February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ପଢନ୍ତୁ ପଦ୍ମାଳୟା ସାମଲ ଙ୍କ ପ୍ରବନ୍ଧ ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା

ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା



ଓଡ଼ିଆ ଲେଖକ ମାନେ ତାଙ୍କ ଲେଖନୀରେ ଗୋଟେ ଓଡ଼ିଆଣିର ରୂପ ଲବଣ୍ୟ ଓ ଜୀବନ ସୟେଳିକୁ ପୂର୍ଣ୍ଣତା ଦେଇ ଥାନ୍ତି। ଓଡ଼ିଆ କବି ମାନେ ଓଡ଼ିଆ ଲୋକ ଗୀତ ମାଧ୍ୟମରେ ଓଡ଼ିଆଣିର ବର୍ଣ୍ଣନା କରିଥାନ୍ତି।
ଆମ ଓଡ଼ିଆ ଘର ର ବୋହୁ କୁ ଓଡ଼ିଆଣି ବୋଲି କୁହ ଯାଇ ଥାଏ ।
ଓଡ଼ିଆ ଲେଖିକା ତାଙ୍କର ଲୋକ ଗୀତ ମାଧ୍ୟମରେ ଲୋକ ବୋଲି ଭାଷା ସାହିତ୍ୟ ରେ ଓଡ଼ିଆଣି ର ଜୀବନ ଚଯ୍ୟl ବର୍ଣ୍ଣନା କରିଛନ୍ତି ।
ତାଙ୍କ ମୁଣ୍ଡର କେଶ ଠାରୁ ନେଇକି ପଦର ନଖ ପ୍ରଯନ୍ତ ଓ ବେଶ ଭୁଷା ଚାଲି ଚଳଣି କୁ ବି ନିଖୁଣ ଭାବରେ ପରିବେକ୍ତିତ କରିଛନ୍ତି ।
ଯେମିତିକି,:-
ପ୍ରୀତମ ଦୋହଲାଇ
ଚାଲେ ସେ ସୁନା ଗୋରୀ
କାଖେ କଳସି ଧରି
ଆହା ତା ରୂପ ଯୌବନ ଭରୀ
ଗୋଟେ ନାରୀ ପାଣି ନେଇକି ଗାଁ ଦାଣ୍ଡରେ ଚାଲି ଚାଲି ଯାଉଛି କବି କେତେ ସୁନ୍ଦର ମନହର କବିତାରେ ତାକୁ ବର୍ଣ୍ଣନା କରିଛନ୍ତି। ଗୋଟେ ନାରୀ ପ୍ରୀତମ ଦୋହଲାଇ ଅର୍ଥ ଅଣ୍ଟା କୁ ହଲାଇ ପାଣି କଳସି ଧରି ନାରୀଟି ଯାଉଛି ତା ରୂପ ଲବଣ୍ୟ କୁ ବର୍ଣ୍ଣନା କରିଛନ୍ତି କବି।

ଓଡ଼ିଆ ସାହିତ୍ୟ ପୂର୍ବରୁ ବି ଓଡିଶାର ପୁର ପଲ୍ଲୀ ରେ ଓଡ଼ିଆ ବୋଲି ଭାଷା ପ୍ରଚଳନ ହେଉଛି। ନିଜର ଭାବ ବେଗକୁ ପ୍ରକାଶ କରିବା ପାଇଁ ଲୋକ ମାନେ କଥା ବାର୍ତା ହେଇ ଥାନ୍ତି।
ଓଡ଼ିଆ ବୋଲି ଭାଷାରେ ନାରୀମାନଙ୍କ ଜୀବନ ଚରିତ ଅତି ମର୍ମ ପର୍ସି । ଆଗ ଯୁଗରେ ନାରୀ ମାନଙ୍କୁ ବହୁତ ନିର୍ଯାତନା ସହିବା କୁ ପଡ଼ୁ ଥିଲା ।ତାଙ୍କର ଘର ସଂସାର ଖୁସିରେ କଟୁ ବୋଲି ସେ ମନେ ତାକୁ ମଥା ପାତି ସହି ଯାଉଥିଲେ।

ଶାଶୁ ମନେ ବହୁ ମାନଙ୍କୁ ଓଡ଼ିଆ ଢ଼ଗ ଢ଼ମାଳି ମଧ୍ୟମରେ ବହୁତ କିଛି ଶୁଣଉ ଥିଲେ ।
ଭାଷି ଯାଉଥିଲୁ ମଝି ନଈରେ
ଧରି ଆଣି ଥିଲି ତତେ
ଟାକରା ଗାଲରେ ମାଉଁସ ଲାଗିଲା
ଜବାବ ଦଉଚୁ ମୋତେ
ଗୋଟେ ବହୁ ପଦେ କଥା ବି କହି ପାରୁନ ଥିଲେ ଯଦି କହୁ ଥିଲେ ତାଙ୍କୁ ବହୁତ ଲାଞ୍ଛନା ଶୁଣିବାକୁ ପଡୁଥିଲା ।

ଏମିତି ନରିଯିବନ କୁ ଲୋକ ଗିତ ମଧ୍ୟମରେ ଆମ ଓଡ଼ିଶାର ନାରୀ କେମିତି ଥିଲେ ଏବେ କେମିତି ଅଛନ୍ତି ଆମେ ଓଡ଼ିଆ ଲୋକ ସାହିତ୍ୟ ମାଧ୍ୟମରେ ଜାଣି ପାରୁଛୁ । ସେ ମାନେ କେତେ ସଂସ୍କାରି,ସହନସିଲତା ଓ ସରଳ ଥିଲେ ଏଥିରୁହିଁ ଜଣା ପଡୁଛି ।

✍️ପଦ୍ମାଳୟା ସାମଲ
ବଡ଼ପଡା, କେନ୍ଦ୍ରାପଡ଼ା

 926 total views,  1 views today

One thought on “ପଢନ୍ତୁ ପଦ୍ମାଳୟା ସାମଲ ଙ୍କ ପ୍ରବନ୍ଧ ଓଡ଼ିଆ ଲେଖକଙ୍କ ଲେଖନିରେ ଓଡ଼ିଆଣି ର ପୂର୍ଣ୍ଣତା

  1. ଆନ୍ତରିକ ଧନ୍ୟବାଦ ସୂର୍ୟଉଦୟ ପରିବାର ର ସବୁ କର୍ମ କର୍ତାଙ୍କୁ ମୋ ଲେଖାଟିକୁ ହୃଦୟ ରୁ ସ୍ଥାନ ଦେଇ ଥିବାରୁ।
    ଅଶେଷ ଅଶେଷ ସାଧୁବାଦ ଜ୍ଞାପନ କରୁଛି

Leave a Reply

Your email address will not be published. Required fields are marked *