କେମିତି ଅଛ,,,,,
ସାଥି ନୁହେଁ ପତି ନୁହେଁ
ବନ୍ଧୁ ନୁହେଁ ପ୍ରେମୀ ନୁହେଁ
ତୁମେ ମୋ ଜୀବନର
ଅପା ଶୋରା ସ୍ମୃତି ଟିଏ,,,,,,,
ସୁଖ ନାହିଁ ଶାନ୍ତି ନାହିଁ
ହସ ନାହିଁ ଖୁସି ନାହିଁ
ତୁମେ ମୋ ଜୀବନର
ଅଦିନିଆ ଝଡ଼ ଟିଏ,,,,,,,,,,
ପ୍ରେମ କରି ସୁଖ ନାହିଁ
ତ୍ୟାଗ କରି ପୁଣ୍ୟ ନାହିଁ
ତୁମେ ମୋ ଜୀବନର
ଏକାନ୍ତ ସାଥିଟିଏ,,,,,,,,
ସୁଖ ବଦଳ ରେ ଦୁଃଖ ଆସିଯାଏ
ହସ ବଦଳରେ ଲୁହ
ମୋ ବିନା ତମେ କେମିତି ଅଛ
ଥରେ ମାତ୍ର ତୁମେ କୁହ,,,,,,,,
ଆଦର ମଣି ପ୍ରଧାନ
ଚାନ୍ଦବାଲି ,,,ଭଦ୍ରକ,,
498 total views, 1 views today