ଜାୟା, ଜନନୀ ଭଗିନୀ ରୂପେ ସିଏ ଖାଲି ପରିଚିତ ନୁହେଁ |ଆବଶ୍ୟକ ପଡିଲେ ସେ ସାଜିପାରେ ଦୁର୍ଗା, ଦେଶପ୍ରେମୀ ଆଉ ପୁଣି କଲମ ମୁନରେ ସୃଷ୍ଟି କରିପାରେ ବିଦ୍ରୋହ ର ବହ୍ନି |ତେଣୁ ସ୍ୱାଧୀନତା ପୂର୍ବରୁ ଏବେ ଯାଏ ଥମିଯାଇନି ନାରୀ କବି ମାନଙ୍କର କଲମରଧାର |ତେଣୁ ଓଡ଼ିଆ ସାହିତ୍ୟ କୁ ଶୀର୍ଷସ୍ଥାନରେ ପହଞ୍ଚାଇବାରେ କବୟିତ୍ରୀ ମାନଂକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ |ସେହିଭଳି ନାରୀକବି ଯେଉଁମାନେ ଓଡ଼ିଆ ଭାଷା ସାହିତ୍ୟକୁ ସର୍ବାଗ୍ରେ ଅବସ୍ଥାପିତ କରିବା ପାଇଁ ଉଦ୍ୟମ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କୁନ୍ତଳା କୁମାରୀ ସାବତ, ପ୍ରତିଭା ଶତପଥୀ, ନନ୍ଦିନୀ ଶତପଥୀ, ପ୍ରତିଭା ରାୟ, ରମା ଦେବୀ ପ୍ରମୁଖ |
ଆଧୁନିକ ଓଡ଼ିଆ ଭାଷା ସାହିତ୍ୟ ଜଗତର ପ୍ରଥମ ନାରୀ କବି ଭାବେ ଯେ ଅଧିଷ୍ଠତ ସେ ହେଉଛନ୍ତି ଡ.କୁନ୍ତଳା କୁମାରୀ ସାବତ | ସେ କବିତା ଦ୍ୱାରା ସ୍ୱାଧୀନତା ପ୍ରାପ୍ତି ପାଇଁ ବିପ୍ଳବ ର ସ୍ୱର ଉତ୍ତୋଳନ କରୁଥିଲେ |ତା ଛଡା ବିଭିନ୍ନ କୁସଂସ୍କାର, ଅନ୍ଧବିଶ୍ୱାସ ବିରୋଧୀ ଲେଖା ପ୍ରକାଶ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ | ଓଡ଼ିଆ ଭାଷା ସାହିତ୍ୟ ଜଗତରେ ଆଉ ଜଣେ ନାରୀ କବି ଭାବେ ଡ. ପ୍ରତିଭା ଶତପଥୀ ସୁନାମ ଅର୍ଜନ କରିଛନ୍ତି | ଓଡ଼ିଆ ଭାଷା ସାହିତ୍ୟ ର କବିତା ଜଗତ କୁ ଅନେକ କବିତା ଯଥା, ଆମ କବିତା, ସାହାଡ଼ା ସୁନ୍ଦରୀ, ଶବରୀ, ତନ୍ମୟ ଧୂଳି ଇତ୍ୟାଦି | | ତାଙ୍କର ଏହିସବୁ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇ ପାରିଥିଲେ | ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଦକ୍ଷ ଲେଖିକା ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଆ ଭାଷା ସାହିତ୍ୟ ଜଗତ ପାଇଁ ଆପ୍ରାଣ ଉଦ୍ୟମ କରି ଆସିଥିଲେ | ତାଙ୍କର ଏହି ରଚନା ପାଇଁ ସାହିତ୍ୟ ଭାରତୀ ସମ୍ମାନ ର ମଧ୍ୟ ହୋଇ ପାରିଥିଲେ |
ଡ. ପ୍ରତିଭା ରାୟ ଜ୍ଞାନ ପୀଠ,ପଦ୍ମଶ୍ରୀ ପ୍ରାପ୍ତ କବୟିତ୍ରୀ ଥିଲେ | ତାଙ୍କ ରଚନା ମଧ୍ୟରେ ମୋକ୍ଷ, ମହାରାଣୀ ପୁତ୍ର, ଉଲଂଘନ,ଆଦି ଅନ୍ୟତମ | ଜଣେ ସମାଜ ସେବୀ, ସ୍ୱାଧୀନତା ସଂଗ୍ରାମୀ ଓ ଜଣେ ଲେଖିକା ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀମତୀ ରମା ଦେବୀ ଓଡ଼ିଆ ସାହିତ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ତାଙ୍କ ସ୍ମୃତି ରେ ଓଡ଼ିଶାର ଭୁବନେଶ୍ୱର ଠାରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପନ କରାଯାଇଛି | ଯାହାର ନାମ ହେଉଛି ରମା ଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ | ନାରୀ ଶିକ୍ଷା ର ପ୍ରସାର ପାଇଁ ତଥା ଦେଶଭକ୍ତି ପାଇଁ ତାଙ୍କ ଉଦ୍ୟମ ଚିରନମସ୍ୟ | ଅନ୍ୟତମ ନାରୀ କବି ସରୋଜିନୀ ସାହୁ ସାହିତ୍ୟ ଜଗତକୁ ତାଙ୍କ ଅବଦାନ ଅତୁଳନୀୟ ଅଟେ | ତାଙ୍କ ରଚିତ କବିତା ମଧ୍ୟରେ, ମହାଯାତ୍ରା, ଗମ୍ଭୀରି ଘର,ଅନ୍ୟତମ |
ଏହିପରି ଭାବରେ ଆଧୁନିକ କବୟିତ୍ରୀ ମାନେ ମଧ୍ୟ ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ନିଜ ନିଜ ର ଲେଖନୀ ଚାଳନା କରୁଛନ୍ତି |ଶେଷରେ ଏତିକି ଆହ୍ୱାନ ଦେବି ବର୍ତମାନର ଯୁବପିଢ଼ି ଙ୍କୁ ଯେ
“ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନହରା
ବକ୍ଷଶୋଣିତ ଲକ୍ଷ୍ୟଜୀବନେ ଖେଳାଅ ଆଲୋକଧାରା
ଛିନ୍ନ କରରେ ବନ୍ଧନରାଜି କ୍ରନ୍ଦନ ହେଉ ଶେଷ
ଯୁକ୍ତ ହେଉ ସେ ଜାତି ଉପଜାତି ଖଣ୍ଡିତ ଶତ ଦେଶ
ମହାମାନବ ର ଶଙ୍ଖ ଶବଦେ ସମ୍ମୁରେ ଦୀପ ଜଳା
ଜାଗ ବନ୍ଧନ ହରା, ଜାଗ ବନ୍ଧନ ହରା “
ତେଣୁ ଦେଶର, ଜାତିର ଅଖଣ୍ଡତା ବଜାଇ ରଖି କଲମ ର ମୁନରେ ବର୍ତମାନ କବିୟତ୍ରୀମାନେ ବୈପ୍ଲବିକ ପରିବର୍ତନ ଆଣନ୍ତୁ ତାହା ହିଁ ଉଦେଶ୍ୟ….
🌺ପ୍ରଶାନ୍ତ କୁମାର ମହାନ୍ତି
କାକଟପୁର, ପୁରୀ
🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
2,492 total views, 1 views today
I am extremely impressed with your writing talents and
also with the format to your weblog. Is this a paid subject matter
or did you customize it your self? Anyway stay up the
nice quality writing, it is rare to look a great blog like this one today..
my web page – tracfone special coupon 2022
I used to be instructed this website by my cousin. I’m not certain no matter whether this submit is prepared by him as nobody else know these kinds of detailed about my trouble. You’re excellent! Many thanks!
I’m not that much of a internet reader to be honest but your blogs really nice, keep it up!
I’ll go ahead and bookmark your site to come back down the road.
All the best
I do imagine all of the principles you may have released on your article. They’re really convincing and will absolutely get the job done. Even now, the posts are too quick for newcomers. May perhaps you remember to extend them just a little from future time? Thanks for the article
I have read so many content concerning the blogger lovers
but this article is in fact a fastidious piece of writing, keep it
up.
This paragraph is genuinely a nice one it helps new the web people,
who are wishing for blogging.
Peculiar article, totally what I was looking for.
Wow that was unusual. I just wrote an really long comment but
after I clicked submit my comment didn’t show up.
Grrrr… well I’m not writing all that over again. Anyway,
just wanted to say fantastic blog!
Hi! Do you know if they make any plugins to protect against hackers?
I’m kinda paranoid about losing everything I’ve worked
hard on. Any tips?
Thanks quite a bit for providing people today with such a extraordinary possiblity to check guidelines from this site. It’s commonly quite satisfying as well as filled with a good time for me personally and my Place of work acquaintances to look your Internet site approximately three times in one 7 days to begin to see the clean stuff you have obtained. And indeed, I’m just generally contented to the excellent opinions served by you. Certain 2 factors on this site are in truth the best I’ve experienced.
Superb website. A great deal of beneficial info listed here. I’m sending it to some buddies ans Furthermore sharing in delightful. And naturally, many thanks in your work!
I think this is one of the most important info for me.
And i’m glad reading your article. But want to remark on some general things,
The site style is great, the articles is really great : D.
Good job, cheers
Feel free to visit my web page – best CBD oil for dogs
Hi, this weekend is fastidious in favor of me, for the reason that this moment i am reading this impressive informative
paragraph here at my residence.
Also visit my site: CBD for sale
For hottest information you have to visit web and on the web
I found this website as a finest web site for
latest updates.
Here is my page: best CBD oil for dogs
Appreciating the time and effort you put into your blog and detailed information you offer.
It’s nice to come across a blog every once in a while that isn’t the same unwanted
rehashed material. Great read! I’ve bookmarked your site and I’m adding your RSS feeds
to my Google account.
My page – Royal CBD
It is not my first time to pay a quick visit this
web page, i am visiting this web site dailly and get pleasant data from here daily.
My web blog: CBD for sale
ଧନ୍ୟବାଦ ଆଜ୍ଞା